ଆଜିକା ସମୟରେ କରୋନା ପାଇଁ ଲୋକଙ୍କୁ ୱାର୍କ ଫ୍ରମ ହୋମ କରିବାକୁ ପଡୁଛି ଆଉ ବାହାରକୁ ଯିବା ମନା ଛି ତେବେ ସମସ୍ତଙ୍କ ଓଜନ ବଢିବାକୁ ଲାଗିଛି କିନ୍ତୁ ଓଜନ ଅଧିକ ରହିଲେ ମଧ୍ୟ ବହୁତ ପ୍ରକାର ରୋଗ ମାଡି ଆସିଥାଏ ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ।
ଯାହା କରିବା ଦ୍ଵାରା ଆପଣ ନିଜ ଶରୀର ଚର୍ବି ମହମ ଭଳି ତରଳେଇ ପାରିବେ ଆଉ ଜୀବନରେ ଆପଣଙ୍କୁ ବହୁତ ସୁଖ ମଧ୍ୟ ମିଳିବ । ତେବେ ଆଜିକା ସମୟରେ ଓଜନ ବଢାଇବା ବହୁତ ସହଜ କିନ୍ତୁ କମାଇବା ବହୁତ ମୁସ୍କିଲ ସେଥିପାଇଁ ଲୋକ ବହୁତ ପ୍ରକାର ଔଷଧ ମଧ୍ୟ ସେବନ କରୁଛନ୍ତି କିନ୍ତୁ ଏହାର ଖରାପ ପ୍ରଭାବ ତାଙ୍କ ଶରୀର ଉପରେ ଦେଖିବାକୁ ମିଳିଥାଏ ।
ଆଜିକା ସମୟରେ ଓଜନ ବହୁତ ବଡ ସମସ୍ୟା ଅଟେ, ତେବେ ଯଦି ଆପଣଙ୍କ ଓଜନ ମଧ୍ୟ ଆପଣଙ୍କ ପାଇନ୍ନ ବହୁତ ବଡ ସମସ୍ୟା ହୋଇଯାଇଛି ତେବେ ଆମ ପାଖରେ ତା ଉପାୟ ଅଛି । ଆମ ଶରୀରରେ ଚର୍ବି କେତେବେଳେ ଏକତ୍ର ହୋଇଥାଏ କଣ ଆପଣ ଏହା ଜାଣିଛନ୍ତି ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ଆମ ଦ୍ଵାରା ସେବନ କରା ଯାଇଥିବା ଖାଦ୍ୟ ଆମ ଶରୀରରେ ସଠିକ ଭାବରେ ହଜମ ନହେଲେ ତାହା ଚର୍ବି ରୂପରେ ପରିଣତ ହୋଇଥାଏ, ତେବେ ଖାଦ୍ୟ ଭଲ ଭାବରେ ହଜମ ହେଲେ ଆମ ଶରୀରରେ ଇନସୁଲିନ ନାମକ ତତ୍ଵ ଏହାକୁ ଊର୍ଜାରେ ପରିଣତ କରିଥାଏ ଯାହା ଦ୍ଵାରା ଆମ ଶରୀର ମଜବୁତ ହୋଇଥାଏ ଆଉ ଚର୍ବି ଏକତ୍ର ହୋଇନଥାଏ କିନ୍ତୁ ଯଦି ଇନସୁଲିନ ଆମ ଖାଦ୍ୟକୁ ଊର୍ଜାରେ ପରିଣତ କରି ପାରେ ନାହିଁ ତେବେ ଆମ ଶରୀରରେ ଚର୍ବି ଏକତ୍ର ହୋଇଥାଏ ଆଉ ଆମ ଓଜନ ବଢିବାକୁ ଲାଗିଥାଏ ।
ତେବେ ଏହି ଚର୍ବିକୁ କମ କରିବା ପାଇଁ ଆମକୁ ୩ ଚାମଚ ପାନ ମାଧୁରୀ, ୩ ଚାମଚ ଜୁଆଣୀ ଆଉ ୩ ଚାମଚ ଜୀରା ନବାକୁ ହବ । ଏହାକୁ ଆପଣ ଧୀରେ ନିଆରେ କିଛି ସମୟ ପାଣି ଭାଜି ଦିଅନ୍ତୁ ଅଧିକ ଭାଯିବେ ନାହିଁ କେବଳ ଏହାର ପାଣି ମାରିବା ପର୍ଯ୍ୟନ୍ତ ଏହାକୁ ଭାଜି ନେବେ । ଏହା ପରେ ଆପଣ ଏହି ସବୁ ଜିନିଷ ଥଣ୍ଡା ହବା ପାଇଁ ଛାଡି ଦେବେ କିନ୍ତୁ ମନେ ରଖିବେ ଅଧିକ ଭାଜିଲେ ଏହାର କିଛି ଲାଭ ପାଇବେ ନାହିଁ ସେହି ଅନୁଯାଇ କାମ କରିବେ ।
ଏହା ପରେ ତାକୁ ଗ୍ରାଇଣ୍ଡ କରି ନିଅନ୍ତୁ ଆଉ ଟିକେ କଳା ଲୁଣ ମିଶାଇ ଏହାକୁ କାଚ ବୋତଲରେ ରଖି ନିଅନ୍ତୁ ଏହା ପରେ ରାତିରେ ଶୋଇବା ଘଣ୍ଟେ ଆଗରୁ ଗୋଟେ ଗ୍ଳାସ ଗରମ ପାଣିରେ ଗୋଟେ ଚାମଚ ପାଉଡର ମିଶାଇ ସେବନ କରନ୍ତୁ ଦେଖିବେ ଆପଣଙ୍କୁ ଗୋଟେ ସପ୍ତାହରେ ଫରକ ନଜର ଆସିବ ଆଉ ଆପଣ ନିଜ ଜୀବନରେ ବହୁତ ଆଗକୁ ବଢିବାକୁ ପାଇବେ ।