ଅଲିଉଡ ଫେମସ ଅଭିନେତ୍ରୀ ରଚନା ବାନାର୍ଜୀ ଏବେ ଅସୁସ୍ଥ ଅଛନ୍ତି 

ଆପଣ ମାନେ ସମସ୍ତେ ରଚନା ବାନର୍ଜିଙ୍କୁ ବେସ ଭଲ ଭାବରେ ଜାଣିଥିବେ ରଚନା ନିଜ ଅଭିନୟ ଓ ସୁନ୍ଦରତା ଦ୍ଵାରା ସବୁ କିଛି ହାସଲ କରି ପାରିଥିଲେ ସେ ନିଜ ଜୀବନରେ ଯେତେ ଓଡିଆ ଫିଲ୍ମ କରିଛନ୍ତି ପ୍ରାୟତଃ ସବୁ ହିଟ ହୋଇଛି । ରଚନା ଦେଖିବାକୁ ଯେତେ ସୁନ୍ଦରୀ ଅଟନ୍ତି ତାଙ୍କ କଥା ସେତିକି ମଧୁର ଅଟେ । ଆଉ ଏହା ଛଡା ରଚନା ନିଜ ସେଟ ରେ ମଧ୍ୟ ସମସ୍ତଙ୍କ ସହ ବହୁତ ଭଲ ବ୍ୟଭାର କରନ୍ତି କିନ୍ତୁ ଖବର ଆସିଛି ଯେ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ଅଛି ଯାହା ସୂନୀ ତାଙ୍କ ଫ୍ୟାନ୍ସ ମାନେ ବହୁତ ଚିନ୍ତାରେ ଅଛନ୍ତି ।

ତେବେ ରଚନା ଆଜି ବି ଦର୍ଶକ ମାନଙ୍କ ମନରେ ନିଜର ଏମିତି ଗୋଟେ ନା ଲେଖି ଯାଇଛନ୍ତି ଯାହା ବହୁତ କମ କଳାକାର ମାନେ କରି ପାରନ୍ତି ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଞ୍ଚୁ ଯେ କିଛି ଖବରରେ ବହରିଥିଲା ଯେ ରଚନାଙ୍କ ସ୍ୱାସ୍ଥ୍ୟ ଖରାପ ଅଛି ଯାହା ପରେ ନିଜେ ରଚନା ଗୋଟେ ଭିଡିଓ କରି ଛାଡି ଥିଲେ ଯେ ତାଙ୍କୁ କିଛି ହୋଇ ନାହିଁ କରୋନା ଭି ନୁହେଁ ଏହା ମିଛ ଅଟେ ।

ତେବେ ଦର୍ଶକ ମାନେ ମଧ୍ୟ ଏହି ଖବର ପାଇ ଖୁସି ଅଛନ୍ତି ଯେ ରଚନାଙ୍କୁ କିଛି ହୋଇ ନାହିଁ । ରଚନା ଓ ସିଦ୍ଧାନ୍ତଙ୍କ ବିଷୟରେ କିଏ ଅବା ଜାଣି ନାହିଁ ଦୁହିଙ୍କ ବହୁତ ଫିଲ୍ମ ଏକାଠି ଅଛି ଆଉ ଦର୍ଶକ ମଧ୍ୟ ତାଙ୍କୁ ଏକାଠି ଦେଖିବାକୁ ପସନ୍ଦ କରନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ରଚନା ଓଡିଆ ନୁହନ୍ତି ବେଙ୍ଗୋଲି ଯାହା ପାଇଁ ସିଦ୍ଧାନ୍ତ ଆଉ ରଚନା ମଧ୍ୟରେ ବହୁତ ବଡ ଝଡ ଆସିଥିଲା ଓ ଦୁହେଁ ଅଲଗା ହୋଇ ଗଲେ ।

ଯାହା ପରେ ସିଦ୍ଧାନ୍ତ ଓଡିଆ ଅଭିନେତ୍ରୀ ମାମା ମିଶ୍ର ସହ ବିବାହ କରିଥିଲେ ଆଉ ରଚନାଙ୍କୁ ଛାଡି ଦେଇଥିଲେ ଆଉ ରଚନା ଓଡିଶା ଛାଡି ଚାଲି ଯାଇଥିଲେ । ତେବେ ରଚନାଙ୍କ ସ୍ୱାସ୍ଥ୍ୟ ଭଲ ଅଛି ଆଉ ବର୍ତମାନ ବହୁତ ବର୍ଷ ପରେ ରଚନା ଆଉ ସିଦ୍ଧାନ୍ତ ଏକାଠି ଫିଲ୍ମ କରିବା ପାଇଁ ରାଜି ଅଛନ୍ତି ଯାହା ତାଙ୍କ ଦର୍ଶକ ମାନଙ୍କ ପାଇଁ ବହୁତ ବଡ ଖୁସି ର ଖବର ଅଟେ ।

Leave a Reply

Your email address will not be published. Required fields are marked *