ବଜରଙ୍ଗବାଲୀ ୭୦୦ ବର୍ଷ ପରେ ଏହି ୪ ଟି ରାଶି ଉପରେ ହୋଇଛନ୍ତି ପ୍ରସନ୍ନ – ଏହି ୪ ଟି ରାଶିର ଏବେ ଚମକିବ ଭାଗ୍ୟ ହୋଇଯିବେ ମାଲାମାଲ୍

ବଜରଙ୍ଗବାଲିଙ୍କ ବିଷୟରେ ଏମିତି କୁହାଯାଇଛି କି ସେ ଏପରି ଦେବତା ଅଟନ୍ତି ଯିଏ କି ସେ ପୃଥିବୀ ଉପରେ ଅମର ଅଛନ୍ତି । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଶନି ଏହି ସମୟ ଧନୁ ରାଶିରେ ଅଛି ଓ ମଙ୍ଗଳ ମକର ରାଶିରେ ଅଛି । କହିଦେଉଛୁ କି ହନୁମାନ ଜୟନ୍ତି ଉପରେ ଶନି ଓ ମଙ୍ଗଳର ଯୋଗ ୭୦୦ ବର୍ଷ ପରେ ବହୁତ ହିଁ ଶୁଭ ସଂଯୋଗ ହେଉଛି । ଯେଉଁଥିରେ ୪ ଟି ରାଶିମାନଙ୍କର ଭାଗ୍ୟ ଉଦୟ ହେବ ।

୧) ମକର ରାଶି :

ଏହି ରାଶିର ଲୋକେ ଯଦି ଦୁଃଖରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ସବୁଠାରୁ ପ୍ରଥମେ ଓଁ ଭୋମାୟ ନମଃ ମନ୍ତ୍ରର ଜପ ୧୦୮ ଥର କରନ୍ତୁ । ଏହି ମନ୍ତ୍ରର ଜପ କରିବା ସମୟରେ କେବେ କେଉଁ ବିଷୟରେ ଖରାପ ଭାବନ୍ତୁ ନାହିଁ । କେବଳ ବଜରଙ୍ଗବାଲିଙ୍କୁ ସଚ୍ଚାମନରେ ଧ୍ୟାନ କରନ୍ତୁ । ଏଥିରେ ବଜରଙ୍ଗବାଲିଙ୍କ ଅସୀମ କୃପା ମିଳିବ । ସବୁ ଜାଗାରେ ସଫଳତା ମିଳିବ । ବ୍ୟବସାୟରେ ଅତ୍ୟାଧିକ ଲାଭ ମିଳିବାର ଯୋଗ ମିଳୁଛି । ଓ ସବୁ କାର୍ଯ୍ୟରୁ ସଫଳତା ହାସିଲ ହେବ ।

୨) କର୍କଟ ରାଶି :

ସବୁଠାରୁ ପ୍ରଥମ ରାଶି କର୍କଟ ରାଶି ବିଷୟରେ କହିବୁ । ଏହି ରାଶିର ଲୋକମାନଙ୍କର ସଂଙ୍କଟ ଜଲଦି ଦୂର ହେବ । ହନୁମାନଜୀ ଙ୍କ ଅସୀମ କୃପା ସକାଶେ ଆପଣଙ୍କ ସୁଖି ହେବେ । ସଂମ୍ପର୍କୀୟଙ୍କ ଠାରୁ ଖୁସି ଖବର ମିଳିପାରେ । ଓ ଜଲଦି ହିଁ ଧନବାନ ହେବେ । ଅଟକିଥିବା କାମ ବଜରଙ୍ଗବାଲିଙ୍କ ଆର୍ଶିବାଦ ଦ୍ୱାରା ପୂର୍ଣ୍ଣ ହେବ । ଜୀବନରେ ଖୁସି ଆସିବ ।

୩) ତୁଳା ରାଶି :

ତୁଳା ରାଶି ଲୋକଙ୍କ ପାଇଁ ହନୁମାନ ଜୟନ୍ତି ରେ ବହୁତ ଭଲ ସଂଯୋଗ ହେଉଛି । ଯଦି ଘରେ କେଉଁ ଅସୁବିଧା ଅଛି । ତେବେ ଜଲଦି ହିଁ ଶେଷ ହେବ । ଓ ବ୍ୟବସାୟରେ ଉନ୍ନତି ମିଳିବ । ଜଲଦି ହିଁ ବିବାହ ଯୋଗ ହେଉଛି । ହନୁମାନ ଜୟନ୍ତି ଦିନ ହନୁମାନ ଚାଳିଶା କିମ୍ବା ସୁନ୍ଦରାକାଣ୍ତ ପାଠ କରନ୍ତୁ । ଓ ପୂରା ଶ୍ରଦ୍ଧାରେ ବଜରଙ୍ଗବାଲିଙ୍କ ପୂଜା ଅର୍ଚ୍ଚନା କରନ୍ତୁ ।

୪) ସିଂହ ରାଶି :

ସିଂହ ରାଶି ପାଇଁ ୩୧ ମାର୍ଚ୍ଚ ଠାରୁ ଶୁଭ ସମୟ ଆସିବ । ହନୁମାନଜୀଙ୍କ କୃପା ପାଇବାକୁ ହେଲେ ସଚ୍ଚା ମନରେ ବଜରଙ୍ଗବାଲିଙ୍କର ପୂଜା କରୁଥିବା ସମୟ “ଓଁ ହରଂ ହରାରି ହରିଶ୍ଚନ୍ଦ୍ର ହନୁମନ୍ତ ହଲୟୁଧମ” “ ବେ ସ୍ମେରେତୃତି ସଂକଟନାଶାନାମ୍” ମନ୍ତ୍ରର ଜପ କରନ୍ତୁ । ଏଥିରେ ଆପଣଙ୍କ ସବୁ ସଙ୍କଟ ଦୂର ହେବ । ବେପାର ଓ ଚାକିରି କ୍ଷେତ୍ରରେ ଲାଭ ମିଳିବ । ଓ ପରିବାରରେ ସମସ୍ତଙ୍କ ଠାରୁ ସ୍ନେହ ଭାବ ରହିବ ।

Leave a Reply

Your email address will not be published. Required fields are marked *