ଆପଣ ବି ଚାହୁଁଛନ୍ତି କି ଆପଣଙ୍କ ସମ୍ପର୍କ ରହୁ ଭଲରେ ବୋଲି ତାହେଲେ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଏହି ଦୁନିଆ ବହୁତ ବଡ ଅଟେ ଏବଂ ଏଠାରେ ବିଭିନ୍ନ ପ୍ରକାର ଲୋକ ରହିଥାନ୍ତି ଏବଂ ସେହି ସବୁ ଲୋକଙ୍କର କୌଣସି ନା କୌଣସି ପ୍ରକାର କିଛି ନା କିଛି ସମ୍ପର୍କ ଥାଏ ସେତବେଳେ ଆମେ ସମସ୍ତେ ଏକ ପ୍ରକାର କହିଥାଉ । ଆମ ଘର ପରିବାରରେ ବି କେତେକ ଲୋକ ଥାନ୍ତି କେବେ ଏକା ସହିତ ତ ଆଉ କେବେ ଅଲଗା ଜାଗାରେ ରୁହନ୍ତି କିନ୍ତୁ ସମସ୍ତେ ଜଣେ ଅନ୍ୟ ଜଣଙ୍କ ସହିତ ଯୋଡି ହୋଇଥାନ୍ତି ,ଏହି ଯୋଡି ହେବାକୁ ସମ୍ପର୍କ କୁହାଯାଏ । କୁହାଯାଏ କି ସମ୍ପର୍କର ଗଛକୁ ଯଦି ଭଲପାଇବା ଏବଂ ଯତ୍ନ ରୂପକ ଖାଦ୍ୟ ପାନୀୟ ଦିଆଯାଇ ନଥାଏ ତାହେଲେ ତାକୁ ଭାଙ୍ଗିବା ପାଇଁ ଅଧିକ ସମୟ ଲାଗିନଥାଏ ।

ସାଧାରଣ ଭାବରେ ସବୁବେଳେ ଦେଖିବାକୁ ମିଳିଥାଏ କି ଲୋକ ନିଜର ସଂପର୍କକୁ ନେଇ ବହୁତ ଅଧିକ ଲାପରବା ହୋଇଥାନ୍ତି ଯାହାଦ୍ଵାରା ତାଙ୍କ ସମ୍ପର୍କ ଭାଙ୍ଗି ଯାଇଥାଏ ।

ଆଜି ଆମେ ଆପଣଙ୍କୁ କିଛି ଏମିତି କଥା କହିବାକୁ ଯାଉଛୁ ଯାହାକୁ କରିବା ଉଚିତ ନୁହେଁ କାରଣ ଏହା କଲେ ଆମ ସମ୍ପର୍କ ଉପରେ ଅଧିକ ନକରାତ୍ମକ ପ୍ରଭାବ ପଡିଥାଏ । ଆପଣ ସବୁବେଳ ଦେଖୁଥିବେ କି ସମସ୍ତଙ୍କ ମନରେ ନିଜର ଜୀବନସାଥୀ ଙ୍କୁ ନେଇ ଏକ ଅଲଗା ପ୍ରକାର କଳ୍ପନା ରହିଥାଏ ଏବଂ ବହୁତ ଲୋକ ନିଜ ପାର୍ଟନରଙ୍କୁ ସେହି ସତରେ ପକାଇବାକୁ ପ୍ରସାୟ କରିଥାନ୍ତି ,କିନ୍ତୁ ଆପଣ ଏମିତି କରନ୍ତୁ ନାହିଁ ।

ଏମିତି କରିବା ଦ୍ଵାରା ଆପଣଙ୍କ ସମ୍ପର୍କ ଭାଙ୍ଗି ଯାଇଥାଏ । କୁହାଯାଇଛି କି ଭଲପାଇବାର ସମ୍ପର୍କରେ କେବେ ବି ନିଜର ଗର୍ବକୁ ଟିକେବି ଜାଗା ଦିଅନ୍ତୁ ନାହିଁ ,କାରଣ ଏମିତି କଲେ ଆପଣଙ୍କ ସମ୍ପର୍କ ଧୀରେ ଧୀରେ କମଜୋର ହେବାକୁ ଲାଗିଥାଏ ଏବଂ ଗୋଟେ ଦିନ ଏହା ଭାଙ୍ଗି ଯାଇଥାଏ ।

ଯଦି ଆପଣଙ୍କର ଜୀବନସାଥୀ କୌଣସି କାରଣରୁ ଝଗଡା ହେବା ପରେ ବି ଆପଣଙ୍କୁ ବୁଝାଉଛି ତାହେଲେ ଭଲ ହେବ କି ଏହାକୁ ଅଧିକ ବଢାଇବା ଦ୍ଵାରା ଘଟଣାକୁ ଶେଷ କରିଦିଅନ୍ତୁ । ଆପଣ ଏହାବି କେତେ ଥର ଭାବିଥିବେ କି ସେ ହିଁ ଆପଣଙ୍କୁ ପ୍ରଥମେ ଫୋନ କରିବେ ,ସବୁ ଝଗଡା ପରେ ବି ଆସି ଆପଣଙ୍କୁ କ୍ଷମା ମାଗିବେ ତାହେଲେ ଏହା ଭୁଲ ନୁହେଁ । ଯଦି ଆପଣ ଆପଣଙ୍କର ସମ୍ପର୍କକୁ ମଝବୁତ ରଖିବାକୁ ଚାହୁଁଛନ୍ତି ତାହେଲ ଦୁଇଜଣଙ୍କ ପଟରୁ ଏହା ହେବା ଆବଶ୍ୟକ  ।

Leave a Reply

Your email address will not be published. Required fields are marked *