ଅମ୍ଫାନ ଓ ନିସର୍ଗ ପରେ ଏବେ ଆସୁଛି ଆଉ ଏକ ବାତ୍ୟା, ୧୦ ଜୁନକୁ ହେବାକୁ ଯାଉଛି ପ୍ରବଳ ବର୍ଷା

କରୋନା ଚାଲିଥିବା ସମୟରେ ଦେଶରେ ପ୍ରାକୂତିକ ବିପର୍ଜୟ ବି ବଢିଯାଇଛି । ପୂର୍ବ ମାସରେ ବଙ୍ଗୋପସାଗରରେ ଆସିଥିବା ଅମ୍ଫାନ ଓ ଆରବ ସାଗରରେ ଆସିଥିବା ନିସର୍ଗ ତୋଫାନ ପରେ ଆଉଗୋଟେ ଚକ୍ରବର୍ତୀ ତୋଫାନ ଭାରତ ଆଡକୁ ଆସୁଛି । ପାଣିପାଗ ବିଭାଗର ସୂଚନାନୁସାରେ ବଙ୍ଗୋପସାଗରରେ ସାଇକ୍ଲୋନିକ୍ ଝଡର ପରିସ୍ଥିତି ଦେଖାଦେଇଛି । ଆଗ ସପ୍ତାହରେ ଏହି ତୋଫାନ ଭାରତର ପୂର୍ବ ଉପକୂଳ ଆଡକୁ ବଢିବ । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ବଙ୍ଗୋପସାଗରରେ ନିମ୍ନ ଚାପ ଅଞ୍ଚଳର ଅବସ୍ଥା ଉପୁଜିଛି ।

Image Courtesy: Google

୮ ଜୁନ ପାଖାପାଖି ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ପୂର୍ବ ଭାଗରେ ନିମ୍ନ ଚାପ କ୍ଷେତ୍ର ବନିବାର ସମ୍ବାଭନା ଅଛି । ନିମ୍ନ ଚାପର ଲାଗି ଓଡିଶାରେ 10 ଜୁନ ରୁ ପ୍ରବଳ ବର୍ଷା ହେବାର ସମ୍ବାଭନା ଅଛି । କହିବାକୁ ପୂର୍ବ ମାସରେ ବଙ୍ଗୋପସାଗରରେ ଅମ୍ଫାନ ବାତ୍ୟା ହୋଇଥିଲା । ଏହି ବାତ୍ୟା ଓଡିଶାରେ ଓ ପଶ୍ଚିମ ବାଙ୍ଗାଲ ରେ ବହୁତ କ୍ଷୟକ୍ଷତି କରିଥିଲା । ପାଣିପାଗ ବିଭାଗ ଏହାକୁ 21 ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ଘୂର୍ଣ୍ଣିବଳୟ ବୋଲି ବିବେଚନା କଲା ।

Image Courtesy: Google

୧୯୯୯ ପରେ ଆସିଥିବା ଏହି ବାତ୍ୟା ପ୍ରଥମ ସୁପର ସାଇକ୍ଳୋନ ଥିଲା । ଏହା ପରେ ଆରବ ସାଗରରେ ହୋଇଥିବା ଚକ୍ରବର୍ତୀ ବାତ୍ୟା ନିସର୍ଗ ପରେ ବହୁତ କ୍ଷୟ କ୍ଷତି କରିଥିଲା । ୨ ଜୁନ ରେ ଏହି ବାତ୍ୟା ପାଇଁ ମହାରାଷ୍ଟ୍ର ଓ ଗୁଜୁରାଟ ର ଉପକୂଳ ବର୍ତି ଏରିଆ ମାନଙ୍କରେ ପବନ ସହିତ ବହୁତ ଜୋରରେ ବର୍ଷା ହୋଇଥିଲା । ଏହି ବାତ୍ୟା ବମ୍ବେ ରେ ମଧ୍ୟ ହୋଇଥିଲା, ଘର ଓ ଘଛ ପାତ୍ର ବହୁତ କ୍ଷୟକ୍ଷତି ହୋଇଥିଲା । ଗତ 125 ବର୍ଷ ମଧ୍ୟରେ ମୁମ୍ବାଇରେ ଏହା ସବୁଠାରୁ ଭୟଙ୍କର ଝଡ ଥିଲା ।

Image Courtesy: Google

 

ତେବେ ବର୍ତ୍ତମାନ ଏହି ସବୁ ପରିସ୍ଥିତି ଦେଖି ସରକାର ପୁରା ପ୍ରସ୍ତୁତ ରହୁଛନ୍ତି କିଛି ବି ପରିସ୍ଥିତର ସାମ୍ନା କରିବାକୁ । ଏହି ବର୍ଷ ଆରମ୍ଭରୁ ଯେମିତି ଭଗବାନ ତାଙ୍କର କୋପ ବରସାଇ ଚାଲିଛନ୍ତି । ଏପଟେ କରୋନା କୁ ସେପଟେ ଭୂମିକମ୍ପ, ସେଥିରେ ପୁଣି ପଙ୍ଗପାଳଙ୍କ ଆକ୍ରମଣ ତ କେଉଁଠି ବାତ୍ୟା । ଏହି ପରିସ୍ଥିତରେ ଜଣ ଜୀବନ ବହୁତ ଅସ୍ତ ବ୍ୟସ୍ତ ହୋଇଗଲାଣି । ଆଗକୁ କଣ ହେବ ଏହା କହିବା ମୁସ୍କିଲ । ତଥାପି ସମସ୍ତେ ମିଶି ଭଗବାନଙ୍କୁ ପାର୍ଥନା କରନ୍ତୁ କି ଏହି ସଙ୍କଟ ଶୀଘ୍ର ଶେଷ ହେଇଯାଉ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *