ଏହି ୭ଟି ଲକ୍ଷଣରୁ ଜଣାପଡେ ଯେ, ଶନିଦେବ ଆପଣଙ୍କ ଉପରେ ଅଛନ୍ତି ରୁଷ୍ଟ

ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଯେ, ଶନିଦେବ ନ୍ୟାୟର ଦେବତା ଅଟନ୍ତି । ଶନିଦେବ ସୂର୍ଯ୍ୟଙ୍କର ତଥା ମାତା ଛାୟାଙ୍କର ପୁତ୍ର ଅଟନ୍ତି । ୯ଟି ଗ୍ରହ ମାନଙ୍କ ମଧ୍ୟରୁ ଶନିଙ୍କୁ କୃର ଏବଂ ଉଗ୍ର ମାନାଯାଇଥାଏ । ହିନ୍ଧୁ ଧର୍ମରେ ଶନିବାର ଶନିଦେବଙ୍କୁ ସମର୍ପିତ ହେଇଥାଏ । ଏହି କାରଣରୁ ପ୍ରାଚୀନ କାଳରୁ ରୁଷି-ମୁନିମାନେ ଶନିଦେବଙ୍କୁ ପୂଜା ଆରାଧାନ କରି ଆସୁଛନ୍ତି । ଶନିଙ୍କ ସାଢେ-ସାତ ଅଥବା ସନିଙ୍କ ଅଢେଇ ନାମ ଶୁଣିବା ମାତ୍ରେ ଭଲ ଭଲ ଜାତକ ଉପରେ ମଧ୍ୟ ପ୍ରତିକୂଳ ମନ-ବୈଜ୍ଞାନିକ ପ୍ରଭାବ ପଡିଥାଏ ।

କିନ୍ତୁ ଯେଉଁ ପ୍ରକାରରେ ଶନିଦେବ ଦୁଷ୍ଟଙ୍କୁ ଦଣ୍ଡ ଦେଇଥାନ୍ତି । ସେହି ପ୍ରକାରରେ ଶନିଦେବ ଭଲ ଲୋକ ମାନଙ୍କୁ ଯସ, ଧନ, ଏବଂ ସନ୍ନମାନ ଦେଇଥାନ୍ତି । ଶନିଦେବ ସନ୍ତୁଳନ ଏବଂ ନ୍ୟାୟର ଦେବତା ଅଟନ୍ତି । ଶନିଦେବ ଧର୍ମ, କର୍ମ, ଅର୍ଥ ଏବଂ ନ୍ୟାୟର ପ୍ରତୀକ ଅଟନ୍ତି । ଶନିଙ୍କର କୃପାରୁହିଁ ବ୍ୟକ୍ତିଙ୍କୁ ଧନ-ସମ୍ପତି, ବୈଭବ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ । ବନ୍ଧୁଗଣ ଆସନ୍ତୁ ଏବେ ସେହି ଲକ୍ଷଣ ଗୁଡିକ ବିଷୟରେ ଜାଣିବା ।

୧- “ମାର୍ଗରୁ ଓହରି ଯିବା”, ଯେଉଁ ବ୍ଯକ୍ତିର ଜୀବନରେ ପରାଜୟ ଲେଖାଯାଇଥାଏ ଇଶ୍ଵୋର ତାଙ୍କର ବୁଦ୍ଧିକୁ ହରି ନେଇଯାଇଥାନ୍ତି । ଏଥିପାଇଁ ସେହି ବ୍ୟକ୍ତି ଜଣକୁ ଭଲ କଥା ଦେଖାଯାଇନଥାଏ । ସେ କେବଳ ଖରାପ ହିଁ ଖରାପ ଦେଖିବାକୁ ପାଇଥାଏ । ଅର୍ଥାତ ବ୍ୟକ୍ତି ଜଣଙ୍କର ପୂର୍ବରୁ କରିଥିବା ପାପ କର୍ମର ଆଧାରରେ ଶନିଦେବ ମନୁଷ୍ୟର ବୁଦ୍ଧିକୁ ଏମିତି ହରିଦେଇଥାନ୍ତି ତାଙ୍କୁ ଆଗକୁ ବଢିବା ପାଇଁ କୌଣସି ମାର୍ଗ ଦେଖାଯାଇନଥାଏ । ସେ ମଝିରେହିଁ ଫଶୀ ଯାଇଥାଏ । ଉନ୍ନତିର କୌଣସି ବାଟ ତାକୁ ଦେଖାଯାଇନଥାଏ । ଚାରିପଟେ କେବଳ ହାର ହିଁ ନଜର ଆସିଥାଏ ।

୨- “କରଯ ବୃଦ୍ଧି ପାଇବା”, ଶନିଦେବ ଯେଉଁ ବ୍ୟକ୍ତି ଉପରେ ରୁଷ୍ଠ ହୋଇଥାନ୍ତି । ଏହି ଭଳି ବ୍ୟକ୍ତି-ବିଶେଷ କରଜର ବୋଝ ତଳେ ଦବି ହୋଇ ରହିଥାନ୍ତି । ଆବଶ୍ୟକ ନହେଲେ ମଧ୍ୟ ଅଦରକାରୀ ଜିନିଷ କିଣିବା ପାଇଁ ଏବଂ ବେକାର କାମ ପାଇଁ ପଇସା ନେଇଥାନ୍ତି । କରଜର ମାତ୍ରା ଅଧିକ ହୋଇଥିବାରୁ ଏମାନେ ବରବାଦ ହୋଇଯାଇଥାନ୍ତି । ଜୀବନରେ କେବେ କାହାକୁ ସାହାଜ୍ଯ ନକରିବା ବ୍ୟକ୍ତିଙ୍କୁ ହିଁ ଏହିଭଳି ଦଣ୍ଡ ମିଳିଥାଏ ।

୩- “ନିଶା-ଦ୍ରବ୍ଯ ସେବନ କରିବା”, ଯେଉଁ ବ୍ୟକ୍ତି ନିଶା-ଦ୍ରବ୍ଯ ସେବନ କରିଥାଏ । ଅଚାନକ କିଛି ଖରାପ ଅଭ୍ୟାସକୁ ଆପଣେଇଥାଏ, ଏହା ତାହାର ପାପ କର୍ମରହିଁ ଫଳ ହେଇଥାଏ । ବ୍ୟକ୍ତି କାହାର ହୃଦୟକୁ କଷ୍ଟ ଦେଇଥାଏ । ଅଥବା ନିଜର ମାତା ପିତାଙ୍କୁ ନିନ୍ଦା-ଅପବାଦ ଦେଇଥାଏ । କୌଣସି ଧର୍ମ-କାର୍ଯ୍ୟ କରିନଥାଏ ତାକୁ ଶନିଦେବ ଦଣ୍ଡ ଦେଇଥାନ୍ତି ।

୪- “ବେଶିଆ ବୃତି”, ଯେଉଁ ପୁରୁଷ ପର ସ୍ତ୍ରୀ ସହିତ ସମ୍ବନ୍ଧ ବନାଇଥାଏ । ଅଥବା ବେଶିଆ ମାନଙ୍କ ପାଖକୁ ଯାଇଥାଏ । ଏମିତି ବ୍ୟକ୍ତି ପାପୀ ଅଟନ୍ତି । ଶନିଦେବ ଏମିତି ମନୁଷ୍ୟର ଉନ୍ନତି କେବେ ହେବାକୁ ଦିଅନ୍ତି ନାହିଁ । ଏମିତି ବ୍ୟକ୍ତି ସନିଙ୍କର ନ୍ୟାୟରୁ ବଞ୍ଚି ପାରନ୍ତି ନାହିଁ । ଏହିଭଳି ବ୍ୟକ୍ତିଙ୍କ ଜୀବନ ଦୁଖଃ, ବେମାରି, ନିନ୍ଦା-ଅପବାଦ, ଏବଂ ଗରିବୀରେ ଚାଲିଥାଏ । ଏମିତି ପୁରୁଷଙ୍କୁ ଜୀବନରେ କେବେ ସନ୍ନମାନ ମିଳିନଥାଏ । ଏବଂ ଏହିଭଳି ବ୍ୟକ୍ତି ମାନେ ଶେଷରେ ଭୟଙ୍କର ରୋଗରେ ମୃତ୍ୟୁ ବରଣ କରିଥାନ୍ତି ।

୫- “ପଶୁ ହତ୍ୟା”, ଶନିଦେବଙ୍କ ଦୃଷ୍ଟିରେ ପଶୁମାନଙ୍କର ହତ୍ୟା କରିବା ଭୟଙ୍କର ଅପରାଧ ଅଟେ । ନ୍ୟାୟର ଦେବତା ଏହିଭଳି ମନୁଷ୍ୟଙ୍କୁ  ଅଧିକ ଦୁଖଃ ଦାୟକ କଷ୍ଟ ଦେଇଥାନ୍ତି । ଯେଉଁ ମଣିଷ ପଶୁ ମାନଙ୍କୁ ହତ୍ୟା କରି ମାଂସ ଆହାର କରିଥାଏ ସେ ନିଜ ଜୀବନରେ କେବେ ଉନ୍ନତି କରିପାରି ନଥାଏ । ଏମାନଙ୍କୁ ଶନିଦେବ ଭୟଙ୍କର ଦଣ୍ଡ ଦେଇଥାନ୍ତି ।

୬- “ଭୟଙ୍କର ବିମାରୀରେ ପଡିଯିବା”, ଯେଉଁ ବ୍ୟକ୍ତି ଅନ୍ୟର ଧନ ଉପରେ ନିଜର ହକ୍ ତଥା ଅଧିକାର ଦେଖାଇଥାଏ । ଅନ୍ୟକୁ ମୂର୍ଖ ବନାଇ କରି ଧନ ଅର୍ଜନ କରିଥାଏ । ଏମିତି ବ୍ୟକ୍ତି ଭୟଙ୍କର ବିମାରୀରେ ପଡିଯାଇଥାଏ । ଶନିଦେବ ଏମିତି ବ୍ୟକ୍ତିଙ୍କୁ କେବେ କ୍ଷମା କରନ୍ତି ନାହିଁ ।

୭- “ଅନ୍ୟର ଖରାପ ଚିନ୍ତା କରିବା”, ଯେଉଁ ମହିଳା ଅନ୍ୟର ଖରାପ କରିଥାଏ ଅଥବା ଅନ୍ୟର ଅର୍ନରେ ବିଶ ମିଶେଇକୁ ଖାଇବାକୁ ଦେଇଥାଏ । ସେହିଭଳି ସ୍ତ୍ରୀ ପାପୀ ହୋଇଥାଏ । ଯେଉଁ ମନୁଷ୍ୟ ଅନ୍ୟର ଖରାପ ହେଉ ବୋଲି ଚିନ୍ତା କରିଥାଏ ସେହି ମଣିଷ ନିଜ ଜୀବନରେ କେବେ ଶାନ୍ତିରେ ରହି ପାରିନଥାଏ, ସେ ଶନିଦେବଙ୍କ ଦଣ୍ଡର ଶିକାର ହେଇଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *