ନବଗ୍ରହ ମଧ୍ୟରେ ରାହୁ ଓ କେତୁକୁ ଛାୟାଗ୍ରହ ମାନୁଥିଲେ ମଧ୍ୟ କୌଣସି ବ୍ୟକ୍ତିକୁ ଜୀବନ ଓ ଗ୍ରହମାନଙ୍କର ପରିଣାମ ଉପରେ ସବୁଠାରୁ ଅଧିକ ଏହି ଦୁଇଟି ଛାୟା ଗ୍ରହଙ୍କର ହୋଇଥାଏ । କୌଣସି ହେଉଥିବା କାମକୁ ବିଗାଡିବା ଓ ଅଟକି ରହିଥିବା କାମକୁ ହଠାତ ଠିକ କରିବା ପଛରେ ଏହି ଦୁଇ ଗ୍ରହଙ୍କର ବହୁତ ବଡ ଭୂମିକା ଥାଏ । ଅର୍ଥାତ ଏହା ଆବଶ୍ୟକ ଯେ ଏମାନଙ୍କୁ ନିଜ ପାଇଁ ଶୁଭ କରାଇନିଅନ୍ତୁ । ବିଶେଷ କରି ରାହୁକୁ ।
ଏହି ତିନୋଟି ଲକ୍ଷଣରୁ ଆପଣ ଜାଣିପାରିବେ ଯେ ରାହୁ ଆପଣଙ୍କୁ ଶୁଭ ପରିଣାମ ଦେଉଛି କି ଅଶୁଭ ପରିଣାମ । ତେବେ ତଳେ ଦିଆଯାଇଥିବା ୬ ଟି ସରଳ ଉପାୟ ଆପଣଙ୍କ କାମରେ ଆସିପାରେ ।
ରାହୁ ଅଶୁଭ ହେବାର ଲକ୍ଷଣ :-
୧। ରାହୁ ଯେବେ ଅଶୁଭ ଫଳ ଦେଇଥାଏ, ତେବେ ଜାତକର ହାତର ନଖ ଭାଙ୍ଗିବାକୁ ଲାଗିଥାଏ ।
୨। ଶତୃ ବଢିଥାନ୍ତି ।
୩। ମସ୍ତିସ୍କ କାମ କରି ନ ଥାଏ ।
ସରଳ ଉପାୟ
୧। ଜଏଣ୍ଟ ଫାମିଲିରେ ରୁହନ୍ତୁ ।
୨। ମୁଣ୍ଡରେ ବେଣୀ ବାନ୍ଧନ୍ତୁ ।
୩। କୋଇଲା ବହୁଥିବା ପାଣିରେ ପକାନ୍ତୁ ।
୪। ସରସ୍ଵତୀ ମା ଙ୍କର ଆରାଧନା କରନ୍ତୁ ।
୫। ଗୋମେଦ ମଝି ଆଙ୍ଗୁଠିରେ ଧାରଣ କରନ୍ତୁ ।
୬। ରୂପାର ଏକ ଚାରିକୋଣିଆ ଅଂଶ ନିଜ ପାଖରେ ରଖନ୍ତୁ ।