ଅନୁ ଚୌଧୁରୀଙ୍କ ଫ୍ୟାମିଲି Album ଆଗରୁ କେବେ ଦେଖି ନଥିବେ

ବନ୍ଧୁଗଣ ଓଡିଆ ସିନେମା ଜଗତରେ କେତେ ଗୁଡିଏ ଅଭିନେତା ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଆମ ହୃଦୟକୁ ସିଧାସଳଖ ଭାବେ ଛୁଇଁଥାନ୍ତି । ତାଙ୍କ ଅଭିନୟ ରେ ଅଧିକାଂଶ ଦର୍ଶକ ପ୍ରଭାବିତ ହୋଇଥାନ୍ତି । କେତେକ ଅଭିନେତ୍ରୀ ଏବଂ ଅଭିନେତା ଏଭଳି ରହିଛନ୍ତି ଯାହାଙ୍କୁ ପରଦାରେ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଭିଡ ଲାଗିଥାଏ । ଦର୍ଶକ ମାନେ ବେସ ଉତ୍କଣ୍ଠା ର ସହିତ ସେମାନଙ୍କ ଅଭିନୟ କୁ ଚାହିଁ ବସିଥାନ୍ତି । ବନ୍ଧୁଗଣ କେତେକ କଳାକାର ଏଭଳି ଅଛନ୍ତି ଯାହାଙ୍କ ଅଭିନୟ ମନୋଲୋଭାକ ହୋଇଥିବା ବେଳେ ତାଙ୍କର ସ୍ଵୋଭାବ ତଥା ଚରିତ୍ର ମଧ୍ୟ ବେସ ପ୍ରଶଂସା ଯୋଗ୍ୟ ହୋଇଥାଏ ।

ବନ୍ଧୁଗଣ ଆମେ ସେହି କଳାକାରଙ୍କ ମଧ୍ୟରୁ ଆଜି ଅନୁ ଚୌଧୁରୀ ଙ୍କ ବିଷୟରେ କିଛି ବିଶେଷ ତତ୍ଵ ପ୍ରଦାନ କରିବାକୁ ଯାଉଅଛୁ । ଅନୁ ଚୌଧୁରୀଙ୍କୁ କିଏବା ନ ଜାଣେ ? ତାଙ୍କୁ ଅଧିକ ସମୟ ଧରି ଦର୍ଶକ ବନ୍ଧୁ ଓଡିଆ ସିନେମା ଜଗତରେ ଦେଖି ଆସିଛନ୍ତି । ବନ୍ଧୁଗଣ ତାଙ୍କର ଅଭିନୟ ମଧ୍ୟ ଆପଣ ମାନେ ବେସ ଭଲ ଭାବେ ଦେଖିଥିବେ । ବନ୍ଧୁଗଣ ଅନୁ ଚୌଧୁରୀଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ପ୍ରାଏ ତାଙ୍କ ଫ୍ୟାନ୍ସ ମାନେ ଜାଣି ନଥିବେ ।

ଅନୁ ଚୌଧୁରୀ କେଉଁଠି ରହୁଛନ୍ତି, ତଥା ତାଙ୍କ ପରିବାର ସମବନ୍ଧରେ ଆପଣ ବିଶେଷ କିଛି ଜାଣି ନଥିବେ । ବନ୍ଧୁଗଣ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥିବାରୁ ତାଙ୍କର ଫ୍ୟାନ୍ସ ଫୋଲୋଇଙ୍ଗ ବହୁତ ଅଛନ୍ତି । ତାଙ୍କ ଅଭିନୟ ଏବଂ ତାଙ୍କ ସୌନ୍ଦର୍ଜ୍ୟ ର ଯାଦୁରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ବନ୍ଧୁଗଣ ଅନୁ ଚୌଧୁରୀଙ୍କ ଘର ହେଉଛି ଭୁବନେଶ୍ବର । ବର୍ତ୍ତମାନ ସେ ଭୁବନେଶ୍ବରରେ ରହୁଛନ୍ତି । ତାଙ୍କର ବାପାଙ୍କ ନାମ ରବି ଚୌଧୁରୀ ଏବଂ ତାଙ୍କ ମାତା ଙ୍କ ନାମ ସୌଦାମିନୀ ଚୌଧୁରୀ ।

ବନ୍ଧୁଗଣ ଅନୁ ଚୌଧୁରିକ ବାପା ଜଣେ ଓଡିଆ ଫିଲ୍ମ ଏଡିଟର ଅଟନ୍ତି । ଅନୁ ଚୌଧୁରୀ ଯୁକ୍ତ ୨ ବିଜ୍ଞାନ ବିଯୁପଟ୍ଟନାୟକ କଲେଜ ରେ ସମାପ୍ତି କରିଛନ୍ତି । ଏହା ସହିତ ସେ ନିଜର ଗ୍ରାଜୁଏସନ ରମାଦେବୀ ବିଦ୍ୟାଳୟରେ ସମାପ୍ତ କରିଛନ୍ତି । ବନ୍ଧୁଗଣ ଅନୁ ଚୌଧୁରୀ ପ୍ରଥମେ ଶିଶୁ କଳାକାର ଭାବେ ଓଡିଆ ଫିଲ୍ମ ଜଗତରେ କାମ କରିଥିଲେ । ସେ “ବଧୁନିରାମତା” ଏବଂ “ମମତା ଭଳି ମା” ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ କାମ କରିଥିଲେ । ସେ ୧୯୯୮ ମସିହାରେ “ମା ଗୋଜବାୟାଣୀ” ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହାପରେ ସେ “ରାକ୍ଷୀ ବାନ୍ଧିଲି ମୁଁ ରଖିବ ମାନ”, “ଓମ ଶାନ୍ତି ଓମ” “ଶାଶୁଘର ଚାଲିଜିବି” ଭଳି ପ୍ରସିଦ୍ଧ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ଏହା ବ୍ଯତୀତ ସେ ଅନେକ ଗୁଡିଏ ଫିଲ୍ମ ମଧ୍ୟ କରିଛନ୍ତି । ତାଙ୍କ ଅଭିନୟ କୁ ଓଡିଆ ଫିଲ୍ମ ଜଗତରେ ବହୁତ ମାନ୍ୟତା ଦିଆ ଯାଇଛି । ସେ ସମୁଦାୟ ୫୦ ରୁ ଅଧିକ ଚଳଚିତ୍ରରେ ଅଭିନୟ କରି ପ୍ରସିଦ୍ଧ ହୋଇଛନ୍ତି । ବନ୍ଧୁଗଣ ଓଡିଆ ଚଳଚ୍ଚିତ୍ର ସହିତ ସେ ବେଙ୍ଗୋଲି ଏବଂ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ମଧ୍ୟ ଲୋକମାନଙ୍କୁ ଖୁବ ପସନ୍ଦ ଆସିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଅନୁଚୌଧୁରୀ କେମିତି ଲାଗନ୍ତି ଗୋଟିଏ ଲାଇକ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *