କରୋନା ଭାଇରସ ଆମ ଦୁନିଆରେ ଏମିତି ଗୋଟେ ଭାଇରସ ଆସିଲା ଯାହା ଦ୍ଵାରା ଲକଡାଉନ ଭଳି ପରିସ୍ଥିତି ଆସିଥିଲା । ତେବେ ବର୍ତମାନ ମଧ୍ୟ କରୋନା ସମାପ୍ତ ହୋଇ ନାହିଁ କିନ୍ତୁ ବର୍ତମାନ ସ୍ଥିତି କିଛି ବଦଳି ଯାଇଛି । କିନ୍ତୁ ଆରମ୍ଭ ସମୟରେ ଏପ୍ରିଲ, ମେ, ଜୁନ ଏହି ସବୁ ସମୟରେ ଲକଡାଉନ ସ୍ଥିତି ଥିଲା ଓଁ ଲୋକ ଖାଇବାକୁ ପାଉନଥିଲେ, ମଧ୍ୟମ ବର୍ଗ ଘର ପରିବାର ମାନେ ମଧ୍ୟ ଖାଇବାକୁ ପାଉ ନଥିଲେ ରୋଜଗାର ନଥିଲା ଲୋକେ କେମିତି କଣ କରିବେ ଚିନ୍ତା କରୁଥିଲେ ।
ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଲକଡାଉନରେ ମଧ୍ୟ ରୋଜଗାର କରିଛନ୍ତି ।

୧. ପ୍ରଭାସ :
ଆପଣ ମାନେ ପ୍ରଭାସଙ୍କୁ ବେସ ଭଲ ଭାବରେ ଜାଣିଥିବେ ତେବେ ତାଙ୍କ ବାହୁବଌ ଫିଲ୍ମ ବର୍ତମାନ ପର୍ଯ୍ୟନ୍ତ ଲୋକଙ୍କ ମନରେ ନିଜ ଚିହ୍ନ ଛାଡି ଦେଇଛି । ଏହି ଫିଲ୍ମ ଦ୍ଵାରା ପ୍ରଭାସ ଭାରତ ର ସବୁଠାରୁ ପ୍ରସିଦ୍ଧ ଅଭିନେତା ହୋଇଛନ୍ତି । ତେବେ ଖବର ଅନୁଯାଇ ୨୦୨୦ ଗଣନା ଅନୁଯାଇ ପ୍ରଭାସଙ୍କ ପାଖରେ ୧୨୮ କୋଟି ଟଙ୍କା ଧାନ ସମ୍ପତ୍ତି ଅଛି । ତେବେ ଲକଡାଉନରେ ତାଙ୍କୁ କିଛି ହାନି ହୋଇ ନାହିଁ ସେ ନୂଆ ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି ବୋଲି କୁହା ଯାଉଛି ଯାହା ମେଗା ଷ୍ଟାର ରଜନୀକାନ୍ତ ଠାରୁ ବି ଅଧିକ ଅଟେ ।

୨. ଅଜୟ ଦେବଗନ :
ଅଜୟ ଦେବଗନ ବିଷୟରେ କିଏ ଅବା ଜାଣି ନାହିଁ, ସେ ବହୁତ ଭଲ ଅଭିନେତା ହବା ସହ ବହୁତ ଭଲ ନିର୍ଦେଶକ ଅଟନ୍ତି, ତାଙ୍କ ଏକସନ ଫିଲ୍ମ ଦର୍ଶକ ମାନାଙ୍କୁ ଦେଖିବା ବହୁତ ପସନ୍ଦ ହୋଇଥାଏ । ତେବେ ଏହା ଛଡା ଅଜୟ ବହୁତ ବ୍ରାଣ୍ଡ ର ବ୍ରାଣ୍ଡ ଆମ୍ବାସ୍ଦାର ଅଛନ୍ତି ଓ ଖବର ଅନୁଯାଇ ଆଜ୍ୟ ଗୋଟେ ଫିଲ୍ମ ପାଇଁ ୫୨ କୋଟି ଟଙ୍କା ଡିମାଣ୍ଡ କରିଥାନ୍ତି ଏହା ଛଡା ତାଙ୍କର ନିଜର ପ୍ରଡ଼କ୍ସନ ହାଉସ ଅଛି ଯାହା ଦ୍ଵାରା ତାଙ୍କୁ ବହୁତ ଲାଭ ମିଳିଥାଏ । ତେବେ ବର୍ତମାନ ସମୟରେ ଅଜୟ ଦେବଗନଙ୍କ ଟୋଟାଲ ସମ୍ପତ୍ତି ୩୫୦ କୋଟି ଟଙ୍କା ଅଛି ।

୩. ଅକ୍ଷୟ କୁମାର :
ତେବେ ଖିଲାଡ଼ି ଅକ୍ଷୟ କୁମାରଙ୍କ ବର୍ଷରେ ୪ଟି ଫିଲ୍ମ ଆସିଥାଏ, ତେବେ ଏହି ଫିଲ୍ମ ଅନୁଯାଇ ତାଙ୍କର ଗୋଟେ ବର୍ଷରେ ସବୁଠାରୁ କମ ୧୦୦ କୋଟି ଟଙ୍କା ଲାଭ ହୋଇଥାଏ । ତେବେ ଗୋଟେ ବର୍ଷରେ ଅକ୍ଷୟ କୁମାର ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ତେବେ ଅକ୍ଷୟ କୁମାରଙ୍କ ଟୋଟାଲ ସମ୍ପତ୍ତି ୩୬୭ କୋଟି ଟଙ୍କା ସମ୍ପତ୍ତି ଅଛି ।
ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।