ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଆମ ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ଆମ ରାଜ୍ୟ ତଥା ଦେଶ ବାସୀ ଙ୍କ ପାଇଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ଯାହାକୁ ନେଇ ସାଧାରଣରେ ଖୁବ ଚର୍ଚ୍ଚା ହେଉଥାଏ । ନବୀନ ପଟ୍ଟନାୟକ ରାଜ୍ୟର ଉନ୍ନତି ପାଇଁ ଅନେକ ଯୋଜନା ମଧ୍ୟ ଲାଗୁ କରିଛନ୍ତି ।
ତେବେ ଗତ କିଛି ସମୟ ହେବ ନବୀନ ପଟ୍ଟନାୟକ ଙ୍କୁ ନେଇ ନେଇ ବଡ ଖବର ଆସିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ସୂଚନା ଅନୁଯାୟୀ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ରେ ଐତିହାସିକ ଡାକୋଟା ବିମାନ ମଙ୍ଗଳବାର କୋଲକାତା ରୁ ବାହାରୁ ଥିବା 3ଟି ବଡ ଟ୍ରେଲର ଗତ କାଲି ଭୁବନେଶ୍ଵର ବିମାନ ବନଦାର ରେ ପହଞ୍ଚି ଥିଲା ।
ଡାକୋଟା ପହଞ୍ଚିବା ପରେ ଏହାକୁ ସ୍ଵାଗତ କରିବାକୁ ବିମାନ ବନ୍ଦର ରେ ପହଞ୍ଚି ଥିଲେ ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ମନ୍ତ୍ରୀ କିଛି ସମୟ ଧରି ଏହି ଐତିହାସିକ ବିମାନ କୁ ଅନୁସନ୍ଧାନ କରିବା ସହ ନିଜ ବାପାଙ୍କ ସ୍ମୃତି ଚରଣ କରିଥିଲେ । ଡାକୋଟା ସହ ଯୋଡି ହୋଇ ରହିଥିବା ଐତିହାସିକ ଘଟଣା ମନେ ପକାଇ ଥିଲେ ନବୀନ ପଟ୍ଟନାୟକ ।
ସେହି ଭଳି ଡାକୋଟା ବିମାନ ଆସିବା ପୂର୍ବରୁ ଏହାକୁ ସ୍ଵାଗତ କରିବା ଲାଗି ବିମାନ ବନଦାର ରେ ଅନ୍ୟ ନେତା ମାନଙ୍କ ମଧ୍ୟ ଭିଡ ପରିଲକ୍ଷିତ ଅଇଥିଲା । ଓଡିଶା ଇତିହାସ ସହ ଜଡିତ ତଥା କଳିଙ୍ଗ ପୁତ୍ର ଇଜୁ ପଟ୍ଟନାୟକ ଙ୍କ ଅତି ପ୍ରିୟ ଡାକୋଟା ବିମାନ କୁ ଓଡିଶା କୁ ଫେରାଇ ଆଣିବାକୁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିଲା । ଯାହା ଆଜି ଫେରି ଆସିଛି ।
ବିମାନ ଟି ଫେରି ଆସିବା ପରେ ନବୀନ ପଟ୍ଟନାୟକ ବେସ ଖୁସି ଥିବାର ନଜର ଆସୁଛନ୍ତି । ସେ ବିଜୁ ପଟ୍ଟନାୟକ ବିଷୟରେ ଅନେକ କଥା କହିଛନ୍ତି ଯାହାକୁ ସାଧାରଣରେ ଚର୍ଚ୍ଚା କରା ଯାଉଛି । ଆଉ ଗଣ ମାଧ୍ୟମରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।