ଅଖରୋଟ କେଉଁ କେଉଁ ରୋଗରେ ଲାଭକାରୀ ହୋଇଥାଏ, ୯୭% ଲୋକ ଜାଣି ନାହାନ୍ତି ଏହାକୁ ଖାଇବାର ସଠିକ ତରିକା

ଆଜିକା ସମୟରେ ଯେବେ ରୋ-ଗ ମଣିଷ ଉପରେ ହାବି ହେଇ ଯାଇଛି ସେତେବେଳେ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସୁଛି ଯେ କଣ ଖାଇଲେ ଆମେ ରୋ-ଗ ଠାରୁ ବଞ୍ଚି ରହିବୁ, ତେବେ କଷ୍ଟ ନହେଲା ପର୍ଯ୍ୟନ୍ତ ସମସ୍ତଙ୍କୁ କିଛି ଆବଶ୍ୟକ ହୋଇନଥାଏ କିନ୍ତୁ ଶରୀର ଓ ମନକୁ କଷ୍ଟ ହେଲା ପରେ ସମସ୍ତଙ୍କୁ ଭଲ ଆଉ ପୋଷ୍ଟିକ ଖାଦ୍ଯ କଥା ମନେ ପଡିଥାଏ । ଆଜି ଆମେ ଆପଣଙ୍କ ୱାଲନଟ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଥିବେ ଆଉ ତାଙ୍କ ଠାରୁ ବି କମ ଲୋକ ସେବନ କରୁଥିବ ।

ୱାଲନଟକୁ ଡ୍ରାଇ ଫୃଟ ମାନଙ୍କ ରାଜା କୁହା ଯାଇଥାଏ, ତେବେ ଏହାର ମୁଖ୍ୟ କାରଣ ଏହା ଅଟେ ଯେ ଡ୍ରାଇ ଫୃଟ ମାନଙ୍କରେ ୱାଲନଟରେ ବହୁତ ପୋଷ୍ଟିକ ଗୁଣ ହୋଇଥାଏ ଆଉ ଏହା ସବୁ ବେଳେ ମହଙ୍ଗା ରହିଥାଏ । ୱାଲନଟ ସେବନ ଦ୍ଵାରା ଆପଣଙ୍କ ଶରୀରକୁ ଓମେଗା ୩, ବିଟାମିନ, ମିନେରଲ୍ସ ଆଉ ମେଲାଟିନ ନାମକ ପୋଷ୍ଟିକ ଭିଟାମିନ ମିଳିଥାଏ ଯାହା ଦ୍ଵାରା ଆପଣଙ୍କ ଶରୀର ବହୁତ ଶକ୍ତିଶାଳୀ ହୋଇଥାଏ । ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ୱାଲନଟ ସବୁଦିନ ସେବନ କରିବା ଲାଭକାରୀ ହୋଇଥାଏ କିନ୍ତୁ ବଡ ମାନଙ୍କୁ ଗୋଟେ ଦିନରେ ଗୋଟେରୁ ଦୁଇଟା ୱାଲନଟ ସେବନ କରିବା ଉଚିତ ଆଉ ଛୋଟ ଛୁଆଙ୍କୁ ଗୋଟେରୁ ଅଧିକ କେବେବି ଦେବେ ନାହିଁ ।

ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ୱାଲନଟ ବହୁତ ଗରମ ହୋଇଥାଏ ଆଉ ଏହାର ଅଧିକ ସେବନ ଆମ ଶରୀରକୁ ଆବଶ୍ୟକ ଠାରୁ ଅଧିକ ଗରମ କରିଥାଏ ଯାହା ଦ୍ଵାରା ଆମ ଶରୀର ସୁସ୍ଥ ସବଳ ହବା ଜାଗାରେ ଖରାପ ହବାକୁ ଲାଗିଥାଏ । ୱାଲନଟରେ ମେଲାଟୋନୀ ନାମକ ଏନଯାଇମ ହୋଇଥାଏ ଯାହା ମଣିଷକୁ ଶୋଇବାରେ ସାହାଯ୍ୟ କରିଥାଏ ତେବେ ଯାହାକୁ ନିଦ ଆସୁ ନାହିଁ ସେହି ଲୋକ ରାତିରେ ଗୋଟେ ୱାଲନଟ ଛୋଟ ଛୋଟ କାଟି ଗରମ କ୍ଷୀରରେ ପକାଇ ତାକୁ ଫୁଟାଇ ନିଅନ୍ତୁ ଆଉ ଚିନୀ ସେବନ କେବେ ବି କରନ୍ତୁ ନାହିଁ ସବୁବେଳେ ଏଥିରେ ମିଶିରି ପକାଇବେ ମିଶିରି ଆମ ପେଟକୁ ଥଣ୍ଡା କରିବାରେ ସାହାଯ୍ୟ କରିଥାଏ ।

ତେବେ ୱାଲନଟ ଗରମ ଦିନରେ ଖାଇଲେ ରାତିରେ ପାଣିରେ ଭିଯାଇ ଛାଡି ଦିଅନ୍ତୁ ଆଉ ସକାଳେ ଏହାର ଚୋପା ଛଡାଇ ସେବନ କରନ୍ତୁ ଆପଣଙ୍କ ଇଛା । ୱାଲନଟ ଖାଇବା ଦ୍ଵାରା ଆପଣଙ୍କ ବିପି ସବୁବେଳେ କଣ୍ଟ୍ରୋଲ ରହିଥାଏ, ତେବେ ଯେଉନଲୋକଙ୍କୁ ସ୍ମରଣ ଶକ୍ତି ହଜିବାର ଅସୁବ୍ଦିଧା ହୋଇଥାଏ ସେହିଭଳି ଲୋକଙ୍କୁ ଆଉ ଛୁଆଙ୍କୁ ୱାଲନଟ ଖାଇବା ବହୁତ ଲାଭକାରୀ ହୋଇଥାଏ ।

ୱାଲନଟ କ୍ଷୀର ସହ ମିଶାଇ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ସବଳ ହୋଇଥାଏ ଆଉ ଜୀବନରେ କେବଳ ସୁଖ ଆସିଥାଏ । ତେବେ ଆପଣ ମାନେ ଆଜି ଠାରୁ ୱାଲନଟ ଖାଇବା ଆରମ୍ଭ କରନ୍ତୁ ଦେଖିବେ ଆପଣଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଭଲ ହବାକୁ ଲାଗିବ ଆଉ ଆପଣଙ୍କୁ ନିଜକୁ ବହୁତ ଶକ୍ତିଶାଳୀ ଅନୁଭବ ହବ ।

Leave a Reply

Your email address will not be published. Required fields are marked *