କେଉଁ ପ୍ରଶ୍ନର ଉତ୍ତର ସବୁବେଳେ ବଦଳୁଥାଏ ? ଏହା ସହ ଆହୁରି 9 GK Questions & Answers

ଇନ୍ଟରଭିୟୁର ପ୍ରଶ୍ନ କାଫି ମୁସ୍କିଲ ଅଟେ ଓ ଦିମାଗ ଖରାପ ହୋଇଯାଏ । ସେଥିପାଇଁ ଆଇଏଏସରେ ଇନ୍ଟରଭିଉରେ ପଚରା ଯାଉଥିବା କିଛି ଏମିତି ପ୍ରଶ୍ନର ଜବାବ ନେଇକି ଆସିଛୁ ଯାହା ଟ୍ରିକି ହେବା ସହିତ ମଜାଦାର ମଧ୍ୟ ଅଟେ । ଏହାକୁ ଜାଣି ଆପଣ ମାନଙ୍କୁ ମଜା ଆସିବ ଓ ସୂଚନା ମଧ୍ୟ ମିଳିବ । ଏହି ଟ୍ରିକି ପ୍ରଶ୍ନ ଆପଣଙ୍କ ଦିମାଗର ଯାଞ୍ଚ ପାଇଁ ପଚରାଯାଏ ।

ତେବେ ଦେଖିବା ଏହା ଭିତରୁ ଆପଣ କେତୋଟିର ଉତ୍ତର ଠିକ ଭାବେ ଦେଇ ପାରୁଛନ୍ତି । ଆଜି ଆପଣଙ୍କ ପାଇଁ ପ୍ରଶ୍ନ, ପ୍ରଶ୍ନର ଉତ୍ତର ଯଦି ଜଣା ଅଛି କିମ୍ବା ବୁଝିପାରୁନଥିଲେ । ତେବେ କମେଣ୍ଟରେ କୁହନ୍ତୁ ।

Image Courtesy: Google

୧. ଜଣେ ବ୍ଯକ୍ତିର କେତେଗୋଟି ଜନ୍ମଦିନ ଆସିପାରେ ?

ଉତ୍ତର : ଗୋଟିଏ ।

୨. କେଉଁ ପ୍ରଶ୍ନର ଉତ୍ତର ସବୁବେଳେ ବଦଲୂଥାଏ ?

ଉତ୍ତର : ବର୍ତ୍ତମାନ ସମୟ କେତେ ?

୩. ତାହା କଣ ଯାହାକୁ ସକାଳେ ଦେଖିଲେ ସବୁଜ, ଖରାବେଳେ ଦେଖିଲେ କଳା, ସନ୍ଧ୍ୟାବେଳେ ଦେଖିଲେ ନୀଳ ଏବଂ ରାତିରେ ଦେଖିଲେ ଧଳା ଦେଖାଯାଏ ?

ଉତ୍ତର : ବିଲେଇର ଆଖି ।

Image Courtesy: Google

୪.  କେଉଁ ମାସରେ ଲୋକମାନେ ସବୁଠାରୁ କଣ ଶୋଅନ୍ତି ?

ଉତ୍ତର : ଫେବୃଆରି ।

୫. ଜନ୍ମ ହୁଏ ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇଘରେ ମୁଁ କିଏ ?

ଉତ୍ତର : ଲୁଣ ।

୬. ତାହା କଣ ଅଟେ ଯାହା ସ୍କୁଟରରେ ଅଛି କିନ୍ତୁ ସାଇକଲରେ ନାହିଁ ମୋଟର ଗାଡିରେ ଅଛି କିନ୍ତୁ ଶଗଡରେ ନାହିଁ ?

ଉତ୍ତର : ଇଞ୍ଜିନ

୭. କଅଁଳିଆ ସେ ଛୋଟ ପିଲାଟି,

ଗୁମ୍ଫା ଭିତରକୁ ଗଲା ଝପଟି,

ରାକ୍ଷସ ଶେଠୀ ଥିଲେ ବତିଶି

ପିଲାଟି ଶେଠୀ ହେଲା ଯେ ପେଶୀ

ରକତ ବହିଲା ଧାର ଧାର

କିଏ କହିବ ନାମ ତାର ?

ଉତ୍ତର : ପାନ

Image Courtesy: Google

୮. ଏମିତି ଏକ ନାମ କୁହ ଯାହାକୁ ଆମେ ଇଂରାଜୀ, ଗଣିତ ଏବଂ ଓଡିଆ ତିନୋଟି ଭାଷାକୁ ମିଶାଇ ଲେଖି ପାରିବା ?

ଉତ୍ତର: b୯ଦ

୯. ମୃତ୍ୟୁ ପରେ ଯିଏ ଠିଆ ହୋଇପାରେ ସେ କିଏ ?

ଉତ୍ତର : ଗଛ ।

୧୦. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

ସୂର୍ଯ୍ୟଙ୍କ ଠାରୁ ଅଧିକ ଗରମ ……… ନାହିଁ ।

ବାଦଶାହକୁ ……… ଦରକାର ନାହିଁ ।

ଭିକାରି ପାଖରେ ……… ନାହିଁ ।

ଯିଏ …………ନ ଖାଇବ ସେ ମରିଯିବ ?

ଉତ୍ତର : କିଛି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *