4ଟି ଏଭଳି ଚଢେଇ ବସା ଯାହା ଭାଗ୍ୟରେ ଥିଲେ ହିଁ ଦେଖି ପାରିବେ, ଥରେ ନିଶ୍ଚୟ ଦେଖନ୍ତୁ

ଦୁନିଆରେ ଭଗବାନ ସବୁ ଯିବ ଜନ୍ତୁକୁ ତାଙ୍କ ରହିବା ଓ ଖାଇବା ଖୋଜିବା ପାଇଁ ସେତିକି ବୁଢୀ ଓ କୌଶଳ ପ୍ରଦାନ କରିଥାନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପକ୍ଷୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା କଳାକାରୀ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏହି ପକ୍ଷୀମାନେ ନିଜ ନେସ୍ଟ ଏଭଳି ଭାବରେ ତିଆରି କରିଥାନ୍ତି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥାନ୍ତିଯେ ହାତ ନଥିବା ପକ୍ଷୀ ଏତେ ସୁନ୍ଦର ଓ ମଜବୁତ ନେସ୍ଟ କେମିତି ତିଆରି କରି ପାରନ୍ତି, ତେବେ ଆସନ୍ତୁ ଜାଣିବା ଏହି ନେସ୍ଟ ଗୁଡିକ ବିଷୟରେ ।

Image Courtesy: Google

୧. ୱିଭର ପକ୍ଷୀ :

ଏହି ପକ୍ଷୀ ଦେଖିବା ପାଇଁ ବହୁତ ଛୋଟ ହୋଇଥାନ୍ତି କିନ୍ତୁ ଏମାନଙ୍କ ନେସ୍ଟ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ, ତେବେ ୱିଭର ପକ୍ଷୀ ନର ଏହି ନେସ୍ଟ ତିଆରି କରିଥାଏ, ଏହି ନେସ୍ଟ ଲମ୍ବା ଲମ୍ବା ଘାସ ଦ୍ଵାରା ତିଆରି ହୋଇଥାଏ ଓ ନେସ୍ଟ ଅଧା ହେଲା ପରେ ମାଦା ପକ୍ଷୀ ଏହାର ନିରୀକ୍ଷଣ କରିଥାନ୍ତି ଓ ଭଲ ଲାଗିଲେ ନର ସାହାଜ୍ଯ କରିଥାନ୍ତି ନଚେତ ନୂଆ ନେସ୍ଟ ତିଆରି କରିବାରେ ଲାଗିଯାଇଥାନ୍ତି, ୱିଭର ପକ୍ଷୀ ନେସ୍ଟ ଏତେ ମଜବୁତ ହୋଇଥାଏ ଯେ ଯେତେ ବାତିଆ ବନ୍ୟା ଆସିଲେ ମଧ୍ୟ ଏହି ପକ୍ଷୀଙ୍କ ନେସ୍ଟକୁ କିଛି ହାନି ହୋଇନଥାଏ । ନେସ୍ଟ ବନେଇବା ଅଗଷ୍ଟ ମାସରେ ଆରମ୍ଭ ହୋଇଥାଏ ଓ ଫେବୃଆରୀ ଆସିଲା ପର୍ଯ୍ୟନ୍ତ ନେସ୍ଟ ତିଆରି ହୋଇଯାଇଥାଏ ।

 

Image Courtesy: Google

୨. ହମିଙ୍ଗ ବର୍ଡ :

ଆପଣ ମାନେ ଏହି କଥା ବହୁତ ଭଲ ଭାବରେ ଜାଣିଛନ୍ତି ଯେ ହମିଙ୍ଗ ବର୍ଡ ଦୁନିଆର ସବୁଠାରୁ ଛୋଟ ବର୍ଡ ଅଟନ୍ତି, ତେବେ ହମିଙ୍ଗ ବର୍ଡ ନିଜ ନେସ୍ଟ ଜମି ଠାରୁ ବହୁତ ଉପରେ ବନେଇବା ପସନ୍ଦ କରନ୍ତି, ହମିଙ୍ଗ ବର୍ଡରେ ମାଦା ନେସ୍ଟ ତିଆରି କରନ୍ତି, ଏହି ନେସ୍ଟ ସ୍ପାଇଡ଼ର ଜାଲି ଓ ଅନ୍ୟ ନରମ ଜିନିଷ ଦ୍ଵାରା ମାଦା ତିଆରି କରିଥାନ୍ତି, ଏହାକୁ ତିଆରି କରିବା ପାଇଁ ମାଦାକୁ ୫ରୁ ୭ ଦିନ ଲାଗିଥାଏ, ଏହି ନେସ୍ଟ ବହୁତ ବିଶେଷ ହୋଇଥାଏ କାହିଁକିନା ଏହି ନେସ୍ଟ ଇଲାଷ୍ଟିକ ହୋଇଥାଏ ଯେତେବେଳେ ଛୁଆ ଏହି ନେସ୍ଟରେ ବଡ ହବାକୁ ଲାଗନ୍ତି ଛୁଆଙ୍କ ସହ ନେସ୍ଟ ମଧ୍ୟ ବଢିବାକୁ ଲାଗିଥାଏ ।

Image Courtesy: Google

୩. ବଲ୍ଡ ଇଗଲ :

ଇଗଲ ଏତେ ବଡ ପକ୍ଷୀ ଅଟେ ତାହା ଆପଣ ମାନେ ଦେଖିଥିବେ ତେବେ ଏତେ ବଡ ପକ୍ଷୀକୁ ରହିବା ପାଇଁ ମଧ୍ୟ ବଡ ଯାହା ଦରକାର ଅଟେ ପ୍ରାୟତଃ ଇଗଲ ବହୁତ ଉଞ୍ଚା ଗଛରେ ନିଜ ନେସ୍ଟ ତିଆରି କରନ୍ତି, ଏହି ନେସ୍ଟ ପ୍ରାୟତଃ ୫ ଫିଟ ଚଉଡା ଓ ୯ ଫିଟ ଲମ୍ବା ହୋଇଥାଏ, ଏହି ନେସ୍ଟ ଶୁଖିଲା ଘାସ ଇ ଛୋଟ କାଠ ଦ୍ଵାରା ତିଆରି ହୋଇଥାଏ, ଯଦି ଛୁଆ ଭଲ ଭାବରେ ଏହି ନେସ୍ଟରେ ବଡ ହୋଇଯାଇ ଥାନ୍ତି ତେବେ ଇଗଲ ଅଲଗା ନେସ୍ଟ ତିଆରି କରନ୍ତି ନାହିଁ ଏହି ନେସ୍ଟକୁ ବଡ କରିବାରେ ଲାଗିଥାନ୍ତି । ସେଣ୍ଟ ପିଟର ବକ୍ସ ଫ୍ଲୋରିଡାରେ ୨୦୦୦କେଜି ର ଇଗଲ ନେସ୍ଟ ଅଛି ଯାହା ଦୁନିଆର ସବୁଠାରୁ ବଡ ନେସ୍ଟ ଅଟେ ।

Image Courtesy: Google

୪. ହୋର୍ନେଡ କୋଟ :

ଏହା ପକ୍ଷୀଙ୍କ ଏମିତି ଗୋଟେ ପ୍ରଜାତି ଯାହା ପାଣି ରେ ନିଜ ନେସ୍ଟ ତିଆରି କରିଥାନ୍ତି, ଏହି ପକ୍ଷୀ ମାଛ ଉପରେ ନିଜ ଜୀବିକା ଚଳେଇଥାନ୍ତି ଯାହା କାରଣରୁ ଏହି ପକ୍ଷୀ ନିଜ ନେସ୍ଟ ଶୁଖିଲା ଓ ହାଲ୍କା ଘାସ ଦ୍ଵାରା ତିଆରି କରନ୍ତି ଯାହା ଫଳ ସ୍ୱରୂପ ଏହା ପାଣିରେ ଭାସିଥାଏ ଓ କୌଣସି ଆଇଲ୍ୟାଣ୍ଡ ଭଳି ଦେଖା ଯାଇଥାଏ । ଏହି ପକ୍ଷୀଙ୍କ ନେସ୍ଟ ଜମି ଠାରୁ ୪୦ ମିଟର ଦୂର ହୋଇଥାଏ ଯାହା ଦ୍ଵାରା କେହି ତାଙ୍କୁ ହାନି କରି ପାରନ୍ତି ନାହିଁ କିନ୍ତୁ ବାଟିଆ ବନ୍ୟାରେ ତାଙ୍କ ନେସ୍ଟ ବର୍ବାଦ ହୋଇଥାଏ ।

Leave a Reply

Your email address will not be published. Required fields are marked *