ଅନୁସ୍କା ଶର୍ମା ହବାକୁ ଯାଉଛନ୍ତି ମା’, ବିରାଟ ଦେଲେ ଏହି ଗୁଡ୍ ନ୍ଯୁଜ

ଗର୍ଭବତୀ ହବା ସବୁ ସ୍ତ୍ରୀଙ୍କ ପାଇଁ ବହୁତ ବଡ ଦିନ ହୋଇଥାଏ ଓ ଝିଅ ବିବାହ ହେଲା ପରେ ତାଙ୍କ ମନରେ ଛୁଆ ପାଇଁ ମମତା ଉତପନ ହୋଇଥାଏ ଯାହା ପରେ ତାଙ୍କୁ ସନ୍ତାନ ଇଛା ହୋଇଥାଏ । ତେବେ ଭଗବାନ ନାରୀ ଜାତିକୁ ଏମିତି ଗୋଟେ ମନ ଦେଇଛନ୍ତି ଯେଉଁଠି ମମତା ଭଳି ଭାବନା ରହିଛି ଯାହା ସନ୍ତାନ ପାଇଁ ଇଛା କରିଥାଏ । ତେବେ ସନ୍ତାନ ପ୍ରାପ୍ତି ଭଗବାନଙ୍କ ଆଶୀର୍ବାଦ ଅଟେ, ଯେବେ ଏହି ଆଶୀର୍ବାଦ ଯାହା ଉପରେ ପଡିଥାଏ ତାହା କୋଳରେ ଛୁଆଟି ଆସିଥାଏ ।

ତେବେ ବର୍ତମାନ ବିରାଟ କୋହଲି ଏହି ଗୁଡ ନ୍ଯୁଜ ଦେଇଛନ୍ତି ଯେ ତାଙ୍କ ସ୍ତ୍ରୀ ଅନୁସ୍କା ଶର୍ମା ମା ହବାକୁ ଯାଉଛନ୍ତି ।

 

View this post on Instagram

 

A post shared by Virat Kohli (@virat.kohli) on

ଅନୁସ୍କା ଶର୍ମା ବଲୀଉଡ ଜଗତ ବହୁତ ବଡ ନାମ ଅଟନ୍ତି, ଅନୁସ୍କା ନିଜ ଅଭିନୟ ପାଇଁ ଦର୍ଶକଙ୍କ ଫେବ୍ରେଟ ଅଛନ୍ତି, ତେବେ ଅନୁସ୍କା ନିଜ ଚଳଚିତ୍ର କେରିଅର ରବ ନେ ବନା ଡି ଯୋଡି ଦ୍ଵାରା ଆରମ୍ଭ କରିଥିଲେ ଓ ବର୍ତମାନ ସେ ବହୁତ ଭଲ ଓ ସଫଳ ଅଭିନେତ୍ରୀ ଅଟନ୍ତି ।

Image Courtesy: Google

ତେବେ ବିରାଟ କୋହଲୀକୁ ଭାରତରେ କିଏ ଅବା ଜାଣି ନାହିଁ ସେ ଭାରତ କ୍ରିକେଟ ଟିମ ର କ୍ଯାପଟେନ ଅଟନ୍ତି, ତେବେ ବର୍ତମାନ କରୋନା ପାଇଁ କୌଣସି ମ୍ଯାଚ ଚାଲୁ ନାହିଁ ଓ ଗତ କିଛି ମାସ ଧରି ଅନୁସ୍କା ଓ ବିରାଟ ତାଙ୍କ ମୁମ୍ବାଇ ଘରେ ରହୁଛନ୍ତି, ଏହି ମଧ୍ୟରେ ଅନୁସ୍କା ଶର୍ମାଙ୍କ ଗୋଟେ ୱେବ ସିରିଜ ପାତାଲଲୋକ ମଧ୍ୟ ରିଲିଜ ହୋଇଛି ଯାହା ଲୋକଙ୍କୁ ବହୁତ ପସନ୍ଦ ଆସିଛି, ତେବେ ଏହି ଖୁସି ସହ ବିରାଟ ବହୁତ ବଡ ଖୁସିଖବର ନିଜ ଓ ଅନୁସ୍କା ଫ୍ୟାନ୍ସ କୁ ଦେଇଛନ୍ତି । ବିରାଟ କହିଛନ୍ତି ଯେ ଜାନୁଆରୀ ୨୦୨୧ ରେ ସେ ଦୁଇରୁ ତିନ ହୋଇଯିବେ ତାଙ୍କ ଘରେ ନୂଆ କୁନିଆ ଆସିବାକୁ ଯାଉଛନ୍ତି ଯାହା ପରେ ସେ ବାପା ଓ ଅନୁସ୍କା ମା ହୋଇଯିବେ ।

Image Courtesy: Google

ଏହି ନ୍ଯୁଜ ଟ୍ବିଟରରେ ଆସିଲା ପରେ କ୍ରିକେଟ ଓ ବଲୀଉଡ ଜଗତ ସବୁ କଳାକାର ମାନେ ଦୁହିଙ୍କୁ ବହୁତ ବହୁତ ସୁବେକ୍ଷା ଦେଇଛନ୍ତି । ତେବେ ଏହି ଗୁଡ ନ୍ଯୁଜ ପାଇଁ ବହୁତ ଲୋକ ଅପେକ୍ଷା କରିଥିଲେ କାହିଁକିନା ବିରାଟ ଓ ଅନୁସ୍କାଙ୍କ ପ୍ରେମ ବିବାହ ହୋଇଥିଲା ଓ ଦୁହେଁ ନିଜ କାମରେ ଏତେ ବ୍ୟସ୍ତ ଥିଲେ ଯେ ଦୁହେଁ ଏକାଠି ସମୟ ପାଉନଥିଲେ କିନ୍ତୁ ଏବେ ୩ ବର୍ଷ ପରେ ତାଙ୍କ ଘରେ ନୂଆ କୁନିଆ ଆସିବାକୁ ଯାଉଛନ୍ତି ଅନୁସ୍କା ଓ ବିରାଟ ବିବାହ ୨୦୧୭ରେ ଇଟାଲୀରେ ହୋଇଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *