33 ବର୍ଷ ପର୍ଯ୍ୟନ୍ତ ଏହି 1 ରାଶିରେ ଧନ ବର୍ଷା କରିବେ ଶନିଦେବ, ଦେଖନ୍ତୁ ଆପଣଙ୍କ ରାଶି ନୁହନ୍ତି

ଆମ ଶାସ୍ତ୍ର ଅନୁସାରେ ୧୨ ଟି ରାଶି ବିଷୟରେ କୁହାଯାଇଛି ଏହା ସହିତ ୯ ଟି ଗ୍ରହର ବର୍ନନ କରାଯାଇଛି । ସବୁ ରାସୀ ଓ ଗ୍ରହର ଆମ ଜୀବନରେ ନିରନ୍ତର ପ୍ରଭାବ ପଡିଥାଏ । ଯେମିତି ଗ୍ରହର ଚାଳନ ହୋଇଥାଏ ସେହି ହିସାବରେ ପ୍ରଭାବ ଆମ ଜୀବନ ଉପରେ ଦେଖିବାକୁ ମିଳିଥାଏ । ଗ୍ରହରେ ସବୁଠୁ ବଡ ଓ ଶକ୍ତିଶାଳୀ ଗ୍ରହ ଭଗବାନ ଶନିଦେବ ହୋଇଥାନ୍ତି । ଶନିଦେବଙ୍କୁ ନ୍ୟାୟର ଦେବତା ମଧ୍ୟ କୁହାଯାଇଥାଏ । ଏହଠୁ ଅଧିକ ସେ ତାଙ୍କର କ୍ରୋଧ ପାଇଁ ସମସ୍ତେ ତାଙ୍କୁ ଜାଣିଥାନ୍ତି । ଯେଉଁ ବ୍ୟକ୍ତି ଉପରେ ଶନିଦେବଙ୍କ କୃପା ରହିଥାଏ, ସେହି ମଣିଷ ମାଲାମାଲ ହୋଇଥାଏ ।


ଆଉ ଯାହା ଉପରେ ଶନିଦେବ କ୍ରୋଧିତ ହୋଇଥାନ୍ତି ତାକୁ ଧନିରୁ ଗରିବ ହେବ ପାଇ ବହୁତ କମ ସମୟ ଲାଗିଥାଏ । ଶାସ୍ତ୍ରରେ ଶନି ଦେବଙ୍କୁ କୁହାଯାଇଛି, ଯଦି ଆପଣ ଏହାର ଠିକ ସେ ପାଳନ କରିବେ ତେବେ ଏହା ଆପଣଙ୍କ ପାଇଁ ବହୁତ ଫାଇଦା ହୋଇବ । ଯେବେ ଆପଣ ଶନି ଦେବଙ୍କୁ ଦେଖା କରିବାକୁ ମନ୍ଦିରକୁ ଯାଉଛନ୍ତି ତାଙ୍କ ଆଖିରେ ଆଖି ମିଶାଇ ଦେଖିବା ଉଚିତ ନୁହେଁ । ସବୁବେଳେ ତାଙ୍କ ଚରଣର ହିଁ ଦର୍ଶନ କରିବା ଉଚିତ । ଏହା ସହିତ ଯଦି ଆପଣ ଶନିଦେବଙ୍କୁ ଦର୍ଶନ କରିବାକୁ ଚହୁଁଛନ୍ତି, ଯଦି ଆପଣ ଚହୁଁଛନ୍ତି ଶନିଦେବ ଆପଣଙ୍କ ଉପରେ କୃପା କରନ୍ତୁ ତେବେ ଆପଣ ସବୁ ଶନିବାର ଭଗବାନ ଶନି ଦେବଙ୍କ ଆଗରେ ସୋରିଷ ତେଲର ଦୀପ ଜଳାନ୍ତୁ ।


ତୁଳା :- ଏହି ରାଶିର ଲୋକଙ୍କ ପାଦ ଏବେ ସଫଳତା ଆଡକୁ ବଢିବ । ଆପଣଙ୍କ ସବୁ ଅସୁବିଧା ଏବେ ଶନିଦେବଙ୍କ କୃପାରୁ ଦୂର ହେବ । ଆପଣ ନିଜ ଜୀବନରେ ନୂଆ ସଫଳତା ହାସଲ କରିବେ । ଆପଣଙ୍କୁ ଏବେ ପରିବାରର ପୁରା ସହଯୋଗ ମିଳିବ ।ପିଲାମାନଙ୍କ ତରଫରୁ ଆପଣଙ୍କୁ କୌଣସି ଖୁସି ଖବର ମିଳିବ ।

ମେଷ :- ଭଗବାନଙ୍କ ଶନିଦେବଙ୍କ କୃପାରୁ ଜୀବନରେ ସବୁ ଅସୁବିଧା ଦୂର ହେବ । ଆପଣଙ୍କୁ ନୂଆ ସଫଳତା ମିଳିବ ଯେଉଁଥିରେ ଆପଣଙ୍କ ଆର୍ଥିକ ପରିସ୍ଥିତି ମଜଭୁତ ହେବ । ପରିବାରରେ ଏହି ସମୟରେ ଖୁଶିର ମହୋଲ ରହିବ ନିଜ କଥାରେ ସବୁବେଳେ ସଂଯମତା ରକ୍ଷା କରନ୍ତୁ । ଯେତେ ସମ୍ଭବ ହେବ କାହା ସହିତ କୌଣସି ପ୍ରକାର ବିବାଦ କରନ୍ତୁ ନହିଁ ।


କନ୍ୟା :- ରାଶିର ଲୋକଙ୍କ ଭାଗ୍ୟ ଏବେ ଶନି ଦେବଙ୍କ କୃପାରୁ ବହୁତ ଭଲ ରହିବ । ଆପଣ ଯାହାବି କାମ ଶନି ଦେବଙ୍କ ନାମ ନେଇ ଆରମ୍ଭ କରିବେ । ସେଥିରେ ନିଶ୍ଚିତ ଭାବେ ଆପଣଙ୍କୁ ସଫଳତା ମିଳିବ । ଆଉ ଆପଣଙ୍କର ସବୁ କଷ୍ଟର ମଧ୍ୟ ନିବାରଣ ହେବ ।

ସିଂହ :- ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କୁ ଏବେ ସରକାରୀ ଚାକିରି ମିଳିବାର ସମ୍ଭାବନା ରହିଛି । ଯେଉଁଥିରେ ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ରହିବ । ଆଉ ଆର୍ଥିକ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିବ । ଶନି ଦେବଙ୍କ ଦୟା ଦ୍ରୁଷ୍ଟି ବହୁତ ଭଲ ରହିବ ।

ମକର :- ଭଗବାନ ଶନିଦେବଙ୍କ ଦୟା ଦ୍ରୁଷ୍ଟି ଏବେ ଆପଣଙ୍କ ଉପରେ ରହିବ । ସେଥିଲାଗି ଆପଣ କିଚିବି କାମ ମନ ଲଗାଇକି କରିବେ । ସେଥିରେ ଆପଣଙ୍କୁ ସଫଳତା ନିଶ୍ଚିତ ମିଳିବ । ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଏବେ ଆପଣଙ୍କୁ ସରକାରୀ ଚାକିରି କରିବାର ଯୋଗ ରହିଛି ।

Leave a Reply

Your email address will not be published. Required fields are marked *