ଓଡିଶାରେ ସବୁଠାରୁ ଅଧିକ ମାତ୍ରାରେ ବା-ତ୍ୟା ଦ୍ଵାରା ଖ୍ଯାତି ହୋଇଥାଏ, ପ୍ରତି ବର୍ଷ ଗୋଟେ ନଚେତ ଦୁଇଟି ବା-ତ୍ୟା ନିଶ୍ଚିନ୍ତ ଆସିଥାଏ ଆଉ ଏହା ବ୍ୟବସ୍ଥାକୁ ହଲେଇକି ରଖିଥାଏ । ତେବେ ପାଣି ପାଗ ସୂଚନା ଅନୁଯାଇ ଆଉ ଗୋଟେ ବା-ତ୍ୟା ଓଡିଶା ଆଡକୁ ମାଡି ଆସୁଛି ଯାହା ଦ୍ଵାରା ଆସନ୍ତା ସମୟରେ ବହୁତ ବର୍ଷା ଆଉ ପବନ ହବାର ସମ୍ଭାବନା ଅଛି । ଓଡିଶାର ପ୍ରାୟତଃ ଜିଲ୍ଲାରେ ବର୍ଷା ଭୟଙ୍କର ରୂପ ନବ ବୋଲି କୁହା ଯାଉଛି । ତେବେ ଆଜି ଆମେ ଆପଣଙ୍କୁ ପାଣି ପାଗ ସୂଚନା ଅନୁଯାଇ ପାଣି ଆଉ ପବନ କଥା କହିବାକୁ ଯାଉଛୁ ଏହା ଛଡା ଯେଉଁ ୧୮ଟି ଜିଲ୍ଲା ମାନଙ୍କୁ ୟେଲୋ ଅଲର୍ଟ ଦିଆ ଯାଇଛି ତାଙ୍କ ନା ମଧ୍ୟ ଆଜି ଆମେ ଆପଣଙ୍କୁ କହିବୁ ।
ତେବେ ପାଣି ପାଗ ଖବର ଅନୁଯାଇ ପ୍ରାୟତଃ ସବୁ ଜିଲ୍ଲାରେ ପାଣି ବହୁତ ବର୍ଷା ହବାର ସମ୍ଭାବନା ରହିଛି, ତେବେ ଏହି ବର୍ଷା ସାମାନ୍ୟ ଠାରୁ ଅଧିକ ଘାତକ ରହିବ ବୋଲି ସମ୍ଭାବନା ରହିଛି, ଆଜବେଷ୍ଟ ଆଉ କଞ୍ଚା ଘର ଭାଙ୍ଗିବାର ଆଶଙ୍କା ମଧ୍ୟ କରା ଯାଉଛି । ତେବେ ପାଣି ପାଗ ବିଭାଗ ଅନୁଯାଇ ପବନ ବହୁତ ଜୋର ଚାଲିବ ଆଉ ପବନର ଗତି ୫୦ରୁ ୬୦ କିଲୋମିଟର ପ୍ରତି ଘଣ୍ଟା ରହିବ ଯାହା ଦ୍ଵାରା କଞ୍ଚା ଘର ଆଉ ଗଛ ଭାଙ୍ଗିବାର ସମ୍ଭାବନା ରହିଛି ।
ତେବେ ସରକାର ଲୋକଙ୍କୁ ସଚେତନ କରିବା ପାଇଁ କେତେକ ଜିଲ୍ଲାରେ ୟେଲୋ ଅଲର୍ଟ ଦେଇଛନ୍ତି ଯାହା ଦ୍ଵାରା ଲୋକେ ସଚେତନ ହୋଇବେ ଆଉ ବା-ତ୍ୟା ଦ୍ଵାରା ଅଧିକ ଲୋକଙ୍କୁ ହାନି ନହେଉ । ତେବେ ଆମେ ଆପଣଙ୍କୁ ସେହି ଜିଲ୍ଲା ମାନଙ୍କ ନା କହିବାକୁ ଯାଉଛୁ ଯାହାକୁ ପାଣି ପାଗ ବିବାହଗ ୟେଲୋ ଅଲର୍ଟ ଦେଇଛନ୍ତି ସେ ଜିଲ୍ଲା ହେଲେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡା, ମାଲଖାନଗିରି, ବୋଧ, ଗଜପତି, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଏସବୁ ଜିଲ୍ଲା ମାନଙ୍କରେ ପାଣି ଆଉ ପବନ ହବାର ଆଶଙ୍କା ଅଛି ।
ତେବେ ଏହି ସବୁ ଜିଲ୍ଲା ମାନଙ୍କ ବାସିନ୍ଦା ମାନଙ୍କୁ ସରକାର ତରଫରୁ ଅଲର୍ଟ କରା ଯାଇଛି । ଏହି ସବୁ ଜାଗାରେ ଲୋକଙ୍କୁ ତଳ ତଳିଆ ଜାଗାରୁ ଭଲ ପକା ଘରକୁ ଯିବା ପାଇଁ କୁହା ଯାଇଛି ସରକାର ଦ୍ଵାରା ବାତ୍ୟା ସ୍ଥଳ ସୁରକ୍ଷା ପାଇଁ ଖୋଲା ଯାଇଛି । ଏହା ଛଡା କଞ୍ଚା ଘରେ ରହୁଥିବା ଲୋକଙ୍କୁ ମଧ୍ୟ ପକା ଘରକୁ ବ ସରକାର ଦ୍ଵାରା କରା ଯାଇଥିବା ଆଶ୍ରୟ ସ୍ଥଳକୁ ଯିବା ପାଇଁ ଘୋଷଣା କରା ଯାଇଛି ।
ତେବେ ଏହି ସବୁ ଜିଲ୍ଲା ସହ କେନ୍ଦ୍ରାପଡା, ଜଗତସିଙ୍ଘପୁର ଆଉ ଗଞ୍ଜାମ ଜିଲ୍ଲାରେ ବର୍ଷା ପବନ ସହ ବଜ୍ରପାତ ମଧ୍ୟ ହବାକୁ ଯାଉଛି ଯାହା ବହୁତ ଭୟଙ୍କର ହୋଇପାରେ । ଯେତିକି ଜିଲ୍ଲା ନାମ କୁହା ଯାଇଛି ସେହି ସବୁ ଜିଲ୍ଲା ମାନଙ୍କରେ ୩ରୁ ୪ ଦିନ ପର୍ଯ୍ୟନ୍ତ କାଳ ବୈଶାଖୀ ରହିବାର ସମ୍ଭାବନା ଅଛି ଆଉ ସରକାର ଏହି ଜିଲ୍ଲା ମାନଙ୍କୁ ସତର୍କ ରହିବା ପାଇଁ ଘୋଷଣା କରିଛନ୍ତି।