କର୍ମ ଜୀବନରେ ପ୍ରଧାନ ହୋଇଥାଏ, କର୍ମ ଆଗରେ ଭଗବାନବି ଝୁକି ଥାନ୍ତି । ଆମେ ଭଗବାନଙ୍କ ଭରସରେ ବସିଛୁ ହୋଇପାରେ ଭଗବାନ ଆମ ଭରସାରେ ବସିଥିବେ । ଭଗବାନ ଭାବିଥାନ୍ତିକି ଏ କିଛି କଲେ ମୁ ତାକୁ ଦେବୀ, ଆମେ ଭାବି ଥାଉ ଭଗବାନ ଦେଲେ ମୁ କରିବି । ଏହି ଚକ୍କରରେ ଭଗବାନଙ୍କର କିଛି ବିଗିଡି ନଥାଏ ସେହି ମନୁଷ୍ୟର ବିଗିଡି ଥାଏ । ସେହି ବ୍ୟକ୍ତି ଜୀବନରେ ବହୁତ ଅସୁବିଧାର ସମୁଖୀନ ହୋଇଥାଏ । ଯେଉଁ ମାନେ ନାସ୍ତିକ ହୋଇଥାନ୍ତି ଭଗବାନଙ୍କୁ ମାନିନଥାନ୍ତି ।
ସେ ଭାବିଥାନ୍ତି ମୁ କାମକରି ଜୀବନ ବ୍ୟତୀତ କରିବି ଓ କାମ କଲେ ମୋତେ ପଇସା ମିଳିବ । କାମକଲେ ସବୁ କିଛି ମିଳିବ । ଯଦି ମୁଁ କରିବି ତାହେଲେ ହେବ ନହେଲେ କିଛି ହେବନି ।
କିନ୍ତୁ ଯିଏ ଭଗବାନଙ୍କୁ ମାନିଥାଏ ସେ ନିଜକୁ ଆଗକୁ ନନେଇ ଭଗବାନଙ୍କୁ ଆଗରେ ରଖିଦେଇଥାଏକି ଯାହା କରିବେ ଭଗବାନ କରିବେ । ଲୋକଙ୍କ ଭ୍ରମ ଏମିତି ହୋଇଥାଏଯେ ଯେମିତି ଭଗବାନ ପଇସାର ବର୍ଷା କରିବେ । ପୂଜା ପାଠ ଜପ ତପ କରିଥାନ୍ତି ଯେଉଁ ଲୋକ ଭାବିଥାନ୍ତି ପ୍ରଭୁ ପଇସାର ବର୍ଷା କରିବେ । ସେ ଯାଉଥିବେତ ରାସ୍ତାରେ ସୁନା ଚାନ୍ଦି ମିଳିଯିବ ତାଙ୍କୁ । ବିନା କିଛି ନ କରି ଘରେ ସଉଦାର ଭରା ଲାଗିଯାଉ । ସେ ଭାବିଥାନ୍ତି କି ଭଗବାନ ମୁଁ ଏହି ବାଟରେ ଯାଉଛି ମୋତେ ଗୋଟେ କୋଟି ଟଙ୍କା ମିଳିଯାଉ । ବିନା ପରିଶ୍ରମ କରି ଲୋକ ଜିନିଷକୁ ହାସିଲ କରିବା ପାଇଁ ପିଚାଶିନୀ, ଗନ୍ଧର୍ବ, ଜିନ, ବେତାଳର ସାଧନା କରିଥାନ୍ତି ।
ଯେଉଁ ଲୋକ ସବୁବେଳେ ଭାବି ଥାନ୍ତିକି ମୋତେ ଧନୀ ହେବାର ଅଛି ଓ ସଂସାରର ସବୁ ସୁଖ ଶାନ୍ତି ଦରକାର ପୁଣି ଜଲ୍ଦି ଦରକାର ସେହିଲୋକ ସାଧନା କରିଥାନ୍ତି । ଲୋକ ବର୍ଷ ବର୍ଷଧରି ବସି ରହିଥାନ୍ତି ହୋଲି, ଦିବାଲି ଆସିବ ସେହି ଦିନରେ ତନ୍ତ୍ର ମନ୍ତ୍ର କରି ସାଧନାରେ ଲାଗିଯାଇଥାନ୍ତି । କାମନା ସିଧି କରିବା ଓ ଯାହା କାମ ଥିବା ସିଦ୍ଧିପ୍ରାପ୍ତ ହେବ । ଆମେ ଭଗତ ବନିଯିବୁ ଓ ଆମେ ଶକ୍ତିମାନ ହୋଇଯିବୁ ଆମ ପାଖରେ ବହୁତ ଶକ୍ତି ଥିବା । ଏହିସବୁ ଲୋକ ମାନଙ୍କର ଭ୍ରମ ହୋଇଥାଏ, ସେହିଲୋକ ନା ସାଂସାରିକ ଜୀବନରେ ସୁଖ ପାଇଥାନ୍ତି ଓ ଯେବେ ଏମାନଙ୍କର ମୃତ୍ୟୁ ହୋଇଥାଏ ଏହିମାନଙ୍କ ଦ୍ଵାର ହୋଇଥାଏ ।
ଏହିଯେଉଁ ବେତାଳ, ଯକ୍ଷ, ପିଶାଚିନିର ସାଧନ କରିବା ଦ୍ଵାରା ବହୁତ ଖରାପ ହୋଇଥାଏ । ଏହିସାଧନା ଦ୍ଵାରା ଜୀବନରେ କିଛି ଦେଇଥାନ୍ତି କିନ୍ତୁ ନେଲା ବେଳକୁ ଶୁଦ୍ଧ ସମେତ ନେଇଥାନ୍ତି ଓ ଜୀବନକୁ ନର୍କ କରିଦେଇଥାନ୍ତି ।ଆମେ ଯେତେବେଳେ ଭଗବାନଙ୍କ ସେବା କରିଥାଉ ଭଗବାନ ଆମ ଜୀବନରେ କେଉଁ ଭଳି କାର୍ଯ୍ୟ କରିଥାନ୍ତି ଓ ସେ ଆମର ସାହାର୍ଯ୍ୟ କେମିତି କରିଥାନ୍ତି ।
ଭଗବାନ ଯେବେ ସାହାର୍ଯ୍ୟ ଦେଇଥାନ୍ତି ସେ ବାଟ ଦେଖାଇ ଥାନ୍ତି ଓ ଆମେ କର୍ମ କରିଥାଉ ଯେତେବେଳେ ଆମେ ଭାବି ଥାଉ ଭଗବାନ ଆମର କଣ କରିଛନ୍ତି ସେତେବେଳେ ଯାଇ ଆମକୁ ସୁଖ ମିଳିଥାଏ । ଆପଣାମାନଙ୍କୁ ସଫଳତା ଦେଇଥାନ୍ତି ନକରାତ୍ମକ ଊର୍ଜାରୁ ରକ୍ଷା କରିଥାନ୍ତି । ଏହି କାର୍ଯ୍ୟ ଭଗବାନ କରିଥାନ୍ତି । ସେ ଆମକୁ ବିପଦରୁ ଓ ଅନେକ ନକରାତ୍ମକ ଊର୍ଜାରୁ ରକ୍ଷା କରିଥାନ୍ତି ଓ ଘରେ ସୁଖ ସମୃଦ୍ଧି ଦେଇଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।