ଗାଡି ଉପରେ କୁକୁର ମୁତିଲେ କେଉଁ ସଙ୍କେତ ମିଳିଥାଏ ? ଏହା ସହ ଆହୁରି 15+ Anuchinta

ବନ୍ଧୁଗଣ ଜାଣି ରଖନ୍ତୁ ଆଜିର କିଛି ଅନୁଚିନ୍ତା ବିଷୟରେ । ୧- ଘର ପାଖରେ ବିଲେଇ ଉଚ୍ଚ ସ୍ଵରରେ କାନ୍ଦୁଥାଏ ତେବେ ଆଗାମୀ ଦିନରେ କୌଣସି ଦୁଖଦାୟକ ଘଟଣା ଘଟିବାର ସଂକେତ ହୋଇଥାଏ ।

୨- ଘରେ ଠାକୁରଙ୍କ ଆରତୀ କରିବା ସମୟରେ ଅଚାନକ ବିନା କାରଣରେ ଦୀପ ଲିଭିଯାଏ ତେବେ ଅଶୁଭ ହେବା ସହ ଆଗାମୀ ଦିନରେ ଖରାପ ସମୟ ଆସିବାର ସଂକେତ ହୋଇଥାଏ ।

୩- ଘରେ କାଚ ଜିନିଷ ବାରମ୍ବାର ଭାଙ୍ଗେ ତେବେ ଅଶୁଭ ହୋଇଥାଏ ଓ ଦୁଖଦାୟକ ଘଟଣା ଘଟିବା ସହ ପରିବାର ଲୋକଙ୍କ ମଧ୍ୟରେ ମନାନ୍ତର ଦେଖାଯାଏ ।

୪- ଯଦି ସୁନା ଜିନିଷ ହଜିଯାଏ ଓ ଯେତେ ଖୋଜିଲା ପରେ ବି ମିଳେ ନାହିଁ ତେବେ ଅଶୁଭ ହେବା ସହ ଆଗାମୀ ଦିନରେ ସମସ୍ଯା ଆସିବାର ସଂକେତ ହୋଇଥାଏ ।

୫- ଘରକୁ କୌଣସି ଦିନ ଚେମେଣି ଚଢେଇ ପ୍ରବେଶ କରେ କିମ୍ବା କୌଣସି ଲୋକଙ୍କ ମୁଣ୍ଡ ଉପରେ ବୁଲିଯାଏ ତେବେ ଅଶୁଭ ହେବା ସହ ଆଗାମୀ ଦିନରେ ବ୍ଲଡ଼ ସମସ୍ଯା ହେବାର ସଂକେତ ହୋଇଥାଏ ।

୬- ଘରେ ଲାଗିଥିବା ତୁଳସୀ ଗଛ ଅଚାନକ ଶୁଖିଯାଏ ବା ଝାଉଁଳିଯାଏ ଅଶୁଭ ହେବା ସହ ଖରାପ ସମୟ ଆସିବାର ସଂକେତ ହୋଇଥାଏ ।

୭- ଘରେ ଲାଗିଥିବା ତୁଳସୀ ଗଛରେ ଯଦି ତୁଳସୀ ମଞ୍ଜି ଶୁଖିଯାଏ ତେବେ ତୁରନ୍ତ ତାହା ଅଲଗା କରିଦେବା ଉଚିତ ଓ ଏହା ଶୁଭପ୍ରଦ ହୋଇଥାଏ । ନଚେତ ଘରର ମୁଖ୍ୟ ଲୋକଙ୍କ ଉପରେ ବିପଦ ଆସିଥାଏ ।

୮- ଯଦି କୌଣସି ଦିନ ଘୋଡା ଦେଖନ୍ତୁ ଓ ଘୋଡାର ମୁଣ୍ଡରେ ଆପଣଙ୍କ ନଜର ପ୍ରଥମେ ପଡେ ତେବେ ଶୁଭ ହେବା ସହ ଜୀବନରେ ଉନ୍ନତି ହେବାର ସଂକେତ ଦେଇଥାଏ ।

୯- ଘରକୁ ଗୁଣ୍ଡୁଚି ମୂଷା ଆସେ ବା ଘର ପାଖରେ ଗୁଣ୍ଡୁଚି ମୂଷା ଦେଖାଜେ ତେବେ ସନ୍ତାନ ପ୍ରାପ୍ତି ହେବା ସହ ଘରେ ଖୁଶିର ପରିବେଶ ସୃଷ୍ଟି ହେବାର ସଂକେତ ହୋଇଥାଏ ।

୧୦- ରାତିରେ କୁକୁର ଚନ୍ଦ୍ରଙ୍କ ଆଡକୁ ଚାହିଁ ଭୋକିଲେ ଅଶୁଭ ହେବା ସହ ଖରାପ ହେବାର ସଂକେତ ହୋଇଥାଏ । କୌଣସି ଦିନ ମାଟିଆ ରଙ୍ଗର ମୂଷା ଦେଖନ୍ତୁ ଅଶୁଭ ହୋଇଥାଏ ।

୧୧- ଘରେ ବା ଘର ପାଖରେ ରହୁଥିବା ବୋଲେଇ ଅଚାନକ ଆଗ ଛାଡି ପଳାଏ ତେବେ ଘରକୁ ଜଲ୍ଦି ବଡ ସମସ୍ଯା ଆସିବାର ସଂକେତ ହୋଇଥାଏ ।

୧୨- କୌଣସି ସ୍ଥାନକୁ ଯାଉଥିବା ସମୟରେ କୁକୁର ଆପଣଙ୍କ ପଛରୁ ପିନ୍ଧିଥିବା ବସ୍ତ୍ରକୁ ମୁହଁରେ ଟାଣେ ତେବେ ଅଶୁଭ ହେବା ସହ ଧନହାନି ହେବାର ସଂକେତ ହୋଇଥାଏ ।

୧୩- କାର୍ଯ୍ୟରେ ଯାଉଥିବା ସମୟରେ କୁଲୁର ମଳ ବା ମୁତ୍ର ତ୍ୟାଗ କରେ ତେବେ ଅଶୁଭ ହେବା ସହ ଯାତ୍ରାରେ ବିଘ୍ନ ଆସିବା ସହ କାର୍ଯ୍ୟରେ ଅସଫଳତା ହେବାର ସଂକେତ ହୋଇଥାଏ ।

୧୪- କୌଣସି ଦିନ ଘର ଆଗରେ କୁକୁର ମଈଥୁନ କରନ୍ତି ତେବେ ଶୁଭ ହେବା ସହ ଘରକୁ ଧନ ପ୍ରାପ୍ତି ହେବାର ସୂଚନା ମିଳିଥାଏ ।

୧୫- ଯଦି କୌଣସି କୁକୁର ଆପଣଙ୍କ ଗାଡି ଉପରକୁ ଗୋଡ ଉଠାଇ ମୁତ୍ର କରେ ତେବେ ଧନ ଲାଭ ହେବାର ସଂକେତ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *