ବାସୀ ମୁହଁରେ ଜୁଆଣୀର ସେବନ କଲେ ମିଳିଥାଏ 15 ପ୍ରକାର ରୋଗରୁ ମୁକ୍ତି- Swami Ramdev

ବନ୍ଧୁଗଣ ଆଜି ଆପଣ ମାନଙ୍କୁ ଆମେ କହିବାକୁ ଯାଉଛୁ ଜୁଆଣୀର ଉପକାରିତା । ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ହେଉଥିବା ନାନା ପ୍ରକାରର ସମସ୍ଯାର ସମାପ୍ତ ହେବା ସହିତ ଆପଣଙ୍କ ଶରୀରକୁ ସନ୍ତୁଳିତ ରଖିଥାଏ । ତେବେ ଆସନ୍ତୁ ଜାଣିବା ଜୁଆଣୀର ଉପକାରିତା ଗୁଡିକ କଣ ।  ବନ୍ଧୁଗଣ ଏହା ନୀତିଦିନ ସେବନ କରିବା ଦ୍ଵାରା ଆପଣଙ୍କର ଆୟୁ ୮୦ବର୍ଷ ବୟସ ପର୍ଯ୍ୟନ୍ତ ହୋଇଯିବ । ଏହା ଆପଣଙ୍କ ଶରୀରର ମୋଟପା ଠାରୁ ଆରମ୍ଭ କରି କ୍ୟାନ୍ସର ଭଳି ରୋଗକୁ ଦୂରରେ ରଖିଥାଏ । ବିନା ଅଧିକ ମୂଲ୍ଯରେ ଆପଣ ଏହାକୁ ଅତି ସରଳ ଉପାୟରେ ନିଜ ଘରେ ବନେଇପାରିବେ ।

ଯଦି ଆପଣଙ୍କର ଶରୀରର ଓଜନ ବଢିଯାଇଛି ଏବଂ ଆପଣ ନାନା ପ୍ରକାରର ପଦ୍ଧତି ଆପଣଉଛନ୍ତି ମାତ୍ର ତାହାର ସଠିକ ଫଳ ଆପଣଙ୍କୁ ମିଳୁନାହିଁ । ଯଦି ଆପଣଙ୍କୁ ଡାଇବେଟିକ୍ସ ଅଥବା ମଧୁମେୟ ରୋଗ ହେଇଛି ତେବେ ଏହି ପ୍ରଣାଳିଟିକୁ ନିଶ୍ଚୟ କରନ୍ତୁ । ଏହା କରିବା ଦ୍ଵାରା ଆପଣ ବିନା ଔଷଧରେ ସୁସ୍ଥ ରହିପାରିବେ । ବନ୍ଧୁଗଣ ଯଦି ଆପଣଙ୍କର ଆଁଠୁ-ଗଣ୍ଠିରେ ଦରଦ ରହୁଛି କିମ୍ବା ପିଠିର ମଧ୍ୟସ୍ଥ ଭାଗରେ ପୀଡା ହେଉଛି ତେବେ ଏହାର ବ୍ୟବହାର ବିଷୟରେ ନିଶ୍ଚୟ ଜାଣିରଖନ୍ତୁ ।

ବନ୍ଧୁଗଣ ଆୟୁର୍ବେଦ ବହି “ଅଷ୍ଟାଗହର୍ଦୟମ”ରେ ମହାରୂଷି “ବାଗଭଟ୍ଟ”ଙ୍କ ଦ୍ଵାରା ଲିଖିତ ଜୁଆଣୀର ଉପକାରିତା ଦର୍ଶାଯାଇଛି । ବନ୍ଧୁଗଣ ଜୁଆଣୀ ପ୍ରାୟ ସମସ୍ତଙ୍କ ଘରେ ଦେଖିବାକୁ ମିଳେ । ଏହାର ଔଷଧିୟ ଗୁଣ ବହୁତ ରହିଅଛି । ସେ ମହାରୁଷି କହିଛନ୍ତି ଯେ ଜୁଆଣୀ ବାତ ଏବଂ ପିତକୁ ଦୂର କରିଥାଏ । ବନ୍ଧୁଗଣ  ବାତର ମାନେ ହେଉଛି ଗ୍ଯାସ । ଯଦି ଆପଣଙ୍କର ଅତ୍ୟଧିକ ଗ୍ଯାସ ହେଉଛି ତେବେ ଜୁଆଣୀ ସେହି ଗ୍ଯାସକୁ ନଷ୍ଟ କରିଦେଇଥାଏ । ଏହା ପିତନାଶକ ଅର୍ଥାତ ଏସିଡିଟି ଯଦି ଆପଣଙ୍କ ଶରୀରରେ ଏସିଡିଟି ଅଛି । ତେବେ ଏହା ତାକୁ ମଧ୍ୟ ନଷ୍ଟ କରିଦେଇଥାଏ ।

ଯଦି ଆପଣଙ୍କ ଶରୀରରେ ବାତ ଅଛି ତେବେ କଣ କଣ ରୋଗ ହେଇଥାଏ ଆସନ୍ତୁ ଜାଣିବା । ବାତ କାରଣରୁ ଗ୍ଯାସ ଆପଣଙ୍କ ଶରୀର ମଧ୍ୟରେ ଏଣୁତେଣୁ ଘୁରି ବୁଲିଥାଏ । ଯେତେବେଳେ ଏହି ଗ୍ଯାସ ଶରୀରରେ ନାନା ଅଙ୍ଗ ଗୁଡିକରେ ଘୂରିବୁଲିଥାଏ ତେବେ ଶରୀରରେ ସେହି ଜାଗା ଗୁଡିକରେ ଅଧିକ କଷ୍ଟ ହେଇଥାଏ । ଯଦି ଏହି ଗ୍ଯାସ ଆଁଠୁକୁ ଯାଏ ତେବେ ସେଠାରେ ଦରଦ ହୋଇଥାଏ । ଯଦି ଏହି ଗ୍ଯାସ ମୁଣ୍ଡ କିମ୍ବା ଅଣ୍ଟାକୁ ଯାଏ ତେବେ ସେଠାରେ ମଧ୍ୟ ପୀଡା ହେଇଥାଏ । ଦୁତୀୟରେ ଏହା ପୀତକୁ ଠିକ କରିଥାଏ । ଜୁଆଣୀ ପୀତ ମଧ୍ୟରେ ଭଲଭାବେ ରହିଥାଏ ଏହା ପୀତକୁ ଆୟତରେ ରଖିଥାଏ ।

ଆପଣଙ୍କ ମଧ୍ୟରେ ଏସିଡିଟି ହେଲେ ଆପଣଙ୍କୁ ଅଜିନା ହେକୁଟି ଆସିଥାଏ । ଏହା ଫଳରେ ଆପଣଙ୍କୁ ମଧୁମେୟ ରୋଗ ମଧ୍ୟ ହେଇଥାଏ । ହୃତଘାତକ ମଧ୍ୟ ଦେଖାଯାଇଥାଏ । ଆମ ଶରୀରରେ ଯେତେ ରୋଗ ଆସିଥାଏ ତାହାର ୮୦ଭାଗ କେବଳ ଶରୀରରେ ପୀତ ଥିବା ଯୋଗୁହିଁ ଉପୁଜିଥାଏ । ବନ୍ଧୁଗଣ ଜୁଆଣୀକୁ ଆପଣ ଖାଦ୍ଯରେ ପକାଇ ଖାଇ ପାରିବେ । ଏହାକୁ ଲସିରେ ମଧ୍ୟ ପାକାଇ ଖାଇ ପାରିବେ । କିନ୍ତୁ ବନ୍ଧୁଗଣ ଏହାର ଉଚିତ ସେବନ ହେଉଛି ରାତିରେ ଗୋଟିଏ ପାତ୍ରରେ ଏହାକୁ ଭିଯାଇ ରଖିଦିଅନ୍ତୁ ଏବଂ ସକାଳୁ ଉଠିବା ମାତ୍ରେ ଖାଲି ପେଟରେ ଏହାକୁ ସେବନ କରନ୍ତୁ ।

ଖାଲି ପେଟରେ ସେବନ କରିବା ଦ୍ଵାରା ଆପଣଙ୍କୁ ବହୁତ ଉପକାର ମିଳିଥାଏ । ଆପଣଙ୍କ ଶରୀରର ସନ୍ତୁଳନ ସଠିକ ଭାବେ ରହିଥାଏ । ଆପଣ ଅତ୍ୟଧିକ ମୋଟା ଥିଲେ ଏହାର ନୀତିଦିନ ସେବନ କରିବା ଦ୍ଵାରା ଆପଣ କ୍ରମଶ ଫିଟ ରହିପାରିବେ । ତେବେ ବନ୍ଧୁଗଣ ଏହାଥିଲା ଜୁଆଣିର ଉପକାରିତା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *