କିଛି ଲୁଣକୁ କପଡାରେ ବାନ୍ଧି ଏହିଠାରେ ରଖନ୍ତୁ, ସକାଳୁ ଦେଖନ୍ତୁ ଚମତ୍କାର

ଲୁଣ କେବଳ ଭୋଜନର ସ୍ଵାଦ ବଢାଇ ନଥାଏ ଏହା ସହ ଆପଣଙ୍କୁ ଜଲ୍ଦି ଧନୀ ଓ ସୁନ୍ଦର ବି ବନାଇ ପାରେ । ସବୁଠୁ ଖାସ କଥା ଏହା ଯେ ଲୁଣର ଉପାୟ ଆପଣାଇବା ଦ୍ଵାରା ଆପଣଙ୍କୁ ଆପଣଙ୍କ ପତ୍ନୀ ମଧ୍ୟ ପ୍ରତିଦିନ କରୁଥିବା ଝଗଡା ବନ୍ଦ ହୋଇଯିବ । ଏହା ଛଡା ଲୁଣ ରେ ଔଷଧୀୟ ଗୁଣ ମଧ୍ୟ ବହୁତ ରହିଛି । ଗ୍ରୀଷ୍ମ ଋତୁ ବା ଗରମ ଦିନରେ ପାଣିରେ ଏକ ଚାମଚ ଲୁଣ ପକାଇ ଗାଧୋଇଲେ ଆପଣଙ୍କ ରଙ୍ଗ ଫିଟିବା ସହ ଝାଳ ର ଦୁର୍ଗନ୍ଧରୁ ମୁକ୍ତି ମିଳିବ ।

୧) ଘରେ ଯଦି ଆର୍ଥିକ ସମସ୍ୟା ଥାଏ ବା ଘରେ ପଇସା ରହୁନଥାଏ, ଖର୍ଚ ଅଧିକ ହୋଇଥାଏ ତେବେ ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ । ଦେଶୀ ଲୁଣର ଏକ ଖଣ୍ଡ ନେଇ ତାକୁ ଘରର ମୁଖ୍ୟଦ୍ଵାର ରେ ନାଲି କପଡା ରେ ବାନ୍ଧି ମଝିରେ ଝୁଲାଇବା ଦ୍ଵାରା ପଇସା ର ବରବାଦି ଅଟକି ଯାଇଥାଏ ।

ଜଲ୍ଦି ଧନୀ ହେବାକୁ ଚାହୁଁଥିଲେ ଘରର ମୁଖ୍ୟ ଦ୍ଵାର ରେ ଲୁଣର ଖଣ୍ଡ ଝୁଲାଇବା ସହ ଘରର ତିଜୋରି ଉପରେ ମଧ୍ୟ ଝୁଲାଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହ ଘରକୁ ପଇସା ମଧ୍ୟ ଆସିବାକୁ ଲାଗିବ ।

୨) ଘରର ଲୋକମାନେ ବେମାର ରେ ଥିଲେ ତେବେ ଜାଣି ନିଅନ୍ତୁ ଆପଣଙ୍କ ଘରେ ରାହୁ ର ନଜର ଲାଗିଛି । ରାହୁ ର ପ୍ରକୋପ ଦୂର କରିବା ପାଇଁ କୌଣସି ଏକ ପଣ୍ଡିତ ଙ୍କୁ ଡାକି ଯଜ୍ଞ କରାଇଲେ ହଜାର ରୁ ଅଧିକ ତାଙ୍କ ଖର୍ଚ୍ଚ ହୋଇପାରେ । ବାସ୍ତୁ ଉପାୟ ଅନୁସାରେ ଏକ କାଁଚ ତାଟିଆ ରେ ଲୁଣ ରଖି ଆପଣଙ୍କ ବାଥରୂମ ର ଦକ୍ଷିଣ କୋଣରେ ରଖି ଦିଅନ୍ତୁ । ଧ୍ୟାନ ରଖନ୍ତୁ କି ତାଟିଆ ଟି କୌଣସି ବସ୍ତୁ, କପଡା ଓ କାଗଜ ଦ୍ଵାରା ଘୋଡାଇ ନହୋଇପାରେ । ଜ୍ୟୋତିଷ ଙ୍କ ଅନୁସାରେ ପାରଦର୍ଶୀ କାଁଚ ଓ ଲୁଣ ମିଶି ରାହୁ ପ୍ରକୋପ ଦୂର କରିଥାନ୍ତି । ରାହୁ ଙ୍କୁ ନକରାତ୍ମକ ଉର୍ଜ୍ଜା ର ସ୍ରୋତା ମାନାଯାଇଥାଏ । ଏହି କାରଣ ଯୋଗୁଁ ଘରେ ବେମାରି ହୋଇଥାଏ ।

୩) ଘରେ ଭଲ ପରିବେଶ ଚାହୁଁଥିଲେ ଓ ଝଗଡା ଠାରୁ ଦୂରେଇ ରହିବାକୁ ଚାହୁଁଥିଲେ ଘର ର ମୁଖ୍ୟ ହଲ ଓ ବେଡରୂମ ରେ ରକସଲ୍ଟ ର ଲାମ୍ପ ରଖନ୍ତୁ । ବଜାର ରେ ଏହା ଆପଣଙ୍କୁ ମିଳିଯିବ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ସବୁବେଳେ ହେଉଥିବା ଝଗଡା ବନ୍ଦ ହୋଇଯିବ । ବାସ୍ତୁ ବିଜ୍ଞାନ ଅନୁସାରେ ରକସଲ୍ଟ ଲାମ୍ପ ଦ୍ଵାରା ପାରିବାରିକ ସମ୍ବନ୍ଧ ବଢିଥାଏ । ଓ ସୁଖ ସମୃଦ୍ଧି ଆସିଥାଏ । ଏହା ସହ ଏହା ଆପଣଙ୍କୁ ବହୁତ ସୁନ୍ଦର ବନାଇ ଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *