ଆମେ ଆମେ ଗଣ୍ଠି ଦରଜରୁ କେମିତି ମୁକ୍ତି ମିଳିବ ବହୁତ ବଢିଆ ଘରୋଇ ଉପାୟ ବତେଇବୁ । ଏହି ଯେଉଁ ଘରୋଇ ଉପାୟ ରହିଛି ବହୁତ ସହଜ ଅଟେ ଏହାକୁ ଲଗେଇବା ଦ୍ଵାରା ଗଣ୍ଠି ଦରଜ ଭଲ ହୋଇଥାଏ । ସେ ଯେଉଁ ପ୍ରକାର ଦରଜ ହୋଇଥାଏ ଗଣ୍ଠି ଦରଜ, ଅଣ୍ଟା, କି ହାତ ଦରଜ ହେଉ ବିଲ କୁଳ ଠିକ ହୋଇଯିବ ଏହା ସହିତ ପାଦରେ , ଗୋଇଠି, ମୁଠିରେ ସୁଜନ ଆସିଛିତ ସେ ମଧ୍ୟ ଭଲ ହୋଇଯିବ ।
ଏହା ଅରଖ ଗଛ ଅଟେ, ଏହା ବହୁତ ପ୍ରାଚୀନ ସମୟରୁ ଅରଖ ପତ୍ରର ପ୍ରୟୋଗ ଗଣ୍ଠିର ଦରଜ ପାଇଁ କରାଯାଇଛି ।ଏହା ପାଇଁ ବନେଇବା ଗୋଟେ ପେଷ୍ଟ, ଏହି ପେଷ୍ଟ ଆମ କଷ୍ଟକୁ ଉପସମ କରିବ ।
ଏଠାରେ ଆମେ ନେବା ଆଲୋଭେରା, ଆପଣଙ୍କୁ ଗୋଟିଏ ଚାମଚ ଆଲୋଭେରା ଜେଲ ନେବାକୁ ହେବ । ଏହି ଆଲୋଭେରା ଜେଲ ଗଣ୍ଠି ପାଇଁ ବହୁତ ଲାଭକାରୀ ହୋଇଥାଏ । ସେଇ ଆଲୋଭେରାକୁ ଗୋଟେ ପାତ୍ରରେ ନେଇ ତାକୁ ଭଲରେ ମିକ୍ସ କରନ୍ତୁ ଓ ସେଥିରେ ଅଳ୍ପ ମାନେ ଗୋଟେ ସ୍ପୁନ ହଳଦୀ ମିଶାନ୍ତୁ । ହଳଦୀ ଆଣ୍ଟି ବ୍ୟକ୍ଟେରିଆଲ ହୋଇଥାଏ ବହୁତ ପ୍ରକାର ରୋଗର ନିବାରକ ହୋଇଥାଏ ।
ଏଥିରେ ତିନୋଟି ଜିନିଷ ଲାଗିବ ଆଲୋଭେରା, ହଳଦୀ, ସୋରିଷ ତେଲର ଆବଶ୍ୟକ ହୋଇଥାଏ । ଏହି ତିନୋଟି ମିଶ୍ରଣକୁ ଭଲ ଭାବରେ ମିଶାଇ ଦେବେ । ଏହି ଯେଉଁ ଅରଖ ଗଛ ଅଟେ ଏହାର ବହୁତ ମେଡ଼ିସିନାଲ ପ୍ରୟୋଗ ହୋଇଥାଏ ଆଉ ଟିକେ ବିଷକ୍ତ ମଧ୍ୟ ହୋଇଥାଏ । ଏହାକୁ ବହୁତ ସାବଧାନ ଭାବରେ ଏହାର ପ୍ରୟୋଗ କରିବା ଦରକାର ହୋଇଥାଏ । ଏହି ଅରଖ ପତ୍ର ଛିଡେଇଲା ପରେ ସେଥିରୁ କିଛି କ୍ଷୀର ବାହାରି ଥାଏ ଯଦି ଏହି କ୍ଷୀରକୁ ଗଣ୍ଠିରେ ଲଗାଇବା ବା ମସାଜ କରିବା ଏହି କ୍ଷୀରରେ ଗଣ୍ଠି ଦରଜରୁ ମଧ୍ୟ ମୁକ୍ତି ମିଳିବ ।
ଏହି ଅରଖ ପତ୍ର ଗଣ୍ଠି ଦରଜରୁ ମୁକ୍ତି ଦେଇଥାଏ । ଏହି ଅରକ୍ଷ ପତ୍ରକୁ ହଲ୍କା ଗରମ କରୀ ସେଇ ପତ୍ରକୁ ଗଣ୍ଠି ଦରଜରେ ଲଗାଇବେ । ଏହି ପତ୍ରକୁ ଗରମ କଲାବେଳେ ସେଥିରେ ସୋରିଷ ତେଲ ପତ୍ର ଉପରେ ପକାନ୍ତୁ । ଏହି ପତ୍ରକୁ ଗରମ ଗରମ ବାନ୍ଧିବା ଦ୍ଵାରା ଆରାମ ମିଳିଥାଏ । ଏଥିରେ କିଛି ଏମିତି ରସାୟନ ଥାଏ ଯାହା ଆରାମ ହାଡ ଦରଜକୁ ଭଲ କରିଥାଏ ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।