ଗାଇକୁ ଭୁଲରେ ବି ଏହି ଜିନିଷ ଖାଇବାକୁ ଦିଅନ୍ତୁ ନାହିଁ, ନଚେତ ସାରା ଜୀବନ ଦାରିଦ୍ର୍ୟତା ଆପଣଙ୍କ ପିଛା ଛାଡିବନି

ଆମ ହିନ୍ଦୁ ଧର୍ମରେ ଗାଇର ବହୁତ ମାନ୍ୟତା ଅଛି ତେବେ ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଗାଈ ଭିତରେ ୩୬ କୋଟି ଦେବୀ ଦେବତାଙ୍କ ବାସ ହୋଇଥାଏ, ସେଥିପାଇଁ କୁହା ଯାଇଛି ଯେ ଗାଇକୁ ଯିଏ ନିସ୍ଵାର୍ଥ ଭାବରେ ଭଲ ପାଇବା ଆଉ ଖାଇବାକୁ ଦେଇଥାଏ ।

ତା ଉପରେ ମାତା ଲକ୍ଷ୍ମୀଙ୍କ କୃପା ସବୁବେଳେ ରହିଥାଏ ଆଉ ଯେଉଁ ବ୍ୟକ୍ତି ଗାଈ ର ଅନାଦର କରିଥାନ୍ତି ଏହି ଭଳି ଲୋକ ଜୀବନରେ କେବେ ବି ସୁଖ ଆସି ନଥାଏ । ତେବେ ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁଯାଇ ଏମିତି ଗୋଟେ କଥା କହିବାକୁ ଯାଉଛୁ ଯାହା ଜାଣିବା ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ ।

ଗାଇକୁ କଣ ଖାଇବାକୁ ଦବା ଉଚିତ ହୋଇଥାଏ :

କୁହା ଯାଇଛି ଯେ ଗାଇକୁ ଖାଇବାକୁ ରୁଟି ଦେଲେ ସବୁଠାରୁ ଉତ୍ତମ ହୋଇଥାଏ, ତେବେ ଗାଇକୁ ଭଗବାନ ଗୁରୁ ବୃହସ୍ପତିଙ୍କ ପ୍ରିୟ ବୋଲି କୁହା ଯାଇଥାଏ ସେଥିପାଇଁ ଗାଇକୁ ରୁଟି ଖୁଆଇଲେ ଆପଣଙ୍କୁ ଗୁରୁ ଶାନ୍ତ ହୁଅନ୍ତି ବୋଲି କୁହା ଯାଇଛି । ଯଦି ଆପଣ ସବୁଦିନ ଗାଇକୁ ରୁଟି ଖାଇବାକୁ ଦଉଛନ୍ତି ତେବେ ଗୁରୁବାର ଦିନ ରୁଟିରେ ହଳଦୀ ଲଗାଇ ଏହାକୁ  ଗାଇକୁ ଖାଇବାକୁ ଦିଅନ୍ତୁ ଗୁରୁ ଗ୍ରହ ଆପଣଙ୍କ ଉପରେ ପ୍ରସନ୍ନ ହୋଇବେ ଆଉ ଆପଣ ନିଜ ଜୀବନରେ ବହୁତ ସୁଖ ପାଇ ପାରିବେ ।

ତେବେ ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଗାଇକୁ ନିସ୍ଵାର୍ଥ ଭାବରେ ଯିଏ ଖାଇବାକୁ ଦେଇଥାଏ ତା ଜୀବନରେ ବହୁତ କିଛି ପରିବର୍ତନ ଦେଖିବାକୁ ମିଳିଥାଏ । ତେବେ ଆପଣଙ୍କୁ ଆର୍ଥିକ ସମସ୍ୟା ରହିଲେ ଆପଣ ଗାଇକୁ ଗୁଡ ରୁଟି ଖାଇବାକୁ ଦିଅନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତି ହବ ।

ଗାଇକୁ କଣ ଖାଇବାକୁ ଦବା ଉଚିତ ନୁହ :

୧. ଶାସ୍ତ୍ର ଅନୁଯାଇ ଅଇଁଠା ବା ବାସୀ ରୁଟି ଖାଇବାକୁ ଦବା ଜମାବି ଭଲ ନୁହ ନଚେତ ରାହୁଙ୍କ କୁ ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିଥାଏ ।

୨. ଶାସ୍ତ୍ରରେ ଏହା ମଧ୍ୟ କୁହା ଯାଇଛି ଯେ ଗାଇକୁ ପଚା ସଡା ଜିନିଷ ଖାଇବାକୁ ଦବା ଭଲ ନୁହ,  ଶାସ୍ତ୍ର ଅନୁଯାଇ ଏହା ଗାଈ ସ୍ୱାସ୍ଥ୍ୟ ଖରାପ କରିଥାଏ ଯାହାର ପାପ ଆପଣଙ୍କୁ ଲାଗିଥାଏ ।

୩. ଏହା ଛଡା ଶ୍ଗାସ୍ତ୍ରରେ କୁହା ଯାଇଛି ଯେ ଗାଇକୁ କ୍ଷୀର ଜିନିଷ ଖାଇବାକୁ ଦବା ଉଚିତ ନୁହ ଏହା ବହୁତ ଖରାପ ଦଶା ଆଣିଥାଏ ସେଥିପାଇଁ ଗାଇକୁ କ୍ଷୀର ଦିଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *