କରୋନା ଚାଲିଥିବା ସମୟରେ ଦେଶରେ ପ୍ରାକୂତିକ ବିପର୍ଜୟ ବି ବଢିଯାଇଛି । ପୂର୍ବ ମାସରେ ବଙ୍ଗୋପସାଗରରେ ଆସିଥିବା ଅମ୍ଫାନ ଓ ଆରବ ସାଗରରେ ଆସିଥିବା ନିସର୍ଗ ତୋଫାନ ପରେ ଆଉଗୋଟେ ଚକ୍ରବର୍ତୀ ତୋଫାନ ଭାରତ ଆଡକୁ ଆସୁଛି । ପାଣିପାଗ ବିଭାଗର ସୂଚନାନୁସାରେ ବଙ୍ଗୋପସାଗରରେ ସାଇକ୍ଲୋନିକ୍ ଝଡର ପରିସ୍ଥିତି ଦେଖାଦେଇଛି । ଆଗ ସପ୍ତାହରେ ଏହି ତୋଫାନ ଭାରତର ପୂର୍ବ ଉପକୂଳ ଆଡକୁ ବଢିବ । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ବଙ୍ଗୋପସାଗରରେ ନିମ୍ନ ଚାପ ଅଞ୍ଚଳର ଅବସ୍ଥା ଉପୁଜିଛି ।
୮ ଜୁନ ପାଖାପାଖି ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ପୂର୍ବ ଭାଗରେ ନିମ୍ନ ଚାପ କ୍ଷେତ୍ର ବନିବାର ସମ୍ବାଭନା ଅଛି । ନିମ୍ନ ଚାପର ଲାଗି ଓଡିଶାରେ 10 ଜୁନ ରୁ ପ୍ରବଳ ବର୍ଷା ହେବାର ସମ୍ବାଭନା ଅଛି । କହିବାକୁ ପୂର୍ବ ମାସରେ ବଙ୍ଗୋପସାଗରରେ ଅମ୍ଫାନ ବାତ୍ୟା ହୋଇଥିଲା । ଏହି ବାତ୍ୟା ଓଡିଶାରେ ଓ ପଶ୍ଚିମ ବାଙ୍ଗାଲ ରେ ବହୁତ କ୍ଷୟକ୍ଷତି କରିଥିଲା । ପାଣିପାଗ ବିଭାଗ ଏହାକୁ 21 ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ଘୂର୍ଣ୍ଣିବଳୟ ବୋଲି ବିବେଚନା କଲା ।
୧୯୯୯ ପରେ ଆସିଥିବା ଏହି ବାତ୍ୟା ପ୍ରଥମ ସୁପର ସାଇକ୍ଳୋନ ଥିଲା । ଏହା ପରେ ଆରବ ସାଗରରେ ହୋଇଥିବା ଚକ୍ରବର୍ତୀ ବାତ୍ୟା ନିସର୍ଗ ପରେ ବହୁତ କ୍ଷୟ କ୍ଷତି କରିଥିଲା । ୨ ଜୁନ ରେ ଏହି ବାତ୍ୟା ପାଇଁ ମହାରାଷ୍ଟ୍ର ଓ ଗୁଜୁରାଟ ର ଉପକୂଳ ବର୍ତି ଏରିଆ ମାନଙ୍କରେ ପବନ ସହିତ ବହୁତ ଜୋରରେ ବର୍ଷା ହୋଇଥିଲା । ଏହି ବାତ୍ୟା ବମ୍ବେ ରେ ମଧ୍ୟ ହୋଇଥିଲା, ଘର ଓ ଘଛ ପାତ୍ର ବହୁତ କ୍ଷୟକ୍ଷତି ହୋଇଥିଲା । ଗତ 125 ବର୍ଷ ମଧ୍ୟରେ ମୁମ୍ବାଇରେ ଏହା ସବୁଠାରୁ ଭୟଙ୍କର ଝଡ ଥିଲା ।
ତେବେ ବର୍ତ୍ତମାନ ଏହି ସବୁ ପରିସ୍ଥିତି ଦେଖି ସରକାର ପୁରା ପ୍ରସ୍ତୁତ ରହୁଛନ୍ତି କିଛି ବି ପରିସ୍ଥିତର ସାମ୍ନା କରିବାକୁ । ଏହି ବର୍ଷ ଆରମ୍ଭରୁ ଯେମିତି ଭଗବାନ ତାଙ୍କର କୋପ ବରସାଇ ଚାଲିଛନ୍ତି । ଏପଟେ କରୋନା କୁ ସେପଟେ ଭୂମିକମ୍ପ, ସେଥିରେ ପୁଣି ପଙ୍ଗପାଳଙ୍କ ଆକ୍ରମଣ ତ କେଉଁଠି ବାତ୍ୟା । ଏହି ପରିସ୍ଥିତରେ ଜଣ ଜୀବନ ବହୁତ ଅସ୍ତ ବ୍ୟସ୍ତ ହୋଇଗଲାଣି । ଆଗକୁ କଣ ହେବ ଏହା କହିବା ମୁସ୍କିଲ । ତଥାପି ସମସ୍ତେ ମିଶି ଭଗବାନଙ୍କୁ ପାର୍ଥନା କରନ୍ତୁ କି ଏହି ସଙ୍କଟ ଶୀଘ୍ର ଶେଷ ହେଇଯାଉ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।
8 जून के आसपास पश्चिम मध्य बंगाल की खाड़ी के पूर्वी हिस्सों में एक निम्न दबाव वाला क्षेत्र बनने की संभावना है। निम्न दबाव के क्षेत्र की वजह से ओडिशा में 10 जून से भारी बारिश की संभावना है: भारत मौसम विज्ञान विभाग (IMD) pic.twitter.com/aO1rfF23pU
— ANI_HindiNews (@AHindinews) June 4, 2020