ଛି, ଏମିତି କାମ କରିବା ସମୟରେ ଲାଜ ଲାଗିବା ଦରକାର, ଜରୁରୀ ନୁହେଁ କି ସବୁବେଳେ ପୁଅମାନେ ହିଁ ଭୁଲ ହେଇଥିବେ

ସବୁବେଳେ ବଡ ବଡ ସହରରେ ଯଦି କିଛି ଭଲ ଖାଇବା ପାଇଁ ମନ ହେବ ତାହେଲେ ଲୋକମାନେ ବାହାରରୁ ଖାଇବା ମଗାଇଥାନ୍ତି । ଏମିତି ଲାଗେ ମାନୋ ମେଟ୍ରୋ ସିଟିଜ ରେ ଖାଇବା ଅଡର କରିବାର ପ୍ରଥା ହେଇଗଲାଣି ,ଏମିତିରେ ଡେଲିଭରୀ ବୟ ହିଁ ସହରର ସବୁ ଘରକୁ ଅଡର ମୁତାବିକ ଖାଇବା ନେଇ ଯାଇଥାନ୍ତି । କିନ୍ତୁ ଏକ ଅଜଣା ଘରକୁ ଯିବା ସମୟରେ କେବେ କେବେ ଏମିତି ପରିସ୍ଥିତି ସୃଷ୍ଟି ହେଇ ଯାଇଥାଏ ଯେଉଁଥିରୁ ବାହାରିବା କଷ୍ଟ ହୋଇଯାଇ ଥାଏ ।

କିନ୍ତୁ କେତେ ଥର ଏମିତି ହୋଇଥାଏ କି ଡେଲିଭରି ବୟଙ୍କୁ କିଛି ଏମିତି ପରିସ୍ଥିତିର ସାମନା କରିବାକୁ ପଡିଥାଏ ଯାହା ତାଙ୍କ ପାଇଁ ବହୁତ କଷ୍ଟ ହେଇଥାଏ । ଆଜି ଯେଉଁ ଭିଡିଓ ସାମନାକୁ ଆସିଛି ସେଥିରେଜଣେ ଡେଲିଭରି ବୟ ବଡ ବାହାଦୁରି ସହିତ ଶୋଷଣର ହୋଇ ଜଣେ ଯୁବତୀକୁ ବଞ୍ଚାଉଛି । ଏହି ଭିଡିଓ ଏକ ଫେକ ଭିଡିଓ ଅଟେ କିନ୍ତୁ ଏଥିରେ ଯେଉଁ ଜିନିଷ ଦେଖାଯାଇଛି ସେଥିରୁ ସଫା ବୁଝିହେଉଛି କି କେମିତି ସହରରେ ଡେଲିଭରି ବୟଙ୍କୁ ଫସାଇ ଦିଆଯାଉଛି ।

ଏହି ଭିଡିଓରେ ଆପଣ ଦେଖିବେ କି ଯେମେତି ଡେଲିଭରି ବୟକୁ ରୋକିବା ପାଇଁ ଯୁବକ ଖୁଚୁରା ଆଣିବା ବାହାନାରେ ବାହାରକୁ ଗଲା ସେମିତି ଝିଅଟି ଚିଲ୍ଲାଇବାର ନାଟକ କରିବାକୁ ଲାଗିଲା ,ଡେଲିଭରି ବୟ ଜଣେ ଦାୟିତ୍ଵବାନ ଯୁବକ ଭଳି ତାକୁ ବଞ୍ଚାଇବା ପାଇଁ ଚେଷ୍ଟା କଲା । ସେହି ସମୟରେ ଯୁବକର ପ୍ରତିକ୍ରିୟା ଦେଖି ଜଣାପଡେ ,ଜୀବନରେ ସବୁବେଳେ ଆମେ ଏମିତି ଚୁନୋତିପୂର୍ଣ୍ଣ ପରିସ୍ଥିତିରେ ଫସି ଯାଇଥାଉ ଯେଉଁଠି ମତିଷ୍କ କାମ କରିବା ବନ୍ଦ କେରିଦେଇ ଥାଏ ,କିନ୍ତୁ ଏହି ଭିଡିଓ ବ୍ୟକ୍ତିର ସ୍ଵଭାବର ସେହି ଭାଗକୁ ପରିଚିତ କରାଇଛି ଯେଉଁଠି ସାମାନ୍ୟ ରୂପରେ ପହଞ୍ଚିବା ପ୍ରାୟ ଅସମ୍ଭବ ଅଟେ ।

ଦେଖନ୍ତୁ ଭିଡିଓ

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *