5 ଜାନୁୟାରୀ ୨୦୨୧ ବଡ ମଙ୍ଗଳବାର, ବାସ ଖାଲି ୧ ମୁଠା ଧନିଆରେ କରନ୍ତୁ ଏହି ଉପାୟ, ଦାରିଦ୍ର୍ୟତା ଭୁଲିଯିବ ଆପଣଙ୍କ ଘରର ରାସ୍ତା

ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ଦିନ ହୋଇଥାଏ । କରନ୍ତୁ ଏହି ଉପାୟ କେବେବି ଧନର କମି ହେବନି, ମା ଲକ୍ଷ୍ମୀଙ୍କୁ ଧନିଆ ବହୁତ ପସନ୍ଦ ହୋଇଥାଏ । ଶେଥି ପାଇଁ ସବୁ ଘରେ ଧନିଆ ରହିଥାଏ । ମା ଲକ୍ଷ୍ମୀକୁ ଆକର୍ଷିତ କରିଥାଏ ଏହି ଧନିଆ । ଖାଇବାର ସ୍ଵାଦ ବଢାଇବା ସହିତ ଆଉ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଧନିଆ କେବଳ ଭାଗ୍ୟ ବଦଳାଇ ନଥାଏ, ଏହା ଭାଗ୍ଯର ତାଲା ମଧ୍ୟ ଖୋଲିଥାଏ । ଧନିଆ ଦୟିବିକ ଗୁଣ ଓ ଅଦଭୁତ ଶକ୍ତି ଦ୍ଵାରା ଭରା ରହିଥାଏ ।


ଯଦି ଏହି ଉପାୟ ଶୁକ୍ରବାର ଦିନ କରିବେ ଜୀବନର ସବୁ ସମସ୍ଯା ଦୂର ହୋଇଥାଏ । ଯଦି ଆପଣଙ୍କୁ ଲାଗିବା ଜୀବନରେ ବହୁତ ଅସୁବିଧା ରହିଛି କି ଧନର ସମସ୍ଯା ରହିଛି । ତେବେ ଗୋଟିଏ ଛୋଟ ପ୍ରୟୋଗ କରନ୍ତୁ । ଗୋଟେ ମାଟିର ପାତ୍ର ନିଅନ୍ତୁ, ନୂଆ ଦୀପ ନେବେଏଥିରେ ଅଳ୍ପ ଧନିଆ  ଓ ଗୋଟେ ଟଙ୍କାର ସିକା ରଖିଦିଅନ୍ତୁ । ଅଳ୍ପ ପଣି ଦେଇ ଏହାକୁ ଲାଲ କପଡାରେ ଢାକି ଦିଅନ୍ତୁ । ଗୋଟିଏ ଦିନ ସେହି ପରି ରହିବାକୁ ଦିଅନ୍ତୁ । ତାପରଦିନ ସେହି ଦିନ ସେହି ଧନିଆକୁ ନେଇ ଯେଉଁଠି ମାଟି ଥିବ ସେଇଠି ପକାଇ ଦିଅନ୍ତୁ । ସେହି ସିକାକୁ ପୋଛି ଲାଲ କପଡାରେ ବାନ୍ଧି ରଖନ୍ତୁ ।


ଏହା ଦ୍ଵାରା ଧନର କମି ପୁରା ବର୍ଷ ହେବନି । ଯେତେ ପର୍ଯ୍ୟନ୍ତ ଏହି ସିକା ଆପଣଙ୍କ ପାଖରେ ସୁରକ୍ଷିତ ଥିବ ଧନର ଚିନ୍ତା କରିବା ଭୁଲି ଜାଆନ୍ତି । ଖାଲି ସେତିକି ନୁହେଁ ଏହା ମଧ୍ୟ କୁହାଯାଏ  ଯଦି ଆପଣଙ୍କ ପ୍ରେମ ହରାଇଛ କି ଆପଣଙ୍କ ସମ୍ପର୍କରେ ଦୂରତା ଆସିଛି । ଯଦି ଆପଣଙ୍କୁ ଲାଗୁଛି ମାଙ୍ଗଳିକ ଦୋଷ କାରଣରୁ ଏମିତି ହୋଇଥାଏ । ତେବେ ଗୋଟିଏ ଲାଲ କପଡାରେ ଅଳ୍ପ ଧନିଆ ବାନ୍ଧି ହନୁମାନଙ୍କ ଚରଣରେ ରଖୀ ଦିଅନ୍ତୁ । ତାପରେ ଭଗବାନଙ୍କ ପକାହରେ ପ୍ରାର୍ଥନା କରନ୍ତୁ ଆପଣଙ୍କ ହଜି ଯାଇଥିବା ପ୍ରେମ ମିଳିବ ।


ଜୀବନର ସମସ୍ତ ଅସୁବିଧାରୁ ବାହାରିବା ପାଇଁ ଏହି ଧନିଆ ଅଦଭୁତ ପ୍ରୟୋଗ କରିଥାଏ । ମା ଲକ୍ଷ୍ମୀଙ୍କ ଅଦିନା ହୋଇଥାଏ ଶୁକ୍ରବାର ଏହି ଧନିଆର ବିଶେଷ ପ୍ରୟୋଗ କରନ୍ତୁ । ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ଫୋଟୋ ଥିବ, ଲକ୍ଷ୍ମୀଙ୍କ ଆଗରେ ଗୋଟେ ଲାଲ ରଙ୍ଗର କପଡା ରଖନ୍ତୁ । ଏଥିରେ ଅଳ୍ପ ଧନିଆ ଓ ଗୋଟିଏ ସିକା ରଖନ୍ତୁ । ଏହାକୁ ମାଙ୍କ ଆଗରେ ରଖି ଲକ୍ଷ୍ମୀଙ୍କର କିଛିବି ମନ୍ତ୍ର ପଢନ୍ତୁ । ଓଙ ଶ୍ରୀ ଶ୍ରୀଙ୍ଗ ଶ୍ରୀୟାୟ ନମଃ , ଏହା ଅଦ୍ଭୁତ ଲାଭ ଦେଇଥାଏ । ତାପରେ ଏହାକୁ ବାନ୍ଧି ତାକୁ ସୁରକ୍ଷିତ ରଖୀ ଦିଅନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *