ଏହି ଦୁନିଆ ବହୁତ ବଡ ଅଟେ ଏବଂ ଏଠାରେ ବିଭିନ୍ନ ପ୍ରକାର ଲୋକ ରହିଥାନ୍ତି ଏବଂ ସେହି ସବୁ ଲୋକଙ୍କର କୌଣସି ନା କୌଣସି ପ୍ରକାର କିଛି ନା କିଛି ସମ୍ପର୍କ ଥାଏ ସେତବେଳେ ଆମେ ସମସ୍ତେ ଏକ ପ୍ରକାର କହିଥାଉ । ଆମ ଘର ପରିବାରରେ ବି କେତେକ ଲୋକ ଥାନ୍ତି କେବେ ଏକା ସହିତ ତ ଆଉ କେବେ ଅଲଗା ଜାଗାରେ ରୁହନ୍ତି କିନ୍ତୁ ସମସ୍ତେ ଜଣେ ଅନ୍ୟ ଜଣଙ୍କ ସହିତ ଯୋଡି ହୋଇଥାନ୍ତି ,ଏହି ଯୋଡି ହେବାକୁ ସମ୍ପର୍କ କୁହାଯାଏ । କୁହାଯାଏ କି ସମ୍ପର୍କର ଗଛକୁ ଯଦି ଭଲପାଇବା ଏବଂ ଯତ୍ନ ରୂପକ ଖାଦ୍ୟ ପାନୀୟ ଦିଆଯାଇ ନଥାଏ ତାହେଲେ ତାକୁ ଭାଙ୍ଗିବା ପାଇଁ ଅଧିକ ସମୟ ଲାଗିନଥାଏ ।
ସାଧାରଣ ଭାବରେ ସବୁବେଳେ ଦେଖିବାକୁ ମିଳିଥାଏ କି ଲୋକ ନିଜର ସଂପର୍କକୁ ନେଇ ବହୁତ ଅଧିକ ଲାପରବା ହୋଇଥାନ୍ତି ଯାହାଦ୍ଵାରା ତାଙ୍କ ସମ୍ପର୍କ ଭାଙ୍ଗି ଯାଇଥାଏ ।
ଆଜି ଆମେ ଆପଣଙ୍କୁ କିଛି ଏମିତି କଥା କହିବାକୁ ଯାଉଛୁ ଯାହାକୁ କରିବା ଉଚିତ ନୁହେଁ କାରଣ ଏହା କଲେ ଆମ ସମ୍ପର୍କ ଉପରେ ଅଧିକ ନକରାତ୍ମକ ପ୍ରଭାବ ପଡିଥାଏ । ଆପଣ ସବୁବେଳ ଦେଖୁଥିବେ କି ସମସ୍ତଙ୍କ ମନରେ ନିଜର ଜୀବନସାଥୀ ଙ୍କୁ ନେଇ ଏକ ଅଲଗା ପ୍ରକାର କଳ୍ପନା ରହିଥାଏ ଏବଂ ବହୁତ ଲୋକ ନିଜ ପାର୍ଟନରଙ୍କୁ ସେହି ସତରେ ପକାଇବାକୁ ପ୍ରସାୟ କରିଥାନ୍ତି ,କିନ୍ତୁ ଆପଣ ଏମିତି କରନ୍ତୁ ନାହିଁ ।
ଏମିତି କରିବା ଦ୍ଵାରା ଆପଣଙ୍କ ସମ୍ପର୍କ ଭାଙ୍ଗି ଯାଇଥାଏ । କୁହାଯାଇଛି କି ଭଲପାଇବାର ସମ୍ପର୍କରେ କେବେ ବି ନିଜର ଗର୍ବକୁ ଟିକେବି ଜାଗା ଦିଅନ୍ତୁ ନାହିଁ ,କାରଣ ଏମିତି କଲେ ଆପଣଙ୍କ ସମ୍ପର୍କ ଧୀରେ ଧୀରେ କମଜୋର ହେବାକୁ ଲାଗିଥାଏ ଏବଂ ଗୋଟେ ଦିନ ଏହା ଭାଙ୍ଗି ଯାଇଥାଏ ।
ଯଦି ଆପଣଙ୍କର ଜୀବନସାଥୀ କୌଣସି କାରଣରୁ ଝଗଡା ହେବା ପରେ ବି ଆପଣଙ୍କୁ ବୁଝାଉଛି ତାହେଲେ ଭଲ ହେବ କି ଏହାକୁ ଅଧିକ ବଢାଇବା ଦ୍ଵାରା ଘଟଣାକୁ ଶେଷ କରିଦିଅନ୍ତୁ । ଆପଣ ଏହାବି କେତେ ଥର ଭାବିଥିବେ କି ସେ ହିଁ ଆପଣଙ୍କୁ ପ୍ରଥମେ ଫୋନ କରିବେ ,ସବୁ ଝଗଡା ପରେ ବି ଆସି ଆପଣଙ୍କୁ କ୍ଷମା ମାଗିବେ ତାହେଲେ ଏହା ଭୁଲ ନୁହେଁ । ଯଦି ଆପଣ ଆପଣଙ୍କର ସମ୍ପର୍କକୁ ମଝବୁତ ରଖିବାକୁ ଚାହୁଁଛନ୍ତି ତାହେଲ ଦୁଇଜଣଙ୍କ ପଟରୁ ଏହା ହେବା ଆବଶ୍ୟକ ।