କେବଳ ୩ ଦିନରେ ଲବଙ୍ଗ ଠିକ୍ କରିଦେଇଥାଏ ଡାଇବେଟିଜ୍ ବା ମଧୁମେହ ରୋଗକୁ, ବାସ ଖାଇବାର ସଠିକ୍ ତରିକା ଜାଣି ନିଅନ୍ତୁ

ଲବଙ୍ଗ ଏମିତି ଏକ ଦ୍ରବ୍ୟ ଅଟେ  ଏଥିରୁ ନା କେବଳ ଆମେ ରୋଷେଇର ମସଲାରେ ପ୍ରୟୋଗ କରିଥାଉ ବରଂ ଏହାକୁ ଅନେକ ରୋଗର ଚିକିତ୍ସା ପାଇଁ ବି ବ୍ୟବହାର କରିଥାଉ । ଆପଣଙ୍କୁ କହିଦେବୁ କି ଲବଙ୍ଗ ଭିତରୁ ଗରମ ହୋଇଥାଏ । ଯାହାର ପ୍ରୟୋଗ ଔଷଧ ରୁପରେ କରାଯାଏ । ଆସନ୍ତୁ ଜାଣିବା ଏହାର ସେବନରେ ଆପଣଙ୍କ ଶରିରରେ କଣ ଫାଇଦା ପହଞ୍ଚାଇଥାଏ ।

୧) ଦାନ୍ତ ପୀଡାରୁ ଦେଇଥାଏ ମୁକ୍ତି :

ଆଜି କାଲି ଅଧିକାଂଶ ଟୁଥପେଷ୍ଟରେ ଲବଙ୍ଗକୁ ଏକ ପ୍ରମୁଖ ଇଙ୍ଗ୍ରିଡେଣ୍ତ ଭାବେ ନେଇଥାନ୍ତି । ଏହାକୁ ଦାନ୍ତର ପୀଡା ପାଇଁ ସାମିଲ କରାଯାଈଛି । ଲବଙ୍ଗ ଦ୍ୱାରା ଦାନ୍ତର ପୀଡାକୁ କମ୍ କରିବାର ଶକ୍ତି ଥାଏ । ଆପଣଙ୍କ ଦାନ୍ତରେ ଯଦି ଅଧିକା ପୀଡା ହେଉଥାଏ ତେବେ ଲବଙ୍ଗ ତେଲ ନେଇକରି ତାକୁ ଏକ ଶୁଖିଲା କପଡା ମାଧ୍ୟମରେ ଦାନ୍ତର ପିଡା ହେଉଥିବା ସ୍ଥାନରେ ଲଗାନ୍ତୁ । ଏହା ଦ୍ୱାରା ଦାନ୍ତର ପୀଡା କମ୍ ହେବ ।

୨) ଡାଇବେଟିଜ୍ କୁ କରିଥାଏ ନିୟନ୍ତ୍ରଣ :

ବହୁତଥର ଡାଇବେଟିଜ୍ କଣ୍ଟ୍ରୋଲ୍ କରିବାପାଇଁ ଲୋକେ ଉପାୟ ବାହାର କରିଥାନ୍ତି । ଆୟୁର୍ବେଦରେ ଡାଇବେଟିଜ୍ ର ଚିକିତ୍ସା କରିବା ପାଇଁ ଲୋକେ ଲବଙ୍ଗକୁ ଉତ୍ତମ ଔଷଧ ବୋଲି ମାନିଛନ୍ତି । କାରଣ ଏଥିରୁ ବ୍ଲଡ୍ ସୁଗାର ଲେବଲ୍ ଠିକ୍ ରହିଥାଏ । ଓ ଡାଇବେଟିଜ୍ ରୋଗଙ୍କ ପାଇଁ ଏହା ଲାଭକାରୀ ହୋଇଥାଏ । ଯଦି ଆପଣ ସକାଳୁ ଗରମ ପାଣିରେ ଖାଇବେ ତେବେ ଆପଣଙ୍କ ଡାଇବେଟିଜ୍ ଠିକ୍ କରିଦେବ ।

୩) ଲବଙ୍ଗ ବଢାଇଥାଏ ଇମ୍ୟୁନିଟି :

ଲବଙ୍ଗରେ ବଡିକୁ ଇମ୍ୟୁନିଟି ବଢାଇବାରେ ବହୁତ ଫାଇଦା ମିଳିଥାଏ ଯାହା ଇନଫେକ୍ସନ୍ ଓ ଥଣ୍ତା ଜ୍ୱରରୁ ରକ୍ଷା କରିଥାଏ । ଓ ବଡି କୁ ଇମ୍ୟୁନ୍ ରଖିଥାଏ । ଲବଙ୍ଗରେ ଆଣ୍ଟି ଏକ୍ସି ଡେଣ୍ଟ ରହିଥାଏ । ଯାହା ସ୍କ୍ରିନ୍ କୁ ଇମ୍ୟୁନିଟି ସିଷ୍ଟମକୁ ମଜବୁତ ରଖିଥାଏ ।

୪) ପେଟର ସମସ୍ୟା ପାଇଁ ଅଟେ ଲାଭକାରୀ :

ଲବଙ୍ଗ ଗ୍ୟାଷ୍ଟିକ୍ ରସ ର ସ୍ରୋବ ରେ ସୁଧାର ଆଣିକରି ପାଚନ କ୍ରିୟାକୁ ସୁଧାରି ଥାଏ । ଏଥିପାଇଁ ଆପଣଙ୍କୁ ୨ ଟି ଲବଙ୍ଗ ପେସିକରି ଅଧାକପ୍ ସିଝା ପାଣିରେ ପକାଇବାର ଅଛି । ତାପରେ ତାକୁ ଥଣ୍ତା ହେଲାପରେ ଏହି ପ୍ରୟୋଗକୁ ୩ ଥର ପିଇଲେ ପେଟରୁ ଗ୍ୟାସ ସମସ୍ୟା ଦୂର ହୋଇଯାଏ ।

୫) ମୁହଁରୁ ବ୍ରଣ ଦୁର କରିଥାଏ :

ଲବଙ୍ଗର ତେଲରେ ଆଣ୍ଟି ମାଇକ୍ରୋବିୟଲ୍ ପ୍ରୋପର୍ଟିଜ୍ ରହିଥାଏ । ଯେଉଁଥିରୁ ଆପଣଙ୍କ ଚେହେରାରେ ବ୍ରଣ ଆଦି ଦୂର କରିବାରେ ସହାୟକ ହୋଇଥାଏ । ଏହା ଆପଣଙ୍କ ଚେହେରାରେ ବ୍ରଣକୁ ବ୍ୟାପିବାକୁ ଦିଏ ନାହିଁ । ଏହା ବ୍ରଣ ମଧ୍ୟରେ ହେଉଥିବା ପୋଡା ଜଳାକୁ ରୋକିଥାଏ । ଆପଣ ଲବଙ୍ଗକୁ ଫେସ୍ ପ୍ୟାକ୍ ଭାବେ ବ୍ୟବହାର କରିପାରିବେ ।

୬) ସାଇନସ୍ ର ସମସ୍ୟା :

ଲବଙ୍ଗରେ ୟୁଜେନଲ୍ ହୋଇଥାଏ । ଯାହା ସାଇନସ୍ ରୁ ରକ୍ଷା ପାଇବା ପାଇଁ ବହୁତ ଫାଇଦା ଦେଇଥାଏ । ସାଇନସ୍ ସବୁବେଳେ ନିଜ ଡାଇଟ୍ ରେ ସାମିଲ୍ କରନ୍ତୁ । ଆପଣ ଏହାକୁ ଶୁଙ୍ଗିକରି ସାଇନସ୍ ରୁ ମୁକ୍ତି ପାଇପାରିବେ । ଗରମ ପାଣିରେ ୩-୪ ଚାମଚ ଲବଙ୍ଗ ତେଲ ମିଶାଇକରି ଯେଉଁଥିରେ ଇନଫେକ୍ସନ୍ ହେଇଛି ସେଥିରୁ ମୁକ୍ତି ମିଳିବ । ଓ ନିଶ୍ୱାସ ନେବାରେ ଆଶ୍ୱସ୍ତି ଲାଭ କରିବେ ।

Leave a Reply

Your email address will not be published. Required fields are marked *