କରୋନା ମ-ହା-ମା-ରୀ ଯେଉଁ ଅବସ୍ଥାରେ ବଢି ବଢି ଯାଉଛି ଲୋକଙ୍କ ଭବିଷତ କଣ ହବ କେହି ଜାଣି ନାହାନ୍ତି । ତେବେ ଦେଶର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହୋଇ ଚାଲିଛି, ସାମାନ୍ଯ ଜନତା ଖାଇବା ପାଇଁ ମଧ୍ୟ ବହୁତ ଅସୁବିଧାରେ ପାଉଛନ୍ତି । ତେବେ ବହୁତ ଲୋକ ନିଜ ସବୁ କାମ ଛାଡି ଗାଁରେ ଯାଇ ଚାଷ କରୁଛନ୍ତି ତାଙ୍କ କହିବା ଅନୁଯାଇ ନିଜେ କିଛି କଲେ ଖାଇବାକୁ ତ ପାଇବୁ । ତେବେ କରୋନା ସଂ-କ୍ର-ମ-ଣ ବର୍ତମାନ ସ୍ଥିତିରେ ଏତେ ବଢି ଯାଇଛି ଯେ ହସ୍ପିଟଲ ମାନଙ୍କରେ ବେଡ ପାଇବା ବହୁତ କଷ୍ଟ ଲାଗୁଛି । ତେବେ ଯଦି ଆପଣଙ୍କୁ କରୋନା ହେଇ ଯାଇଛି ଆଉ ପଜେଟିବ ଅଛି ବୋଲି ଜଣା ପଡି ଯାଇଛି ତେବେ ଆପଣଙ୍କୁ ଘରେ କେମିତି ରହିବାକୁ ହବ ତାହା ବିଷୟରେ ଆସନ୍ତୁ ଜାଣିବା ।
ଡକ୍ଟର ମାନଙ୍କ କହିବା ଅନୁଯାଇ ଯେଉଁ ଲୋକଙ୍କୁ କରୋନା ପଜେଟିବ ବହରାଉଛି ତାଙ୍କ ସମସ୍ତଙ୍କ ସଂ-କ୍ର-ମ-ଣ ଏକା ଭଳି ରହୁ ନାହିଁ କିନ୍ତୁ ପ୍ୟାନିକ ହବାରି ଡରିଯିବାରୁ ଏହା ଆପଣଙ୍କ ଶରୀର ଉପରେ କଣ୍ଟ୍ରୋଲ ପାଇ ଯାଉଛି । ତେବେ ଆପଣ ମଧ୍ୟ ଜାଣିଛନ୍ତି ଯେ ମନ ନ ହାରିଲେ ମଣିଷ ମୃ-ତ୍ୟୁ ସହ ଲଢି ଯାଇଥାଏ ଠିକ ସେମିତି ଆପଣଙ୍କୁ ନିଜ ମନ ବଳ ବଢାଇବାର ଅଛି । ବହୁତ ଲୋକ ମାଇଲ୍ଡ ଷ୍ଟେଟ ମାନେ ସଂ-କ୍ର-ମ-ଣ କମ ହବା ସମୟରେ ଷ୍ଟେରଏଡ ନେଇ ଯାଉଛନ୍ତି ଯାହା ପରେ ତାଙ୍କ ଫୁସ ଫୁସ ଉପରେ ଏହାର ଗମ୍ଭୀର ପ୍ରଭାବ ଦେଖିବାକୁ ମିଳୁଛି ।
ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେଉଁ ରୋଗୀ ସିରିଏସ ଅଛନ୍ତି ଭେନଟିଲେଟର ଉପରେ ଅଛନ୍ତି ତାଙ୍କୁ ଷ୍ଟେରଏଡ ଦବା ଉଚିତ କିନ୍ତୁ କିଛି ଲୋକ ଶୀଘ୍ର ଭଲ ହବା ପାଇ ଷ୍ଟେରଏଡ ନେଉଛନ୍ତି ଯାହା ତାଙ୍କ ସ୍ଵାସ୍ଥ୍ୟକୁ ଆହୁରି ଖରାପ କରୁଛି ଏହା ଇନିସିଆଲ ଷ୍ଟେଟରେ ଥିବା ରୋଗୀକୁ ସିରିଏସ କଣ୍ଡିସନରେ ଆଣି ଦେଉଛି ଯାହା ପରେ ସମସ୍ତଙ୍କ ବଞ୍ଚିବା ବହୁତ କଠିନ ହେଇ ଯାଉଛି । ତେବେ ବହୁତ ଲୋକଙ୍କୁ ବର୍ତମାନ ହୋମ ଆଇସୋଲେସନରେ ରଖିବା ପାଇଁ କୁହା ଯାଉଛି ।
ଏହାର ମୁଖ୍ୟ କାରଣ ତାଙ୍କ ସଂ-କ୍ର-ମ-ଣ ବହୁତ କମ ରହୁଛି ବା ତାଙ୍କୁ ଅନ୍ୟାନ୍ୟ ରୋଗ ବହୁତ ଗମ୍ଭୀର ଅଛି ସେଥିପାଇଁ ତାଙ୍କୁ ଭିଡ ଠାରୁ ଅଲଗା ରଖିବା ଆବଶ୍ୟକ ହେଉଛି । ତେବେ ହୋମ ଆଇସୋଲେସନରେ ଥିବା ଲୋକଙ୍କୁ ମଧ୍ୟ ଡକ୍ଟର ସହ ଫୋନ୍ରେ ଅଟାଚ ରହିବା ଉଚିତ । ନିଜ ତାପମାତ୍ରା ଆଉ ମୁଖ୍ଯତଃ ଆକ୍ସିଜନ ଲେବଲ ବିଷୟରେ ଡାକ୍ତରକୁ କୁହନ୍ତୁ, ୯୩ ଠାରୁ କମିଲେ ଅକ୍ଷିଜନ ନିଜ ଦୋକଟୋରକୁ ଏଡମିସନ ପାଇଁ କୁହନ୍ତୁ ନଚେତ ଘରେ ରହି ଡକ୍ଟର କଥା ମାନି ଚାଲନ୍ତୁ ।
କରୋନା ରେ ରକ୍ତ ଗାଢା ହୋଇ ଯାଉଛି କଫ ବସି ଯାଉଛି ଯାହା ଦ୍ଵାରା ରକ୍ତ ଭଲ ଭାବରେ ପୁରା ଶରୀରକୁ ଯାଇ ପାରୁ ନାହିଁ ଆଉ ପୁରା ଶରୀରକୁ ଭଲ ଭାବରେ ଆକ୍ସିଜନ ମିଳୁ ନାହିଁ ତେବେ ସେହି ସମୟରେ ଡକ୍ଟର Anticoagulant ଦେଇଥାନ୍ତି ଯାହା ଦ୍ଵାରା ରକ୍ତ ପତଳା ହବ ଆଉ ଆକ୍ସିଜନ ସବୁ ଜାଗାକୁ ଯାଇ ପାରିବ । ତେବେ ଡାଃ ଗୁଲେରିଆ କହିଛନ୍ତି କି ଯେଉଁମାନେ ମାଇଲ୍ଡ ସ୍ଟେଜରେ ଅଛନ୍ତି ସେମାନଙ୍କୁ କୌଣସି ଔଷଧ ନେବା ଆବଶ୍ୟକ ନାହିଁ, ଯଦି ନେବାକୁ ଚାହିଁବେ ତେବେ Hydroxychloroquine ବା Ivermectin ନେଇ ପାରନ୍ତି । କିନ୍ତୁ ଅଧିକ ଔଷଧ ଖାଇବା ଆବଶ୍ୟକ ନାହିଁ ।