କେବେ ଭୁଲରେବୀ ଏହି 4 ଟି ରାଶି ଲୋକ ପିନ୍ଧିବା କଥା ନୁହେଁ , ଖରାପ ପ୍ରଭାବ ପଡିପାରେ । ଧନ ଲାଳସାରେ ସବୁକିଛି ହରାଇ ବସିବେ । ଲୋକମାନେ ଧନ ସମ୍ପତି ପାଇଁ ବହୁତ ଉପାୟ କରିଥାନ୍ତି , ଯଦି ଉପାୟ ଠିକସେ ନକରାଯାଏତ ବ୍ୟକ୍ତିକୁ ବହୁତ ସାରା ବିପଦର ସାମ୍ନା କରିବାକୁ ପଡିଥାଏ ।
ଏଥିଲାଗି ଭଲ ହେବା ଅପେକ୍ଷା ଦୁର୍ଭାଗ୍ୟ କାରଣ ହୋଇପାରେ । ସେଥିପାଇଁ ଯାହାବି ଜ୍ୟୋତିଶ ଉପାୟ କରୁଛନ୍ତି ଭାବିଛିନ୍ତି କରନ୍ତୁ । କରିବା ପୂର୍ବରୁ ସେଇ ଉପାୟ ବିଷୟରେ ଭଲ ଭାବରେ ବୁଝିବା ଆବଶ୍ୟକ ହୋଇଥାଏ । ଆଜିକାଲି ବହୁତ ଲୋକ ଅଛନ୍ତି ଯାହାଙ୍କ ହାତରେ କଇଁଛ ମୁଦି ଦେଖିଥିବେ ।

ତାର ଫାଇଦା ଓ କ୍ଷତି ବିଷୟରେ ଜାଣିନଥିବେ । ଖାଲି ପିନ୍ଧିଥିବେ ଧନର ଆଗମନ ପାଇଁ । କିନ୍ତୁ ଏମିତି ହୋଇନଥାଏ । ଆପଣଙ୍କୁ କହିବାକୁ ଚାହୁଞ୍ଚୁ କିଛି ରାଶି ଏମିତି ହୋଇଥାଏ ସେମାନଙ୍କୁ ଭୁଲରେବି କଇଁଛର ମୁଦି ପିନ୍ଧିବା କଥା ନୁହେଁ । ଆସନ୍ତୁ ଜାଣିବା କେଉଁ ରାଶି କଇଁଛ ମୁଦି ପିନ୍ଧିବା କଥା ନୁହେଁ ।

କର୍କଟ ରାଶି – ଏହି ରାଶିର ଦେବତା ମଙ୍ଗଲ ଅଟନ୍ତି । ଏମିତିରେ ଆପଣ କଇଁଛର ମୁଦି ପିନ୍ଧିବା ଆବଶ୍ୟକ ନୁହେଁ । ଯଦି ଆପଣ ଏମିତି କରିବେ ଆପଣଙ୍କୁ ମଙ୍ଗଳ ଦୋଷ ଲାଗିପରେ । ଏଥିରେ ଆପଣଙ୍କ କାମ ଧଣ୍ଡରେ ବହୁତ ଅସୁବିଧା ହୋଇପାରେ । ସେଥିଲାଗି ଏମିତି କରିବାରୁ ଦୂରେଇ ରୁହନ୍ତୁ ।

ମୀନ ରାଶି – ଏହି ରାଶିର ସ୍ଵାମୀ ବୃହସ୍ପତି ଗ୍ରହ ଅଟେ । ବୃହସ୍ପତିର ଶାନ୍ତି ପାଇଁ ଏହି ଜାତକର ବ୍ୟକ୍ତିକୁ ସୁନା, ଧାତୁ, ପୁଖରାଜ, ଚନା ଡାଲି, ଚିନୀ, ସୁପାରି ଦକ୍ଷିଣା ଆଦି, ଏହି ଜିନିଷର ଦାନ କରିବା ଉଚିତ । ଏହି ରାଶିର ଲୋକଙ୍କୁ କଇଁଛର ଆଙ୍ଗୁଠି ପିନ୍ଧିବା ଉଚିତ ନୁହେଁ ।
ମେଶ ରାଶି – ମେଶ ରାଶିର ସ୍ଵାମୀ ମଙ୍ଗଳ ଗ୍ରହକୁ କୁହାଯାଇଛି । ଯଦି ଏମିତି କେହି ବ୍ୟକ୍ତି କଇଁଛର ମୁଦି ପିନ୍ଧି ଥାଏତ, ମଙ୍ଗଳ ହେବା ଜାଗାରେ ଅମଙ୍ଗଳ ହୋଇଥାଏ ।

କନ୍ୟା ରାଶି – ଏହି ରାଶିର ସ୍ଵାମୀ ବୁଧ ଗ୍ରହ ଅଟନ୍ତି । ଏମିତି କିଛି କାମ କରନ୍ତୁ ନାହିଁ, ଯେଉଁଥିରେ ଦୋଷ ଲାଗି ପରେ । ଅର୍ଥାତ କଇଁଛ ମୁଦି ପିନ୍ଧନ୍ତୁ ନାହିଁ । ଏହି ରାଶିର ଲୋକମାନେ କଇଁଛର ମୁଦି ପିନ୍ଧିଲେ ବିପରୀତ ପ୍ରଭାବ ପଡିପାରେ । ବ୍ୟବସାୟ ଓ କାମ କାର୍ଯ୍ୟରେ ବିପରୀତ ପ୍ରଭାବ ପଡିପାରେ । ଏମାନଙ୍କ ଜୀବନରେ ଦୁଖ କଷ୍ଟ ବଢିଯାଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।