ସୋମବାର 0୪ ଜାନୁୟାରୀ 2021- ଆଜି ମହାଦେବଙ୍କ କୃପାରୁ ଏହି 5 ରାଶିଙ୍କ ଜୀବନରେ ଆସିବ ବଡ ଖୁସି ଖବର

ଆଜିର ରାଶିଫଳ ୪ ଜାନୁଆରୀ ସୋମବାରକୁ ଚନ୍ଦ୍ରମାଙ୍କ ସଂଚାର ମଧ୍ୟାନ ପର୍ଯ୍ୟନ୍ତ କନ୍ୟା ରାଶିରେ ପୁଣି ଶୁକ୍ରର ରାଶି ତୁଳାରେ ହେବ । ଏଠାରେ ବୁଧ ଓ ସୂର୍ଯ୍ୟ ପୂର୍ବରୁ ବସିଛନ୍ତି ଏମିତିରେ ତୁଳା ରାଶିରେ ସୂର୍ଯ୍ୟ, ବୁଧ ଓ ଚନ୍ଦ୍ରରେ ତ୍ରିଗ୍ରହୀ ଯୋଗ ବନୁଛି । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଅପାନ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ:

ଆଜିର ଦିନ ମହତ୍ଵକଙ୍ଖି ପ୍ରବୃତି ଲୋକଙ୍କ ପାଇଁ ଶୁଭ ଫଳଦାୟୀ ରହିବ । ପ୍ରଭାବଶାଳୀ ବାଣୀ ଦ୍ଵାରା ସୌଭାଗ୍ୟ ପ୍ରାପ୍ତି ହେବ । ପରିବାର ଲୋକଙ୍କ ସହିତ ଭଲ ସମୟ ବ୍ଯତୀତ ହେବ । ଘରେ କୋଳାହଳ ଦେଖିବାକୁ ମିଳିପାରେ । ପରିବାର ସମ୍ପର୍କରେ ନିଆ ଜିନିଷ ଦେଖିବାକୁ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଯୋଜନା ଦ୍ଵାରା ଲାଭ ହେବ । ସକାଳ ସମୟରେ ଅତିଥି ମାନଙ୍କ ଆଗମନ ଦ୍ଵାରା ଖରଚ ବଢିପାରେ ।  ଭାଗ୍ୟ ୮୬ ପ୍ରତିଶତ ସହଯୋଗ କରିବ ।

ବୃଷ :

କାର୍ଯ୍ୟ କ୍ଷେତ୍ରରେ ଆଧିକାରୀ ଆପଣଙ୍କୁ ଅତିରକ୍ତି  କାର୍ଯ୍ୟ ଦେଇପାରାନ୍ତି । ଯାହାକୁ ସଫଳତା ପୂର୍ବକ କରିବା ଦ୍ଵାରା ଆପଣଙ୍କ ଖ୍ଯାତି ବଢିବ । ବ୍ୟାପାରୀ ବର୍ଗ ଏହି ଦିନରେ ବ୍ୟସ୍ତ ରହିବେ ଓ ଲକ୍ଷ୍ମୀ ମାତାଙ୍କ ଆଶୀର୍ବାଦ ମିଳିବ । ଅଫିସରେ ନିଜ କାର୍ଯ୍ୟ କୌଶଳ ଦ୍ଵାରା ଆପଣ ସତୃଙ୍କ ଉପରେ ବିଜୟ ପ୍ରାପ୍ତ କରିବ । ଘର ଗୃହର ଉପଯୋଗ ଦ୍ଵାରା କିଛି ବସ୍ତୁ କିନା ଯାଇପାରିବ । ଏହା ସହିତ ନୂଆ ବସ୍ତ୍ର କିଣିବେ । ଦାମ୍ପତ୍ୟ ଜୀବନରେ ସରସତା ବନାଇ ରଖନ୍ତୁ, ସମଯରେ ସଂମାନ ବଢିବ ।

ମିଥୁନ :

ଭାଇ ବାହୁନିର ସ୍ନେହା ପ୍ରାପ୍ତ ହେବ ଓ ତାଙ୍କ ସାହାର୍ଯ୍ୟ ଦ୍ଵାରା ଲାଭ ହେବ । ପାରିବାରିକ ବିଜନେସକୁ ବଢାଇବା ପାଇଁ ପରିବାରରେ ବିଚାର ବିମର୍ଶ ହେବ । ପ୍ରେମ ସମ୍ବନ୍ଧରେ ଉପହାର ବା ସଂମାନ ପ୍ରାପ୍ତି ହେବ । ବ୍ୟାପାରୀ ବର୍ଗଙ୍କ ପାଇଁ ନୂଆ ସଉଦା ଲାଭ ପ୍ରଦ ହେବ । ପୂଜା ପର୍ବ ମୌକାରେ ରାଜନୈତିକ ଗତିବିଧିଆରେ ଅଳ୍ପ ରୁକାବଟ ଆସିପାରେ । ରାଜକୀୟ ପକ୍ଷରା ସହଯୋଗ ଦ୍ଵାରା ବ୍ୟବସାୟକ ଲାଭ ହେବ ଓ ନିବେଶ କରିବାର ମଉକା ମଧ୍ୟ ମିଳିବ ।

କର୍କଟ :

ବ୍ୟାପାରରେ ପାର୍ଟନର ସହଯୋଗ ମିଳିବ ଓ ଚାକିରି ଆଉ ପଇସାରେ କିଛି ଉପହାର ମଧ୍ୟ ମିଳିପାରେ । ସଦ କାର୍ଯ୍ୟରେ ରୁଚି ରହିବ, ଯେଉଁଥିରେ ମନକୁ ଶାନ୍ତି ମିଳିବ ।ଛାତ୍ର ନିଜ ଲକ୍ଷ୍ୟର ପୂରଣ ଲାଗି ଅଧିକ କଷ୍ଟ କରିବାକୁ ପଡିପାରେ । ମାତା ପିତାଙ୍କ ଆଶୀର୍ବାଦ ମିଳିବ ଓ ପୁରା ପରିବାର ସାଥିରେ ମିସିକି ରହିବେ । ବିଦେଶୀ ସଂସ୍ଥା ସହିତ କମ କରିବା ଦ୍ଵାରା ଲାଭ ହେବ । ଭାଗ୍ୟ ୮୬ ପ୍ରତିଶତ ସହଯୋଗ କରିବ ।

ସିଂହ :

ସମାଜରେ ଆପଣଙ୍କ ଛବିରେ ସୁଧାର ଆସିବ । ଦୋକାନ ବା କାରୋବାରରେ ବୃଦ୍ଧି ହେବ ଓ ଘରରା ସଜାବଟରେ ଧ୍ୟାନ ଦେବେ । ଛୁଆ ଓ ସ୍ତ୍ରୀଙ୍କ ପାଇଁ କିଛି ଉପହାର ଆଣିପାରନ୍ତି । ଆପଣଙ୍କ ସାମାଜିକ କାର୍ଯ୍ୟରେ ବୃଦ୍ଧି ହୋଇପାରେ । ଭଉଣୀର ବାହାଘର ଚିନ୍ତା ଶେଷ ହେବ । ଭାଗ୍ୟ ୮୫ ପ୍ରତିଶତ ସହଯୋଗ କରିବ ।

କନ୍ୟା :

କାର୍ଯ୍ୟ କ୍ଷେତ୍ରରେ ଆପଣନାକୁ ଟିକେ ଅଧିକ କାର୍ଯ୍ୟ କରିବାକୁ ପଡିପାରେ । ଗ୍ରହ ନଖେତ୍ରର ଯୋଗ ଆପଣଙ୍କୁ ଉତ୍ତମ ସମ୍ପତି ପ୍ରଦାନ କରିବେ ଓ ସମାଜରେ ଆପଣଙ୍କ ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ଶାସକୀୟ ସଂମାନ ପ୍ରାପ୍ତ ହେବ । ନିବେଶ ଦ୍ଵାରା ଖୋଲିବ ନୂଆ ବ୍ୟାପାର ଧାରା । ବିଦେଶରୁ ଆପଣଙ୍କୁ ଶୁଭ ସମାଚାର ମିଳିବ । ଜୀବନ ସାଥିର ପୁରା ସହଯୋଗ ମିଳିବ ।

ତୁଳା :

ସାଂସାରିକ ସୁଖ ବୃଦ୍ଧି ହେବ ଓ ଜୀବନ ସାଥିର ପୂର୍ଣ ସହଯୋଗ ମିଳିବ । ସନ୍ତାନ ତରଫରୁ କିଛି ଶୁଭ ସମାଚାର ମିଳିବା ଦ୍ଵାରା ମନ ପ୍ରସନ୍ନ ରହିବ । ଏହା ସହିତ ସନ୍ତାନ ବିବାହର ଚିନ୍ତା ହେବ । କାର୍ଯ୍ୟ କ୍ଷେତ୍ରରେ ଲାଭ ହେବ ଓ କାର୍ଯ୍ୟରେ ବୃଦ୍ଧି ହେବ । ରାଜନୈତିକ ଲୋକଙ୍କ ଦ୍ଵାରା ସମ୍ପର୍କ ହେବ ଦ୍ଵାରା ଭବିଷ୍ୟତରେ ଲାଭର ମାର୍ଗ ପ୍ରଶସ୍ତ ହେବ । ରୋଜଗାର କ୍ଷେତ୍ରରେ ଲାଭ ସହିତ ସଫଳତା ମିଳିବ ।

ବିଛା :

ଆଜିର ଦିନ ପରୋପକାର ଦ୍ଵାରା ବ୍ଯତୀତ ହେବ ଓ ଆଉ କାହାର ସାହାର୍ଯ୍ୟ  କରିବା ଦ୍ଵାରା ଆତ୍ମା ସନ୍ତୁଷ୍ଟି ମିଳିବ । ଦାନ ପୂଣ୍ୟ କ୍ଷେତ୍ରରେ ରୁଚି ବଢିବ । ଅଫିସରେ ଅଧିକାରୀଙ୍କ ଦ୍ଵାରା ବୃଦ୍ଧି  ହେବ ଦ୍ଵାରା ସାଥିଙ୍କ ମନ କିଛି ଖରାପ ହୋଇପାରେ । ପରିଶ୍ରମ ଓ ଧର୍ଯ୍ୟ  କାର୍ଯ୍ୟରେ ପାରିବାରିକ ସମସ୍ୟାର ଅନ୍ତ ହେବ । ଛାତ୍ରଙ୍କୁ ସଫଳତା କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ ।

ଧନୁ :

ଆଜିର ଦୀନ ମିଶ୍ରିତ ଫଳକାରକ ରହିବ । ପରିବାବରେ ଆପଣଙ୍କ ପାଖ ଆଖରେ ବିପରୀତ ବାତାବରଣ ବନିପରେ । ଧାର୍ଯ୍ୟ ଓ ମୃଦୁ ବ୍ୟବହାର ଦ୍ଵାରା ବାତାବରଣକୁ ହଲ୍କା କରିବାରେ ସଫଳତା ମିଳିବ । ପ୍ରିୟା ବ୍ଯକ୍ତିର ସାହାର୍ଯ୍ୟ କରିବା ଦ୍ଵାରା ଅସୁବିଧାର ସମ୍ମୁଖୀନ କରିବାକୁ ପଡିପାରେ ।


ମକର :

ଆଜି କିଛି ନୂଆ ଡିଲ କରିବା ଦ୍ଵାରା ଧନ ଲାଭ ହେବ । କିନ୍ତୁ ଘରେ କୌଣସି ସଦସ୍ୟଙ୍କ ଦେହ ଖରାପ ହେବା ଦ୍ଵାରା ଟେନସନ ହୋଇପାରନ୍ତି । ଗାଡି ଚଳେଇବା ସମୟରେ କୌଣସି ଟେନସନ ଆସିବାକୁ ଦିଅନ୍ତୁ ନହିଁ । ଛାତ୍ରଙ୍କୁ କିଛି ନୂଆ ଶିଖିବାର ଅବସର ମିଳିବ । ଜୀବନସାଥି ସହିତ ସମ୍ପକ ମଜଭୁତ ରହିବ । ଜୀବନସାଥି ସହିତ ସମ୍ପର୍କ ମଜଭୁତ ରହିବ । କାର୍ଯ୍ୟ କ୍ଷେତରେ ନିଜ କାମ ଉପରେ ଫୋକସ କରନ୍ତୁ , ଆଉ ପ୍ରେମ ଜୀବନରେ  ନିଜ ଅକଥା ଲାଗି ସମ୍ପର୍କରେ ଦରାର ଆସିପାରେ ।

କୁମ୍ଭ :

ରଚନାତ୍ମକ କାର୍ଯ୍ୟ କରିବାର ମୌକା ମିଳିବ । ଘରେ ପୂଜା ଲାଗି ଖୁସି ରହିବ । ଘରର ସବୁଠୁ ଛୋଟ ସଦସ୍ୟଙ୍କ ସହିତ ସମୟ ବ୍ଯତୀତ ହେବ । ଭାଇ ଭଉଣୀର ସହଯୋଗ ଦ୍ଵାରା ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ମିନ :

କୌଣସି ପରିଚୟ ମଧ୍ୟରେ ସରକାରୀ କାର୍ଯ୍ୟ ପୁରା ହେବ । କୋର୍ଟ କଚେରୀ ମାମଲାରେ ବୃଦ୍ଧି ହେବ । ମାତା ପିତାଙ୍କ ସହିତ ସମ୍ପର୍କରେ ସୁଧାର ଆସିବ ଓ ତାଙ୍କ ପାଇଁ ଉପହାର ମଧ୍ୟ ଆଣିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *