ଶରୀରରେ ଅକ୍ସିଜେନ ସ୍ତର କମ ହେବାର ଏହା ହେଉଛି ୬ଟି ବଡ ଲକ୍ଷଣ

ବନ୍ଧୁଗଣ, ଗତବର୍ଷ କରୋନା ର ପ୍ରଥମ ସ୍ତର ଆସି ସାରା ବିଶ୍ଵ କୁ ବିଚଳିତ କରିଦେଇଥିଲା । ଚଳିତ ବର୍ଷ ଏହି ମ-ହା-ମା-ରୀ ର ଦ୍ଵିତୀୟ ଲହରୀ ଆସି ମାନବ ସମାଜର ମୁଣ୍ଡବଥା ର କାରଣ ହୋଇଅଛି । ବନ୍ଧୁଗଣ ଦେଶରେ କରୋନା ମ-ହା-ମା-ରୀ ରେ ସଂକ୍ରମିତ ହୋଇ ଅଧିକାଂଶ ଲୋକଙ୍କ ଜୀବନ ଚାଲି ଯାଉଛି । ଏହା ବହୁତ ଦ୍ରୁତ ଗତିରେ ବଢିବାରେ ଲାଗିଛି । ବନ୍ଧୁଗଣ ବର୍ତ୍ତମାନ କରୋନା ର ଦ୍ଵିତୀୟ ଲହରୀ ବହୁତ ପ୍ରଭାବଶାଳୀ ତଥା ଅତ୍ୟନ୍ତ ବିପଦ ଜନକ ବୋଲି ପ୍ରମାଣିତ ହୋଇ ସାରିଛି ।

ବନ୍ଧୁଗଣ ବର୍ତ୍ତମାନ ଏହା ସଂକ୍ରମିତ ହୋଇଥିବା ରୋଗୀ ମାନଙ୍କର ଫୁସ ଫୁସ ଉପରେ ସିଧାସଳକ ପ୍ରଭାବ ପକାଇଥିବାରୁ ଏହି ମ-ହା-ମା-ରୀ ଅଧିକାଂଶ ରୋଗୀ ଙ୍କର ଜୀବନ ନେଇଯାଉଛି ।

କାରଣ ଏହା ଫୁସ ଫୁସ ଉପରେ ସିଧା ସଳଖ ପ୍ରଭାବ ପକାଇ ଶରୀରରେ ଥିବା ଅମ୍ଳଜାନ ର ସ୍ତର କୁ ହ୍ରାସ କରିବାରେ ଲାଗିଛି ଯାହା ଫଳରେ ରୋଗୀ ଅମ୍ଳଜାନ ଅଭାବରୁ ଜୀବନ ତ୍ୟା-ଗ କରୁଅଛି । ବନ୍ଧୁଗଣ, ଆପଣ ପ୍ରାଏ ଜାଣି ନଥିବେ ଯେ, କରୋନା ସଂ-କ୍ର-ମ-ଣ ଫୁସ ଫୁସ ତଥା ଶ୍ଵାସକ୍ରିୟା କୁ ସିଧାସଳଖ ପ୍ରଭାବିତ କରିଥାଏ । ଏଣୁ ମନୁଷ୍ୟ ଶରୀରକୁ ଏହି ସମୟରେ ଅଧିକରୁ ଅଧିକ ଅମ୍ଳଜାନ ଆବଶ୍ୟକ ହୋଇଥାଏ । ବନ୍ଧୁଗଣ କରୋନା ସଂକ୍ରମିତ ବ୍ୟକ୍ତି ତଥା ତାଙ୍କ ର ଯତ୍ନ ଅଥବା ସେବା କରୁଥିବା ବ୍ୟକ୍ତି ବିଶେଷ ଶରୀରରେ ଅମ୍ଳଜାନ ର ସ୍ତର ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ।

ବନ୍ଧୁଗଣ ମନୁଷ୍ୟର ଅମ୍ଳଜାନ ର ଶ୍ୟାଚୁରେସନ ସ୍ତର ୯୫ ପ୍ରତିଶତ ରୁ ୧୦୦ ପ୍ରତିଶତ ମଧ୍ୟରେ ରହିବା ଆବଶ୍ୟକ ବୋଲି “ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ” ଏବଂ “ରୋଗ ନିୟନ୍ତ୍ରଣ ତଥା ପ୍ରତିରୋଧ କେନ୍ଦ୍ର” ସୂଚନା ଦେଇଅଛି । ବନ୍ଧୁଗଣ ଅମ୍ଳଜାନ ଅଭାବ ହେତୁ ଶରୀରରେ ରକ୍ତ ସଂଚାଳନ ରେ ବାଧା ସୃଷ୍ଟି ହୋଇଥାଏ । ଏତତ ବ୍ୟତୀତ ମସ୍ତିଷ୍କରେ ରକ୍ତସ୍ରାବ ଏବଂ ହୃଦଘାତର ଆଶଙ୍କା ବହୁତ ଅଧିକ ରହିଥାଏ । ଅମ୍ଳଜାନର ଅଭାବ ହେତୁ ମଧୁମେୟ ଅଥବା ଡାଇବେଟିକ ରୋଗୀମାନଙ୍କ ର ରକ୍ତରେ ଥିବା ସୁଗାର ର ପରିମାଣ ହଟାତ ବଢିଯାଇଥାଏ । ଏହା ଅତ୍ୟନ୍ତ ଭ-ୟା-ନ-କ ପରିସ୍ଥିତି ସୃଷ୍ଟି କରିଥାଏ । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ଶରୀରରେ ଅମ୍ଳଜାନ କମିବାରେ ଦେଖାଯାଉଥିବା ୬ ଟି ଲକ୍ଷଣ କଣ ଅଟେ ?

୧- ନିଶ୍ଵାସ ପ୍ରଶ୍ଵାସ ଗ୍ରହଣ କରିବାରେ ଅସୁବିଧା ହେବା ।

୨- ଥକାନ ଅଥବା କ୍ଳାନ୍ତ ଅନୁଭବ କରିବା ।

୩- ମୁଣ୍ଡ ବୁଲାଇବା ସହିତ ଚିନ୍ତିତ ରହିବା ।

୪- ଓଠ ତଥା ମୁହଁର ରଙ୍ଗ ନୀଳ ହୋଇଯିବା ।

୫- ଛାତିରେ ଯନ୍ତ୍ରଣା ଅନୁଭବ ହେବା ।

୬- ଚଲାବୁଲା କରିବାରେ ଅସୁବିଧା ହେବା ।

ବନ୍ଧୁଗଣ ଯଦି ଆପଣଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେଉଥାଏ ତେବେ, ଆପଣ ପେଟ ତଳକୁ କରି ସମାନ ଭାବରେ ମୁହଁ ମାଡି ଶୋଇଯାଆନ୍ତୁ ଏହିଭଳି କରିବା ଦ୍ଵାରା ଶରୀରକୁ ଅମ୍ଳଜାନ ମିଳିଥାଏ । ଏହା ସହିତ ମୁଣ୍ଡ, ଅଣ୍ଟା, ଓ ପାଦ ତଳେ ଅଧିକ ତକିଆ ରଖନ୍ତୁ । ଆପଣଙ୍କ ସ୍ଥିତି ୧ ତଥା ୨ ଘଣ୍ଟା ମଧ୍ୟରେ ପରିବର୍ତ୍ତନ କରି ଅକ୍ସିମିଟର ସାହାଯ୍ୟରେ ଅମ୍ଳଜାନ ର ସ୍ତର ମାପନ୍ତୁ । ବନ୍ଧୁଗଣ ଏହି ବିଶେଷ ଟିପ୍ପଣୀ ଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *