ଆଜି ପର୍ଯ୍ୟନ୍ତ ଆପଣ ଧନୀ ହେବା ପାଇଁ ବହୁତ ପ୍ରାକାର ଉପାୟ କରି ଥିବେ, କିନ୍ତୁ ଆଜି ଯେଉଁ ଉପାୟ ଆମେ ଆପଣଙ୍କୁ କହିବୁ ,ତାହା ବହୁତ ଶସ୍ତା ଏବଂ ସହଜ ଉପାୟ ଅଟେ । ଏହି ଉପାୟକୁ ଆପଣ ସହଜରେ କେବେ ଏବଂ କୌଠି ବି କରିପାରିବେ । ଏହା ଏଥିପାଇଁ କି ଏହି ଉପାୟରେ କେବଳ ଗୋଟିଏ ଗୁଜୁରାତି ହିଁ ଦରକାର ହେବ । ଏବେ ଗୁଜୁରାତି ସମସ୍ତଙ୍କ ଘରେ ଅଛି ।
ତାହେଲେ ଡେରି କଣ ପାଇଁ, ଗୁଜୁରାତିର ଏହି ଉପାୟ ଆପଣାନ୍ତୁ ଏବଂ ଧନୀ ହୁଅନ୍ତୁ ।
ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି, ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି, ଆପଣଙ୍କୁ ପରିଶ୍ରମ କରିବା ସହିତ ଅନ୍ୟ ପ୍ରକାର ପ୍ରୟାସ କରିବାକୁ ହେବ । ଯଦି ଆପଣଙ୍କୁ ପରିଶ୍ରମର ଫଳ ମିଳିପାରୁ ନାହିଁ ତାହେଲେ ଆପଣ ବାସ୍ତୁ ଶାସ୍ତ୍ରରେ କୁହାଯାଇଥିବା ଉପାୟକୁ ଆପଣାଇ ନିଜର ମନ ଚାହୁଁ ଥିବା ଫଳ ପାଆନ୍ତୁ ।
ଏହାଛଡା ଯଦି ଏହି ଉପାୟକୁ ଆପଣ ଭୁଲ କାମରେ ବ୍ୟବହାର କରିବେ ,ତାହେଲେ ଆପଣଙ୍କୁ ଏହାର ଖରାପ ପରିଣାମ ଭୋଗିବାକୁ ପଡିବ । ଯଦି ଆପଣ ଏହି ଉପାୟକୁ ପୁରା ଆସ୍ଥା ଏବଂ ବିନା କୌଣସି ଭୁଲ କାମ ପାଇଁ କରିବେ ତାହେଲେ ଆପଣଙ୍କୁ ଶୁଭ ଫଳ ମିଳିବ । ଚାଲନ୍ତୁ ଜାଣିବା ଗୁଜୁରାତିର ଏହି ଚମତ୍କାର ଉପାୟ ବିଷୟରେ ।
ଏହି ଉପାୟ ଅନୁସାରେ ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ,ବା ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛନ୍ତି ତାହେଲେ ଆପଣ ଆପଣଙ୍କ ପର୍ସରେ ସବୁବେଳେ ୫ଟି ଗୁଜୁରାତି ରଖନ୍ତୁ । ଏହା କଲେ ମାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ପର୍ସରେ ଧନ ବଢିଥାଏ । ଏଥିପାଇଁ ଆପଣଙ୍କ ପର୍ସରେ ପଇସା ସବୁବେଳ ପାଇ ରହିବ ଏବଂ ଆପଣଙ୍କୁ କୌଣସି ଆର୍ଥିକ ସ୍ଥିତିର ସାମ୍ନା କରିବାକୁ ପଡିବ ନାହିଁ ।
ଏହାଛଡା ଯଦି ଆପଣ ଏକ ସୁନ୍ଦର ଜୀବନସାଥି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରତି ଗୁରୁବାର ଦିନ ସକାଳୁ ୫ଟି ଗୁଜୁରାତି ସହିତ କମଳା ରଙ୍ଗର ବସ୍ତ୍ର ନେଇ କୌଣସି ଗରିବଙ୍କୁ ଦାନ କରନ୍ତୁ । ଏହାଦ୍ଵାରା ଆପଣଙ୍କୁ ସୁନ୍ଦର ଜୀବନସାଥୀ ଟିଏ ମିଳିବ । ଏହି କଥାର ବିଶେଷ ଧ୍ୟାନ ରଖିବେ କି ଯେତବେଳେ ଆପଣ ଏହି ଉପାୟ କରିବେ ସେତବେଳେ ଆପଣଙ୍କ ମନରେ କିଛି ଖରାପ ଭାବନା ରଖିବେ ନାହିଁ । ଏହା କଲେ ଆପଣଙ୍କୁ ଏହାର ଓଲଟା ଫଳ ମିଳିବ ।
ଏହାଛଡା ଯଦି ଆପଣ ଆପଣଙ୍କର ଘରର ସୁଖ ସମବୃଦ୍ଧି ଚାହୁଁଛନ୍ତି ତାହେଲେ ପ୍ରତିଦିନ ରାତିରେ ଏକ ସବୁଜ କପଡାରେ ଗୋଟେ ଗୁଜୁରାତିକୁ ବାନ୍ଧି ତକିଆ ତଳେ ରାଖୀ ଶୋଇପଡନ୍ତୁ ଏବଂ ସକାଳୁ ଉଠି ତାକୁ କୋଣସି ବାହାର ଲୋକନଙ୍କୁ ଦେଇଦିଅନ୍ତୁ । ଏହା କଲେ ଘରର ସୁଖ ସହିତ ଧନର ବର୍ଷା ବି ହୋଇଥାଏ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଘର ଧନରେ ଭରିଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।