ଅର୍ଚ୍ଚିତା ଙ୍କ ଭଉଣୀ ଙ୍କ ସମ୍ବନ୍ଧରେ କିଛି ଏମିତି କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ନିଜର ଅଭିନୟ ପାଇଁ ସମଗ୍ର ଓଡ଼ିଶା ବାସୀ ଙ୍କ ହୃଦୟ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ତ ପରଦା ରେ ନିଶ୍ଚିତ ଭାବରେ ଦେଖିଥିବେ । କିନ୍ତୁ କଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ଭଉଣୀ ଙ୍କ ସମ୍ବନ୍ଧରେ ଜାଣିଛନ୍ତି?

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ଭଉଣୀ ଙ୍କ ସମ୍ବନ୍ଧରେ କହିବୁ । ସେ କଣ କରୁଛନ୍ତି ଏବଂ କିପରି ଦେଖାଯାଆନ୍ତି ଆଦି ସମ୍ବନ୍ଧରେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତାର ରୂପରେ । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ ୨୦୦୩ ମସିହାରୁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଛନ୍ତି ଏବଂ ନିଜ କ୍ୟାରିଅର ର ଆରମ୍ଭ କରିଛନ୍ତି ।

ଓଲିଉଡ ଇଣ୍ଡଷ୍ଟ୍ରୀ ମାଧ୍ୟମରେ ଅର୍ଚ୍ଚିତା ଯେତେବେଳେ ନିଜର କ୍ୟାରିଅର ର ଆରମ୍ଭ କରିଥିଲେ, ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା । ସେ ଓଲିଉଡ ର ଅନେକ ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି । ପ୍ରାୟ ୩୫ ରୁ ଉର୍ଦ୍ଧ୍ବ ଫିଲ୍ମ ରେ ଅଭିନୟ କରି ଏହି ଅଭିନେତ୍ରୀ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

ଅଭିନେତ୍ରୀ ଅର୍ଚ୍ଚିତା ସାହୁ ନିଜର ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ ଯେ ସେ ନିଜର ଭଉଣୀ ଙ୍କୁ ବହୁତ ଭଲ ପାଆନ୍ତି । ଅର୍ଚ୍ଚିତା ଙ୍କ ବଡ଼ ଭଉଣୀ ଙ୍କ ନାମ ଅର୍ପିତା ସାହୁ ଅଟେ । ତାଙ୍କର ବଡ଼ ଭଉଣୀ ଅର୍ପିତା ସାହୁ ବିବାହିତ ଅଟନ୍ତି ଏବଂ ତାଙ୍କର ଏକ ୫ ବର୍ଷ ର ପୁଅ ମଧ୍ୟ ରହିଛି ଯାହାର ନାମ ଆଦି ଅଟେ । ଅର୍ଚ୍ଚିତା ଙ୍କ ବଡ଼ ଭଉଣୀ ଅର୍ପିତା ସାହୁ ଜଣେ ଡ୍ୟାନ୍ସ ର କର୍ମଚାରୀ ଅଟନ୍ତି । ବର୍ତ୍ତମାନ ଅର୍ଚ୍ଚିତା ଙ୍କ ବଡ଼ ଭଉଣୀ ଅର୍ପିତା ସାହୁ ୩୬ ବର୍ଷ ବୟସର ଅଟନ୍ତି ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ଭଉଣୀ ଅର୍ପିତା ସାହୁ ଙ୍କ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *