TV ର ଏହି କଳାକାର ହଟାତ ହୋଇଗଲେ Television ଦୁନିଆରୁ ଗାୟବ

ଅଭିନୟ ଦୁନିଆ ଏମିତି ଗୋଟେ ଦୁନିଆ ଯେଉଁଠାରେ ଲୋକଙ୍କୁ ତାଙ୍କ ଅଭିନୟ ଦ୍ଵାରା ଦର୍ଶକ ଜାଣିଥାନ୍ତି । ତେବେ ଯାହା ପାଖରେ କାମ ନାହିଁ ତାକୁ ଲୋକ ଜାଣି ନାହାନ୍ତି । ଅଭିନୟ ଦୁନିଆରେ ଏମିତି ବହୁତ କଳାକାର ଆସିଥିଲେ ଯିଏ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ ବେଶ ଭଲ ଭାବରେ କିଣି ପାରିଥିଲେ କିନ୍ତୁ ନିଜ ସଟାଟପ ମେଣ୍ଟେନ କରି ପାରିଲେ ନାହିଁ ଯାହା ଦ୍ଵାରା ଦର୍ଶକ ମାନେ ତାଙ୍କୁ ଭଳି ଗଲେ ଓ ଏହି ଅଭିନେତା ଅଭିନେତ୍ରୀ ଆଉ କାମ ମଧ୍ୟ କଲେ ନାହିଁ ।

ଆଜି ଆମେ ଏମିତି ହିଁ ଫେମସ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବହୁତ ଭଲ କାମ କରିଥିଲେ କିନ୍ତୁ ହଟାତ ଗାୟବ ହୋଇଯାଇଥିଲେ ।

Image Courtesy: Google

୧. ରାଗିନୀ ଖନ୍ନା :

ରାଗିନି ଖନ୍ନା ବହୁତ ସିରିଏଲରେ ଅଭିନୟ କରିଛନ୍ତି କିନ୍ତୁ ସବୁଠାରୁ ଫେମସ ତାଙ୍କ ” ସସୁରାଲ ଗେନ୍ଦା ଫୁଲ” ସିରିଏଲ ହୋଇଥିଲା କିନ୍ତୁ ତା ପରେ ରାଗିଣୀ ଅଭିନୟ ଦୁନିଆରୁ ଯେମିତି ଗାୟବ ହୋଇଯାଇଛନ୍ତି ।

୨. ଅନସ ରାଶିଦ :

ଷ୍ଟାର ପ୍ଲସ ସବୁଠାରୁ ପ୍ରସିଦ୍ଧ ସିରିଏଲ ଦିଆ ଅର ବାତି ହମ” ରେ ଅନସ ରାଶିଦ ମୁଖ୍ୟ ଅଭିନେତା ଅଭିନୟ କରିଥିଲେ ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ପସନ୍ଦ ମଧ୍ୟ ଆସିଥିଲା କିନ୍ତୁ ଏହି ସିରିଏଲ ପରେ ଅନାଶ ଅଭିନୟ ଦୁନିଆରୁ ଯେମିତି ଗାୟବ ହୋଇଗଲେ ।

Image Courtesy: Google

୩. ରାଜଶ୍ରୀ :

ରାଜଶ୍ରୀଙ୍କୁ ଆପାନ ମାନେ “ସୁହାନି ସି ଏକ ଲଡକି” ରେ କାମ କରୁଥିବାର ପାଇଥିବେ ତେବେ ଏହି ସିରିଏଲରେ ରାଜଶ୍ରୀ ବହୁତ ଭଲ ଅଭିନୟ କରିଥିଲେ କିନ୍ତୁ ଏହା ପରେ ସେ ଅଭିନୟ କରିବା ଛାଡି ଦେଲେ ।

୪. ଜିଆ ମାନିକ :

ଆପଣ ମାନେ ଜିଆ ମାନିକକୁ “ଶାଠ ନିଭାବାନା ସାଥିଆ” ସିରିଏଲରେ କାମ କରିଥିବେ ଏହା ପରେ ସେ ନଚ ବଲିଏ, ଜିମି ଏଣ୍ଡ ଯୁଯୁ ଏହି ଭଳି ସିରିଏଲରେ ଅଭିନୟ କରୁଥିବାର ଦେଖିଥିବେ କିନ୍ତୁ ଏହା ପରେ ସେ ଅଭିନୟ ଦୁନିଆରେ ଆଉ ଦେଖା ଯାଉ ନାହାନ୍ତି ।

Image Courtesy: Google

୫. କରନ :

କରନଙ୍କୁ ଆପଣ ମାନେ “ୟେ ଋସ୍ତା କ୍ଯା କେହଲାତା ହେ” ରେ କାମ କରିଥିଲେ ଏହା ଛଡା ବିଗ ବସରେ ତାଙ୍କୁ ଅନ୍ତିମ ଥର ଦେଖା ଯାଇଥିଲା । ଏହା ପରେ ସେ ଅଭିନୟ ଦୁନିଆରୁ ଗାୟବ ହେଇଯାଇଛନ୍ତି ।

୬. ରୁଚା :

ରୁଚାକୁ ଆପଣ ମାନେ “ସାଥ ନିଭାନା ସାଥିଆ” ସିରିଏଲରେ ରାଶି ଭାବରେ ଅଭିନୟ କରୁଥିବାର ଦେଖିଥିବେ ବର୍ତମାନ ରୁଚା ବିବାହ କରି ନିଜ ସ୍ଵାମୀ ସହ ବିଦେଶରେ ସେଟଲ ଅଛନ୍ତି ଓ ଅଭିନୟ ଦୁନିଆରୁ ଦୂରେଇ ଯାଇଛନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *