ଆପଣଙ୍କ ସହ ଭଗବାନ ଅଛନ୍ତି ବା ନାହାନ୍ତି ଏହି ୪ଟି ସଂକେତ ଦ୍ଵାରା ଜାଣନ୍ତୁ

ଜ୍ଯୋତିଷ ଶାସ୍ତ୍ରରେ ସବୁ ପ୍ରକାର ସମସ୍ଯା ର ସମାଧାନ ଥାଏ ତେବେ ଯଦି ଏମିତିକା ସଂକେତ ଆପଣଙ୍କୁ ଦେଖା ଯାଏ ତେବେ ବୁଝି ଯାନ୍ତୁ ଯେ ଆପଣଙ୍କ ଉପରେ ଭଗବାନଙ୍କ କୃପା ଦ୍ରୁଷ୍ଟି ଅଛି, ଭଗବାନ ଆପଣଙ୍କ ସବୁ ମନଇଛା ପୂର୍ଣ କରିବେ, ଆପଣଙ୍କ ଇଷ୍ଟ ଦେବ ଏବଂ ଆପଣଙ୍କ ପିତୃ ଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ, ତେବେ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ଏହି ୪ଟି ସେଙ୍କେତ ପାଇଲେ ଆପଣ ବୁଝି ଯାନ୍ତୁ ଯେ ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିଅଛି ।

Image Courtesy: Google

ଜ୍ଯୋତିଷ ଶାସ୍ତ୍ର ଏବଂ ଗ୍ରନ୍ଥରେ ମଧ୍ୟ ଏମିତି କିଛି ସଂକେତ ବିଷୟରେ କୁହାଯାଇଛି ଯାହା ଆମ ପାଇଁ ଭଲ ସଂକେତ ଅଟେ ଏହି ସଂକେତ ଦ୍ଵାରା ଜଣା ପଡିଥାଏ ଯେ ଭଗବାନ ଆମ ସହ ଅଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ସଂକେତ ବିଷୟରେ ।

୧. ସ୍ଵପ୍ନ ସିଧି :

ଯଦି ଆପଣ କୌଣସି ସ୍ବପନ ଦେଖୁଛନ୍ତି ଓ ତାହା ସତ ହେଇଯାଉଛି, ଯେମିତିକି ରାତିରେ ଆପଣ କିଛି ସ୍ବପନ ଦେଖନ୍ତି ଓ ହଟାତ ସକାଳେ ସେହି କଥା ସତ ହୋଇଯାଏ ତେବେ ବୁଝି ଯିବେ ଆପଣଙ୍କ ଉପରେ ଭଗବାନଙ୍କ କୃପା ଅଛି, ତେବେ ଏହି ସମୟରେ ଆପଣଙ୍କୁ ସବୁ ଭଲ କାମ କରିବା ଉଚିତ, ଏହା ଦ୍ଵାରା ଆପଣଙ୍କ ପୂଣ୍ୟ କାମ ବଢିଥାଏ ଏବଂ ଆପଣଙ୍କୁ ମୋଖ୍ୟ ପ୍ରାପ୍ତ ହୋଇଥାଏ । ନିଜ ଇଷ୍ଟ ଦେବଙ୍କୁ ସବୁବେଳେ ପୂଜା କରନ୍ତୁ ଏହା ଦ୍ଵାରା ଆପଣଙ୍କ ଘର ପରିବାର ସୁଖ ପାଇଥାଏ ଏବଂ ଶାନ୍ତିରେ ରହିଥାଏ ।

Image Courtesy: Google

୨. ସ୍ଵପ୍ନରେ ଦେବୀ, ଦେବତା ବା ମନ୍ଦିର ଓ ସାଧୁ ଦେଖିବା :

ଯଦି ଆପଣଙ୍କ ସ୍ବପନରେ ଦେବୀ ଦେବତା ଦେଖା ଦିଅନ୍ତି ତେବେ ଆପଣଙ୍କୁ ଏହା ବୁଝି ଯିବା ଉଚିତ ଯେ ଆପଣଙ୍କ ଉପରେ ଆପଣଙ୍କ ଭଗବାନଙ୍କ କୃପା ଅଛି ତେବେ ଯେଉଁ ଭଗବାନ ବା ଦେବୀ ଆପଣଙ୍କ ସ୍ବପନରେ ଆସୁଛନ୍ତି ତାଙ୍କୁ ପୂଜା କରିବା ବହୁତ ଆବଶ୍ୟକ ଅଟେ, ଏମିତିକା ସ୍ବପନ ଆପଣଙ୍କ ଭାଗ୍ୟ ଉଜ୍ଵଳ ହବ ବୋଲି ସଂକେତ ଦେଇଥାଏ ।

Image Courtesy: Google

୩. କାର୍ଯ୍ୟ ସିଧି :

ତେବେ ହଟାତ ଆପଣଙ୍କ ମନରେ କିଛି କରିବାକୁ ଇଛା ହେଲା ଏବଂ ଆପଣ ଏହାକୁ କରିବା ପାଇଁ ନିର୍ନାୟ କଲେ ଯାହା ପରେ ଆପଣଙ୍କ କାମ ସଫଳ ହୋଇଗଲା ତେବେ ବୁଝି ଯାନ୍ତୁ ଯେ ଆପଣଙ୍କ ଉପରେ ଭଗବାନ କୃପା କରୁଛନ୍ତି ।

୪. ଭଲ ଚିନ୍ତା ଧାରା :

ଯଦି କେହି ଆପଣଙ୍କ ସହ ଖରାପ ବା ଅନ୍ୟାୟ କରୁଅଛି ଏବଂ ଆପଣ ଚାହିଁଲେ ମଧ୍ୟ ସେହି ଲୋକ ବିଷୟରେ କିଛି ଖରାପ ଭାବି ପାରୁ ନାହାନ୍ତି ତେବେ ଆପଣଙ୍କ ଉପରେ ଭଗବାନଙ୍କ କୃପା ରହିଅଛି । ଯଦି ଆପଣ କାହାକୁ କୌଣସି ପ୍ରକାର କଷ୍ଟ ଦେଇ ପାରୁ ନାହାନ୍ତି ଓ କେବେ କାହାକୁ ଦୂର ବ୍ୟବହାର କରୁ ନାହାନ୍ତି ତେବେ ଆପଣଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ଅଟେ ଓ ଆପଣଙ୍କ ଇଷ୍ଟ ଦେବ ଆପଣଙ୍କ ସହ ଅଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *