ଲବଙ୍ଗ ଏମିତି ଏକ ଦ୍ରବ୍ୟ ଅଟେ ଏଥିରୁ ନା କେବଳ ଆମେ ରୋଷେଇର ମସଲାରେ ପ୍ରୟୋଗ କରିଥାଉ ବରଂ ଏହାକୁ ଅନେକ ରୋଗର ଚିକିତ୍ସା ପାଇଁ ବି ବ୍ୟବହାର କରିଥାଉ । ଆପଣଙ୍କୁ କହିଦେବୁ କି ଲବଙ୍ଗ ଭିତରୁ ଗରମ ହୋଇଥାଏ । ଯାହାର ପ୍ରୟୋଗ ଔଷଧ ରୁପରେ କରାଯାଏ । ଆସନ୍ତୁ ଜାଣିବା ଏହାର ସେବନରେ ଆପଣଙ୍କ ଶରିରରେ କଣ ଫାଇଦା ପହଞ୍ଚାଇଥାଏ ।
୧) ଦାନ୍ତ ପୀଡାରୁ ଦେଇଥାଏ ମୁକ୍ତି :
ଆଜି କାଲି ଅଧିକାଂଶ ଟୁଥପେଷ୍ଟରେ ଲବଙ୍ଗକୁ ଏକ ପ୍ରମୁଖ ଇଙ୍ଗ୍ରିଡେଣ୍ତ ଭାବେ ନେଇଥାନ୍ତି । ଏହାକୁ ଦାନ୍ତର ପୀଡା ପାଇଁ ସାମିଲ କରାଯାଈଛି । ଲବଙ୍ଗ ଦ୍ୱାରା ଦାନ୍ତର ପୀଡାକୁ କମ୍ କରିବାର ଶକ୍ତି ଥାଏ । ଆପଣଙ୍କ ଦାନ୍ତରେ ଯଦି ଅଧିକା ପୀଡା ହେଉଥାଏ ତେବେ ଲବଙ୍ଗ ତେଲ ନେଇକରି ତାକୁ ଏକ ଶୁଖିଲା କପଡା ମାଧ୍ୟମରେ ଦାନ୍ତର ପିଡା ହେଉଥିବା ସ୍ଥାନରେ ଲଗାନ୍ତୁ । ଏହା ଦ୍ୱାରା ଦାନ୍ତର ପୀଡା କମ୍ ହେବ ।
୨) ଡାଇବେଟିଜ୍ କୁ କରିଥାଏ ନିୟନ୍ତ୍ରଣ :
ବହୁତଥର ଡାଇବେଟିଜ୍ କଣ୍ଟ୍ରୋଲ୍ କରିବାପାଇଁ ଲୋକେ ଉପାୟ ବାହାର କରିଥାନ୍ତି । ଆୟୁର୍ବେଦରେ ଡାଇବେଟିଜ୍ ର ଚିକିତ୍ସା କରିବା ପାଇଁ ଲୋକେ ଲବଙ୍ଗକୁ ଉତ୍ତମ ଔଷଧ ବୋଲି ମାନିଛନ୍ତି । କାରଣ ଏଥିରୁ ବ୍ଲଡ୍ ସୁଗାର ଲେବଲ୍ ଠିକ୍ ରହିଥାଏ । ଓ ଡାଇବେଟିଜ୍ ରୋଗଙ୍କ ପାଇଁ ଏହା ଲାଭକାରୀ ହୋଇଥାଏ । ଯଦି ଆପଣ ସକାଳୁ ଗରମ ପାଣିରେ ଖାଇବେ ତେବେ ଆପଣଙ୍କ ଡାଇବେଟିଜ୍ ଠିକ୍ କରିଦେବ ।
୩) ଲବଙ୍ଗ ବଢାଇଥାଏ ଇମ୍ୟୁନିଟି :
ଲବଙ୍ଗରେ ବଡିକୁ ଇମ୍ୟୁନିଟି ବଢାଇବାରେ ବହୁତ ଫାଇଦା ମିଳିଥାଏ ଯାହା ଇନଫେକ୍ସନ୍ ଓ ଥଣ୍ତା ଜ୍ୱରରୁ ରକ୍ଷା କରିଥାଏ । ଓ ବଡି କୁ ଇମ୍ୟୁନ୍ ରଖିଥାଏ । ଲବଙ୍ଗରେ ଆଣ୍ଟି ଏକ୍ସି ଡେଣ୍ଟ ରହିଥାଏ । ଯାହା ସ୍କ୍ରିନ୍ କୁ ଇମ୍ୟୁନିଟି ସିଷ୍ଟମକୁ ମଜବୁତ ରଖିଥାଏ ।
୪) ପେଟର ସମସ୍ୟା ପାଇଁ ଅଟେ ଲାଭକାରୀ :
ଲବଙ୍ଗ ଗ୍ୟାଷ୍ଟିକ୍ ରସ ର ସ୍ରୋବ ରେ ସୁଧାର ଆଣିକରି ପାଚନ କ୍ରିୟାକୁ ସୁଧାରି ଥାଏ । ଏଥିପାଇଁ ଆପଣଙ୍କୁ ୨ ଟି ଲବଙ୍ଗ ପେସିକରି ଅଧାକପ୍ ସିଝା ପାଣିରେ ପକାଇବାର ଅଛି । ତାପରେ ତାକୁ ଥଣ୍ତା ହେଲାପରେ ଏହି ପ୍ରୟୋଗକୁ ୩ ଥର ପିଇଲେ ପେଟରୁ ଗ୍ୟାସ ସମସ୍ୟା ଦୂର ହୋଇଯାଏ ।
୫) ମୁହଁରୁ ବ୍ରଣ ଦୁର କରିଥାଏ :
ଲବଙ୍ଗର ତେଲରେ ଆଣ୍ଟି ମାଇକ୍ରୋବିୟଲ୍ ପ୍ରୋପର୍ଟିଜ୍ ରହିଥାଏ । ଯେଉଁଥିରୁ ଆପଣଙ୍କ ଚେହେରାରେ ବ୍ରଣ ଆଦି ଦୂର କରିବାରେ ସହାୟକ ହୋଇଥାଏ । ଏହା ଆପଣଙ୍କ ଚେହେରାରେ ବ୍ରଣକୁ ବ୍ୟାପିବାକୁ ଦିଏ ନାହିଁ । ଏହା ବ୍ରଣ ମଧ୍ୟରେ ହେଉଥିବା ପୋଡା ଜଳାକୁ ରୋକିଥାଏ । ଆପଣ ଲବଙ୍ଗକୁ ଫେସ୍ ପ୍ୟାକ୍ ଭାବେ ବ୍ୟବହାର କରିପାରିବେ ।
୬) ସାଇନସ୍ ର ସମସ୍ୟା :
ଲବଙ୍ଗରେ ୟୁଜେନଲ୍ ହୋଇଥାଏ । ଯାହା ସାଇନସ୍ ରୁ ରକ୍ଷା ପାଇବା ପାଇଁ ବହୁତ ଫାଇଦା ଦେଇଥାଏ । ସାଇନସ୍ ସବୁବେଳେ ନିଜ ଡାଇଟ୍ ରେ ସାମିଲ୍ କରନ୍ତୁ । ଆପଣ ଏହାକୁ ଶୁଙ୍ଗିକରି ସାଇନସ୍ ରୁ ମୁକ୍ତି ପାଇପାରିବେ । ଗରମ ପାଣିରେ ୩-୪ ଚାମଚ ଲବଙ୍ଗ ତେଲ ମିଶାଇକରି ଯେଉଁଥିରେ ଇନଫେକ୍ସନ୍ ହେଇଛି ସେଥିରୁ ମୁକ୍ତି ମିଳିବ । ଓ ନିଶ୍ୱାସ ନେବାରେ ଆଶ୍ୱସ୍ତି ଲାଭ କରିବେ ।