ବିବାହ ପରେ ପ୍ରଥମ ଥର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିଲେ, ସବ୍ୟସାଚୀ ଏବଂ ଅର୍ଚ୍ଚିତା

ବନ୍ଧୁଗଣ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କୁ ସମସ୍ତେ ଜାଣିଛନ୍ତି । ଦୁହିଜଣ ବେସ ପ୍ରସିଦ୍ଧ ଓଡିଆ କଳାକାର ଅଟନ୍ତି । ଦୁହି ଜଣଙ୍କ ଫିଲ୍ମ କ୍ଯାରିୟର ବହୁତ ଭଲ ଅଟେ । ଅର୍ଚ୍ଚିତା ଏବଂ ସବ୍ୟସାଚୀଙ୍କ ପ୍ରେମ ଓଡିଆ ଫିଲ୍ମ ଜଗତରୁ ଆରମ୍ଭ ହୋଇଥିଲା । ଦୁହି ଜଣଙ୍କ ସମ୍ପର୍କ ଅଧିକ ଦୃଢ ହେବା ଫଳରେ ଦୁହିଜଣ ବିବାହ ନିମନ୍ତେ ନିଷ୍ପତ୍ତି ନେଲେ । ବନ୍ଧୁଗଣ ଏହି କିଛିଦିନ ହେବ ଦୁହିଜଣଙ୍କ ବିବାହ ସମ୍ପନ୍ନ ହୋଇଅଛି ।

ବିବାହ ବହୁତ ଧୂମଧାମରେ ରାଜସ୍ଥାନ ରେ ଅନୁଷ୍ଟିତ ହୋଇଥିଲା । ବନ୍ଧୁଗଣ ଗତ ବର୍ଷ କରୋନା ବହୁତ ବଡ ବିପତ୍ତି ରେ ସମଗ୍ର ବିଶ୍ଵ ବାସୀଙ୍କୁ ଜଳାଞ୍ଜଳିତ କରିଅଛି । ଏହାର ଭୟା ଭୟ ବର୍ତ୍ତମାନ ସୁଦ୍ଧା ମଧ୍ୟ ସଂପୂର୍ଣ୍ଣ ଭାବେ ଯାଇନାହିଁ । ଏହାକୁ ଦୃଷ୍ଟିରେ ରଖି ଦୁହିଜଣ ଓଡିଶା ବାହାରେ ରାଜସ୍ଥାନ ର ଏକ ବିଶାଳ ଭବନରେ ବିବାହ କରିଲେ । ସେଠାରେ ତାଙ୍କର ପରିବାର ଲୋକେ ଏବଂ ବହୁତ ଖୁବ ବନ୍ଧୁ ଉପସ୍ଥିତ ଥିଲେ । ଏହାପରେ ସେ ଓଡିଶା ଫେରି ଓଡିଶାରେ ରିଷେପ୍ସନ ପାର୍ଟି ଦେଇଥିଲେ ।

ସେ ତାଙ୍କ ପାର୍ଟିରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ବହୁତ ନାମୀ ଦାମୀ କଳାକାର ଙ୍କୁ ନିମନ୍ତ୍ରଣ କରିଥିଲେ । କ୍ରମଶ ସବୁ ପୋଗ୍ରାମ ସମାପ୍ତ ହେବା ପରେ ବର୍ତ୍ତମାନ ଦୁହେଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟକୁ ଯାଇଛନ୍ତି । ବନ୍ଧୁଗଣ ବିବାହ ପରେ ପ୍ରଥମ ଥର ପାଇଁ ଦୁହେଁ ତୀର୍ଥ ସ୍ଥାନ ଜଗନ୍ନାଥ ଧାମ କୁ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କ ନିକଟରେ ସେ ସମଗ୍ର ଓଡିଶା ବାସୀଙ୍କ ପାଇଁ ପ୍ରାର୍ଥନା କରିଥିଲେ । ବନ୍ଧୁଗଣ ସବ୍ୟସାଚୀ ଜଣେ ସମାଜ ସେବୀ ଅଟନ୍ତି । ସେ ବହୁତ ଗରିବ ଲୋକଙ୍କୁ ସାହାଯ୍ୟ କରିଛନ୍ତି ।

ମହାମାରୀ ସମୟରେ ସେ ଅନେକ ଅସହାୟ ଲୋକଙ୍କ ପାଇଁ ଦେବଦୂତ୍ତ ସାଜିଥିଲେ । ବନ୍ଧୁଗଣ ଏହା ବ୍ଯତୀତ ସବ୍ୟସାଚୀ ଅନେକ ବୃଦ୍ଧା ଏବଂ ଅନାଥ ପିଲାଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି । ବନ୍ଧୁଗଣ ଜଗନ୍ନାଥଙ୍କ ପାଖରେ ଦୁହେଁ ପ୍ରାର୍ଥନା କରି ଶପଥ କରିଛନ୍ତି ଯେ, ଦୁହେଁ ସମାଜ ପ୍ରତି ନିଜର ନିଷ୍ଠା ଏବଂ ସହଯୋଗତାର ହାତ ବଢାଇବେ ବୋଲି । ବନ୍ଧୁଗଣ ସବ୍ୟସାଚୀଙ୍କ ଯେଉଁଭଳି ଭାବରେ ଗରିବ ଦୁଖୀ ଲୋକଙ୍କ ପ୍ରତି ଉଦାର ଭାବ ରହିଅଛି, ସେହିଭଳି ଭାବେ ତାଙ୍କ ଧର୍ମ ପତ୍ନୀ ଅର୍ଚ୍ଚିତା ମଧ୍ୟ ତାଙ୍କର ଏହି ମହତ କାର୍ଯ୍ୟରେ ତାଙ୍କ ସାଥ ଦେବେ ବୋଲି ଶପଥ କରିଛନ୍ତି । ଅର୍ଚ୍ଚିତା ଜଣେ ପ୍ରସିଦ୍ଧ ନାୟିକା ହେବା ସଙ୍ଗେ ସଙ୍ଗେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି ।

ଦୁହିଜଣଙ୍କ ପ୍ରେମ ସମ୍ପର୍କ ଚଳଚ୍ଚିତ୍ର “ମୁଁ ସପନର ସୌଦାଗର” ରୁ ଗଢି ଉଠିଥିଲା । ସେତେବେଳେ ଅର୍ଚ୍ଚିତା ସବ୍ୟଙ୍କର ଏହି ଉଦାରତାର ସ୍ଵୋଭାବ ଦେଖି ତାଙ୍କୁ ଭଲ ପାଇ ବସିଥିଲେ ଏବଂ ଏହା କ୍ରମଶ ଏତେ ମଜବୁତ ହୋଇଗଲା ଯେ ଦୁହେଁ ବିବାହ ନିମନ୍ତେ ସ୍ତିର କରିଲେ । ବନ୍ଧୁଗଣ ଜଗନ୍ନାଥଙ୍କ ପାଖରେ ଦୁହି ଜଣ ନିଜର ସ୍ଵୋଛଳ ମନୋଭାବର ପ୍ରାର୍ଥନା କରିଛନ୍ତି । ଦର୍ଶକ ବନ୍ଧୁ ଆମ୍ଭର ପ୍ରାର୍ଥନା ପ୍ରଭୁ ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ଯେ ଦୁହେଁ ନିଜ ଜୀବନରେ ଅଧିକ ସଫଳ ହୁଅନ୍ତୁ । ଦୁହି ଜଣଙ୍କର ପାରିବାରିକ ଜୀବନ ସୁଖମୟ ଏବଂ ଆନନ୍ଦମୟ ହେଉ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗେ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *