ଆଜି ଆମେ ଆପଣଙ୍କୁ କିଛି ସୂଚନା ଦେବୁ ଯାହା ପ୍ରାୟ ଘଟୁଛି, କିନ୍ତୁ ସୂଚନା ଅଭାବରୁ ଲୋକ ଏହି ଅପରାଧକୁ ସାମାନ୍ଯ କଥା ଭାବି ଛାଡି ଦିଅନ୍ତି କିନ୍ତୁ ଏହି ଅପରାଧ କେତେ ଗଂଭୀର ହୋଇଥାଏ । ଆଜିର ଧାରା ୩୬୫ ରେ କହିବୁ । କେବେ କେବେ ବହୁତ ମାତା ପିତାର ଅଭିଯୋଗ ଆସିଥାଏ ତାଙ୍କ ଝିଅକୁ ଜ୍ଵାଇଁ ଜବରଦସ୍ତ ମା ଘରୁ ନେଇଯାଇ କିନ୍ତୁ ଜ୍ଵାଇଁ ତାର ଏସଟିରେକୁ ଶଶୁର ଘରକୁ ନନେଇ ଯଦି କେଉଁଠି ଛୁପେଇକି ରଖୁଛି । ଝିଅକୁ ତାଙ୍କ ବାପା ମା ସହିତ ମିସାଇବାକୁ ଦେଉନି । କଣ ମାତା ପିତା ଜ୍ଵାଇଁ ଉପରେ ୩୬୫ ଧାରା ଅନ୍ତର୍ଗତ ମାମଲାରେ କେସ କରିପାରିବେ ଆସନ୍ତୁ ଜାଣିବା ?
ଭାରତୀୟ ଦଣ୍ଡ ସଂହିତା, ୧୮୬୦ ଧାରା ୩୬୫ର ପରିଭାଷା:-
ଯଦି କେହି ବ୍ୟକ୍ତି କାହାକୁ ବଳପୂର୍ବକ ଅପହରଣ କି ବ୍ୟପହରଣ କରିଥାଏ । ଓ ଏହାପରେ ସେହି ଅପହରଣ କି ବ୍ୟପହରଣ କରାଯାଇଥିବା ବ୍ୟକ୍ତିକୁ କୌଣସି ଗୁପ୍ତା ଜାଗାରେ ଛୁପେଇକି ରଖିଥାଏ । ଏମିତି କରିଥିବା ବ୍ୟକ୍ତିକୁ ଧାରା ୩୬୫ ଦ୍ଵାରା ଦୋଷୀ ହେବ ।
ଭାରତୀୟ ଦଣ୍ଡ ସଂହିତା ୧୮୬୦ ଧାରା୩୬୫ ଅନ୍ତର୍ଗତ ଦଣ୍ଡର ନିୟମ :-
ଏହି ଧାରାରା ଅପରାଧ କୌଣସି ପ୍ରକାରେ ବୁଝାମଣାର ଯୋଗ୍ୟ ନୁହେଁ । ଏହା ଗୁରୁତର ଅପରାଧ ଓ ଅଜମାନତିୟ ଅପରାଧ ହୋଇଥାଏ । ଏହାର ଶୁଣାନିର ଅଧିକାର ପ୍ରଥମ ମାଜିଷ୍ଟ୍ରେଟର ହୋଇଥାଏ ( ମଧ୍ୟପ୍ରଦେଶ ଦଣ୍ଡ ସଂହିତା ସଂଶୋଧନ ଅଧିନିୟମ ୨୦୦୭ ଅନୁସାରେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟର ସ୍ଥାନରେ ସେଶନ ନ୍ୟାୟଳୟ ସ୍ଥାପିତ କରାଯାଇଛି ) ।
ସଜା – ଉପଯୁକ୍ତ ଅପରାଧ ପାଇଁ ୭ ବର୍ଷର କାରାବାସ ଏବଂ ଜୋରିମାନାରେ ଦଣ୍ଡିତ କରାଯାଇ ପାରିବ :-
ଘୁଘରୁ ବନାମ ସମ୍ରାଟ – ଆରୋପି ପତି ନିଜ ପତ୍ନୀକୁ ନିଜର ବାପା ଘର ଛାଡିବା ପାଇଁ ବାଧ୍ୟ କରିବା ପାଇଁ ତା ବିରୁଦ୍ଧରେ ବାଲା ପ୍ରୟୋଗ କଲା ଓ ସ୍ତ୍ରୀକୁ ଘରକୁ ନନେଇ ଅନ୍ୟ ସ୍ଥାନରେ ରଖିଲା । ଯେମିତିକି ଝିଅର ମାତା ପିତା ତଖୁ ଖୋଜି ନପାରିବେ । ନ୍ୟାୟଳୟ ଦ୍ଵାରା ଆରୋପିକୁ ୩୬୫ ଅଧୀନରେ ଦୋଷୀ କରଯାଇଥିଲା ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।