60 ବର୍ଷରେ ପ୍ରେମ କରି ଚତୁର୍ଥ ବିବାହ କଲେ Mahes Babuଙ୍କ ଭାଇ Naresh Babu, ଦେଖନ୍ତୁ Video

ନମସ୍କାର ଦର୍ଶକବନ୍ଧୁ , ସୂଚନା ଅନୁସାରେ ଆଜି ଆମ ଆଗକୁ ଆସିଛି ଏମିତି ଏକ ବାର୍ତ୍ତା ଯାହାକୁ ଶୁଣି ପରେ ଆପଣ ଭାବି ପାରିବେ ଯେ ବିବାହ ଏବଂ ପ୍ରେମ ପାଇଁ କୋଣସି ନିଦିଷ୍ଟ ବୟସ ରହିନଥାଏ । ପ୍ରେମ କରିବା ର କୋଣସି ବୟସ ରହିନଥାଏ ଏହା ଏକ ହଠାତ ପରିଣାମ ହୋଇଥାଏ । ଆମ ଦେଶରେ ପ୍ରେମ କୁ ପବିତ୍ର ମାନା ଯାଇଥାଏ ଏବଂ ବିବାହ କୁ ମଧ୍ୟ ସତ ଜନ୍ମର ପବିତ୍ର ବନ୍ଧନ ଭାବେ ମାନ ଯାଇଥାଏ ।

ପ୍ରେମ କଣ ବୟସ କୁ ଦେଖିନଥାଏ ଏବେ ଏହି ଧାରା ରେ ସାମିଲ ହୋଇଛନ୍ତି ସାଉଥ ଷ୍ଟାର ର ଭାଇ ତଥା ଅଭିନେତା ନରେଶ ବାବୁ ଷାଠିଏ ବର୍ଷ ବୟସରେ କରିଛନ୍ତି ବିବାହ । 44 ବୟସର ଅଭିନେତ୍ରୀ ପବିତ୍ରା ଲୋକେଶ କୁ କରୁଛନ୍ତି ବିବାହ । ଏହି ବିବାହ କୁ ବଡ ଭାବରେ ଣ କରି ମାତ୍ରା ନିକଟତର ବନ୍ଧୁମାନଙ୍କ ସାମ୍ନାରେ ହୋଇଥଲା ଏହି ବିବାହ । ଏହି ବିବାହ ର କିଛି ଚିତ୍ର ଜଳକ ଦେଖିବାକୁ ମିଳୁଛି ସୋସିଆଲ ମିଡିଆରେ ।

ଏହି ବିବାହ କୁ ନେଇ ବହୁତ ଜୋରରେ ଚର୍ଚା ରେ ଅଛନ୍ତି ଏହି ଦୁଇ ହି ଜଣ । କିନ୍ତୁ ଏହି ବିବାହ କରିବା ପୂବାରୁ ଅଭିନେତା ନରେଶ କରିଥିଲେ ତିନୋଟି ବିବାହ । ଏହି ବିବାହ ହେଉଛି ନରେଶଙ୍କର ଚର୍ତୁର୍ଥ ବିବାହ । ନରେଶଙ୍କର ପ୍ରଥମ ବିବାହ ସିନିୟର ଡାନ୍ସ ମାସ୍ଟର ଶ୍ରୀନୁଙ୍କର ଝିଅ ସହିତ ହୋଇଥିଲା ଏବଂ ଉଭୟଙ୍କର ପୁତ୍ର ସନ୍ତାନ ଟିଏ ମଧ୍ୟ ଅଛି ।

ଦ୍ଵିତୀୟ ବିବାହ ସେ ପ୍ରସିଦ ଗୀତା ସଙ୍ଗୀତ କାରଙ୍କ ନାତୁଣୀ ରେଖା ସୁପ୍ରିୟାଙ୍କୁ ବିବାହ କରିଥିଲେ ଏବଂ ଏହା ପରେ ସେ ନିଜ ଠାରୁ କୋଡିଏ ବର୍ଷ ସାନ ରମିୟା ରଗୁପତିଙ୍କୁ ପ୍ରେମ ବିବାହ କରିଥିଲେ । ନରେଶ ଏବଂ ରମ୍ୟାନକାର ଗୋଟିଏ ପୁଅ ଟିଏ ମଧ୍ୟ ଅଛି । କିନ୍ତୁ ଏହା ପରେ ମଧ୍ୟ ସେ ଅଭିନେତ୍ରୀ ପବିତ୍ରା କୁ ଆଉ ଠାରେ ପ୍ରେମ ବିବାହ କରିଛନ୍ତି । ତାଙ୍କ ତ୍ରିତୀୟା ପତ୍ନୀ ରାମ୍ଯା ତାଙ୍କୁ ଛାଡପତ୍ର ଦେବାକୁ ଜମା ଵ ଇଛା କରୁନାହାନ୍ତି ।

ସେ କହୁଛନ୍ତି ସେ ନରେଶ କୁ ବହୁତ ପ୍ରେମ କରୁଛନ୍ତି , ତେଣୁ ସେ ତାଙ୍କ ସହିତ ରହିବେ । ତେବେ ଦର୍ଶକ ବନ୍ଧୁ ଏହି ବିବାହ କୁ ନେଇ ଆପଣଙ୍କ ମତ କଣ ଆମକୁ ନିଶୀଥ କମେଣ୍ଟ କରି ଜଣାନ୍ତୁ । ଆମ ସହିତ ଯୋଡି ହୋଇ ରହିବାକୁ ଆମ ପେଜ କୁ ଲାଇକ ଶେୟାର କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *