ବୁଧ କଲେ ମକର ରାଶିରେ ପ୍ରବେଶ ଏହି 2ଟି ରାଶିର ରାଜଯୋଗ, ବର୍ଷା ହେବ ଖାଲି ଟଙ୍କା ହିଁ ଟଙ୍କା

ବନ୍ଧୁଗଣ ୭ ଫେବୃଆରି ରାତି ୧୦:୩୮ ସମୟରେ ବୁଦ୍ଧ ଗ୍ରହ ବକ୍ରୀ ଅବସ୍ଥାରେ କୁମ୍ଭ ରାଶିରେ ଗୋଚର କରୁଥିବା ବେଳେ ପୁଣିଥରେ ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ବନ୍ଧୁଗଣ ୩୦ ଜାନୁଆରି ରାତି ୯:୧୬ ଘଟିକା ସମୟରେ ବୁଦ୍ଧ ଦେବ ବକ୍ରୀ ହୋଇଥିଲେ । ଏବଂ ୨୧ ଫେବୃଆରି ସକାଳ ୬:୧୮ ଘଟିକା ସମୟରେ  ସେ ମାର୍ଗୀ ରୂପ ଧାରଣ କରିନେବେ । ବୁଦ୍ଧ ଗ୍ରହଙ୍କର ରାଶି ପରିବର୍ତନ କାରଣରୁ ସମସ୍ତ ୧୨ ରାଶିଙ୍କ ଉପରେ କିଛି ନା କିଛି ପ୍ରଭାବ ଅବଶ୍ୟ ପଡିବ । ବୁଦ୍ଧଙ୍କର ଏହି ପରିବର୍ତନ କେଉଁ ରାଶି ମାନଙ୍କ ପାଇଁ ଲାଭ ଆଣିବାକୁ ଯାଉଛି ଏବଂ କେଉଁ ରାଶିଙ୍କୁ ନିରାଶତା ମିଳିବାକୁ ଯାଉଛି ଆସନ୍ତୁ ଜାଣିବା ।

ବୃଷ ରାଶି: ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ମାନଙ୍କ ରାଶିରେ ବୁଦ୍ଧ ଗ୍ରହ ଭାଗ୍ୟଭାବ ଅବସ୍ଥାରେ ଗୋଚର କରିବେ । ଯାହା କାରଣରୁ ଆପଣଙ୍କୁ କାମ-କାର୍ଯ୍ୟରେ ଲଗାତାର ଭାବରେ ସଫଳତା ହାସିଲ ହେବ । ବିଦେଶୀ କମ୍ପାନୀ ମାନଙ୍କରେ କାର୍ଯ୍ୟରତ ଥିବା ବ୍ୟକ୍ତି ବିଶେଷଙ୍କୁ ଅଧିକ ଲାଭ ମିଳିବାକୁ ଯାଉଛି । ସଫଳତାର ପାହାଚ ଆପଣଙ୍କୁ ବହୁତ ଆଗକୁ ନେଇ ଚାଲିବ । ଉଚ୍ଚ ଅଧିକାରୀଙ୍କ ସାଙ୍ଗରେ ଆପଣଙ୍କର ତାଳମେଳ ବହୁତ ଭଲ ରହିବ ।

କୁମ୍ଭ ରାଶି: ଏହି ବ୍ୟକ୍ତି ମାନଙ୍କୁ ୧୨ତ୍ତମ ଭାଗରେ ବୁଦ୍ଧ ଦେବଙ୍କର ବକ୍ରୀ ଥିବା ଅବସ୍ଥାରେ ବହୁତ ଲାଭ ସାବ୍ୟସ୍ଥ ହେବ । ଆପଣଙ୍କୁ ଆପଣଙ୍କ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ । ଆର୍ଥିକ ଅବସ୍ଥାରେ ପରିବର୍ତନ ମିଳିବ । ବନ୍ଧୁ ମାନଙ୍କ ସହିତ ମନମିଶି ରହିବ । ଆପଣଙ୍କର ବହୁତ ପୁରୁଣା ବାଦ-ବିବାଦ ସମାପ୍ତ ହେବ । କୋର୍ଟ-କଚେରୀର ମାମଲାରେ ସୁଧାର ମିଳିବ ।

ମେଷ ରାଶି: ଏହି ରାଶିରେ ବକ୍ରୀ ବୁଦ୍ଧ ଗ୍ରହ ଦଶମ କକ୍ଷାରେ ଗୋଚର କରିବେ । ଯାହା କାରଣରୁ ଆପଣଙ୍କୁ ଉଭୟ ମିଶ୍ରିତ ଫଳ ପ୍ରାପ୍ତ ହେବ । ଆପଣମାନେ ବିନା ମୂଲ୍ୟର ଚିନ୍ତା ଆଦୌ କରନ୍ତୁ ନାହିଁ । ଆପଣ ମାନଙ୍କୁ ବୁଦ୍ଧ ଗ୍ରହ ସମ୍ବନ୍ଦିତ ଦୋଷରୁ ଛୁଟକାର ମିଳି ପାରିବ । ମାତା-ପିତାଙ୍କ ସ୍ଵାସ୍ଥ୍ୟକୁ ନେଇ ଆପଣ ବହୁତ ଚିନ୍ତିତ ରହିବେ । ଆପଣ କୌଣସି ପ୍ରକାରର ବାଦ-ବିବାଦକୁ ନିଜ ସମକକ୍ଷ ହେବାକୁ ଦିଅନ୍ତୁ ନାହିଁ । ଅଯଥାର କଳହ ଠାରୁ ଆପଣଙ୍କୁ ଦୂରରେ ରହିବାକୁ ହେବ । ଆପଣଙ୍କ କାମ କାର୍ଯ୍ୟ ଉପରେ ନିଜର ସମ୍ପୂର୍ଣ ଧ୍ୟାନ କେନ୍ଦ୍ରିତ କରନ୍ତୁ ।

ମିଥୁନ ରାଶି: ଏହି ରାଶିରେ ବକ୍ରୀ ବୁଦ୍ଧ ଗ୍ରହ ଅଷ୍ଟମ ଭାଗରେ ରହିବେ । ଏହା କାରଣରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତାରେ ଆପଣ ଗତି କରିବେ । କୌଣସି ପୁରୁଣା ବେମାରିର ଚିକିସ୍ୟାରେ ଅଧିକ ଅର୍ଥ ଖର୍ଚ ହେବ । ଆପଣଙ୍କର ନାନା ରୋଗମାନ ଉତ୍ପନ ହେବାର ଆଶଙ୍କା ଅଛି । ଏହି ସମୟରେ ଆପଣ ଅଧିକ ସାବଧାନତାର ସହିତ ଜୀବନ ବ୍ଯତୀତ କରନ୍ତୁ । ଚାକିରି କ୍ଷେତ୍ରରେ ଶତୃମାନେ ଆପଣଙ୍କ ପଛରେ ଲାଗି ରହିବେ । ଆପଣଙ୍କ ମାନ-ସନ୍ନମାନରେ ହାନି ହେବାର ସମ୍ଭାବନା ଅଧିକ ଅଛି । ସମାଜିକ ପଦଉନ୍ନତିରେ ବାଧା ସୃଷ୍ଟି ହେବ । ଆପଣଙ୍କୁ ବହୁତ ସାବଧାନତାର ସହିତ ରହିବାକୁ ହେବ ।

କର୍କଟ ରାଶି, ସିଂହ ରାଶି, କନ୍ୟା ରାଶି: ଏହି ୩ ଟି ରାଶିକୁ ମିଶ୍ରିତ ଫଳ ପ୍ରାପ୍ତ ହେବ । କର୍କଟ ରାଶି ସବୁକାମରେ ଆଗେଇବା ଆଗରୁ ଅନେକ ଥର ସେହି ବିଷୟରେ ଚିନ୍ତା କରି ପଛଘୁଞ୍ଚାଦେବେ । ମାତ୍ର ପରେ ଉଚିତ କାର୍ଯ୍ୟ କରି ସୁଫଳ ଅର୍ଜନ କରିବେ । ସେହିଭଳି ସିଂହ ରାଶି ଏବଂ କନ୍ୟା ରାଶିର ବ୍ୟକ୍ତି ମାନେ ବିଦେଶକୁ ଯାତ୍ରା କରି ପାରନ୍ତି । କିନ୍ତୁ ପାରିବାରିକ ଜୀବନରେ ନାନା ପ୍ରକାରର ବାଧା ସୃଷ୍ଟି ହେବାକୁ ଯାଉଛି ।

ତୁଳା ରାଶି, ବିଛା ରାଶି, ଧନୁ ରାଶି, ମକର ରାଶି ଏବଂ ମୀନ ରାଶି: ଏହି ରାଶି ଗୁଡିକର ଭାଗ୍ୟ ଅତ୍ୟନ୍ତ ତେଜ ହେବାକୁ ଯାଉଛି । ଆପଣ ମାନେ ଆପଣଙ୍କ ଜୀବନରେ କରୁଥିବା ସମସ୍ତ କାର୍ଯ୍ୟରେ ସନ୍ତୁଷ୍ଠ ହେବେ । ଆପଣ ମାନଙ୍କୁ ସବୁ କ୍ଷେତ୍ରରେ ବହୁତ ଶୁଲାଭ ମିଳିବାକୁ ଯାଉଛି । ଶିକ୍ଷା କ୍ଷେତ୍ରରେ ଆପଣ ନିଜ ଲକ୍ଷ୍ୟରେ ସଫଳତା ହାସିଲ କରିବେ । ବିଦେଶକୁ ଯାତ୍ରା କରିବାର ସୁଯୋଗ ମଧ୍ୟ ପ୍ରାପ୍ତ ହେବ ।

ଆପଣଙ୍କ ବନ୍ଧୁ ତଥା ପରିବାରବର୍ଗ ଆପଣଙ୍କ ଉପରେ ସନ୍ତୁଷ୍ଠ ରହିବେ । ଆପଣ ମାନଙ୍କ ଜୀବନ ସାଥି ଆପଣଙ୍କ ସହିତ ପାଦରେ ପାଦ ମିଶେଇ ଚାଲିବାକୁ ଅଧିକ ପସନ୍ଦ କରିବେ । ଆପଣଙ୍କ ସନ୍ତାନ ଆପଣଙ୍କର ଅଧିକ ସନ୍ନମାନ କରିବ । ସମାଜରେ ପ୍ରତିଷ୍ଠାବାନ ବ୍ୟକ୍ତି ଭାବେ ପରିଚିତ ହେବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *