କୁମ୍ଭ ରାଶି 2023: ବଦଳିଯିବ ଜୀବନ, ବାସ କରନ୍ତୁ ଏହ 5ଟି ମହାଉପାୟ… Astrology

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କୁମ୍ଭ ରାଶିର ବ୍ୟକ୍ତି ଜୀବନରେ ସଫଳତା ହେବା ପାଇଁ କେଉଁ ଉପାୟ କରିବେ । କଣ ରହିଛି ଏମାନଙ୍କର ଦୁର୍ବଳତା ସେହି ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ । କୁମ୍ଭ ରାଶିର ବ୍ୟକ୍ତିଙ୍କର ସବୁ କିଛି ବିଶେଷ ହୋଇଥାଏ ଯାହା ଶାସ୍ତ୍ରରେ କୁହା ଯାଇଛି । ଏମାନେ ନିଜ ଜୀବନକୁ କଣ୍ଟ୍ରୋଲ କରିଥାନ୍ତି । ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି କିନ୍ତୁ ଶନିଙ୍କର ରାଶି ହୋଇଥିବାରୁ ଏମାନେ ପ୍ରାୟତ କର୍ମ ପ୍ରଦାନ ହୋଇଥାନ୍ତି । କୁମ୍ଭ ରାଶିର ଲୋକେ କେବେ ଆଳସ୍ୟ ସ୍ଵଭାବର ହୋଇଥାନ୍ତି ଯାହା ପାଇଁ ଅନେକ ସୁଯୋଗ ହରାଇଥାନ୍ତି ।

ତେଣୁ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ନଚେତ ବହୁତ ଅସୁବିଧାରେ ପଡିପାରନ୍ତି । ଆପଣ ଧନ ପ୍ରତି କେୟାର କରନ୍ତି ନାହି । ଯଦି କାମ ଚାଲିଯାଏ ତେବେ ସେଭିଙ୍ଗ ବିଷୟରେ ଚିନ୍ତା କରିବେ ନାହି । ଏହା କିନ୍ତୁ ଠିକ ନୁହେଁ । ଆପଣଙ୍କର ରାଶିଗତ ସ୍ଵଭାବ ହେଲେ ମଧ୍ୟ ଆପଣ ଏହାକୁ ବଦଳାଇ ପାରିବେ । କୁମ୍ଭ ରାଶିର ବ୍ୟକ୍ତି କେବେ କେବେ ନିଶା ଦ୍ରବ୍ଯର ଶିକାର ହୋଇଥାନ୍ତି । କିନ୍ତୁ ସବୁ କୁମ୍ଭ ରାଶିର ବ୍ୟକ୍ତି ଏମିତି ହୋଇ ନ ଥାନ୍ତି । କେବେ କେବେ କାର୍ଯ୍ୟ ଘୁଞ୍ଚାଇବାର ଆଭାସ ରହିଥାଏ । ପ୍ରାୟତ ଏହି କାରଣରୁ ଏମାନେ ଫସି ଯାଇଥାନ୍ତି ।

ସେଥିପାଇଁ ଭଲ ମିତ୍ର ଓ ଜୀବନ ସାଥି ଏମାନଙ୍କ ପାଖରେ ନ ଥାନ୍ତି । ଏମାନେ ଅନେକ ସମୟରେ ଠକାମିର ଶିକାର ହୋଇଥାନ୍ତି । ତେଣୁ କର୍ମ ପ୍ରଧାନ ହୋଇ ନିଜ ଉପରେ ଭରସା କରନ୍ତୁ । ତେବେ ସଫଳତା ଆପଣଙ୍କୁ ଦିନେ ବା ଦିନେ ନିଶ୍ଚୟ ପ୍ରାପ୍ତ ହେବ । ତେଣୁ ଭଲ କର୍ମ କରନ୍ତୁ । କୁମ୍ଭ ରାଶିର ବ୍ୟକ୍ତି ସବୁ କିଛି ନିଜ ପାଖରେ ରଖିବା ପାଇଁ ଶୁକ୍ରଙ୍କୁ ପ୍ରସନ୍ନ କରିବାକୁ ପଡିବ । ଏଥିପାଇଁ ସକାଳୁ ଜଲ୍ଦି ଉଠିବା ସହ ସପ୍ତାହକୁ ଥରେ ଉପବାସ କରନ୍ତୁ । ଉପବାସ ଯେଉଁ ଦିନ ବି ରଖିପାରିବେ । କୁମ୍ଭ ରାଶିର ବ୍ୟକ୍ତି ଦେବଗୁରୁ ବୃହସ୍ପତିଙ୍କୁ ମନେଇବାକୁ ହେଲେ ସକାଳୁ ଜଲ୍ଦି ଉଠି ସ୍ନାନ କରି ମଥାରେ କେସର ର ତିଳକ ଲଗାନ୍ତୁ ।

କେସର ରେ ଗଙ୍ଗା ଜଳ ମିଶାଇ ମଥାରେ ଧାରଣ କରନ୍ତୁ । କିନ୍ତୁ ଏହାକୁ ବନ୍ଦ କରିବେ ନାହି । ଏହା କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ଅଟେ । ଯଦି ସମ୍ଭବ ହୁଏ ଗୁରୁବାର ଦିନ ହଳଦିଆ ରଙ୍ଗର କିଛି ଦାନ କରନ୍ତୁ । ଯେମିତି କଦଳୀ, ହଳଦିଆ ବସ୍ତ୍ର ଦାନ କରି ପାରିବେ । କୌଣସି ମନ୍ଦିର ବା କାହାକୁ ଦାନ କରି ପାରିବେ । ଏପରି କରିଲେ ଶୁଭ ଫଳ ମିଳିବ । ଯଦି ଆପଣ ରୁଣ ର ବୋଝରେ ଛାପି ହୋଇ ରହିଛନ୍ତି ତେବେ ଏପରି ସ୍ଥଳେ ସବୁ ଦିନ ଗଙ୍ଗା ଜଳ ଶିବଲିଙ୍ଗ ଉପରେ ଅରପଣ କରନ୍ତୁ ।

ଏହା ସହ ଧଳା ରୁମାଲ ସହ ଅକ୍ଷତ କୁ ବାନ୍ଧି ପୂଜା ସ୍ଥାନରେ ରଖନ୍ତୁ । ଏହି ସବୁ ଉପାୟ କରିଲେ ଜୀବନରେ ନିଶ୍ଚୟ ସଫଳତା ପ୍ରାପ୍ତ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *