ବନ୍ଧୁଗଣ କିଭଳି ଜାଣିବା ଯେ, ଆମ୍ଭକୁ କୋରୋନା ହୋଇଛି କି ନାହିଁ ? ବନ୍ଧୁଗଣ ସାଧାରଣତ କିଛି ଲକ୍ଷଣ ରହିଅଛି ଯେଉଁ କାରଣରୁ କୋରୋନା ରୋଗୀ ଙ୍କୁ ବହୁତ ପ୍ରୋବ୍ଲେମ ହେଉଅଛି । ଏହାର ବହୁତ ଗୁଡିଏ ଲକ୍ଷଣ ରହିଅଛି । ବନ୍ଧୁଗଣ ଖାସ କରିକି ହାତ ଗୋଡ ରେ ଦରଜ ତଥା ଆଣ୍ଠୁ ତଳକୁ ରହିଥିବା ସ୍ଥାନ ରେ ବହୁତ ଯନ୍ତ୍ରଣା ଅନୁଭବ ହୋଇଥାଏ ।
ଏହା ସହିତ ବହୁତ ଥକାନ ଅନୁଭବ ହୋଇଥାଏ । ଶୁଖିଲା କାଶ ମାସ ମାସ ଧରି ଲାଗି ରହିଥାଏ । ନାନା ପ୍ରକାରର ଔଷଧ ସେବନ ପରେ ମଧ୍ୟ ତାହା ଭଲ ହେଉନାହିଁ । ବନ୍ଧୁଗଣ ଏହିଭଳି ସ୍ଥିତିରେ ଆମ୍ଭେ କିଭଳି ଜାଣିବା ଯେ, ଆମ୍ଭକୁ କୋରୋନା ହୋଇସାରିଛି, କିମ୍ବା କୋରୋନା ହୋଇ ଛାଡି ସାରିଛି ଅଥାବା କୋରୋନା ର ଶୀମଟମ ବୋଲି ତାହାକୁ ଗ୍ରହଣ କରିବା । ବନ୍ଧୁଗଣ ଏହି ସମୟ ସୀମା କୁ ଆମ୍ଭକୁ ସମୁଦାୟ ୧୪ ଦିନ ର ସମୟ କୁ ଧ୍ୟାନ ରେ ରଖିବାକୁ ହେବ ।
ଯେବେ ପର୍ଯ୍ୟନ୍ତ ଏହା ଆମ୍ଭ ଶରୀରରୁ ନଯାଇଅଛି ସେହି ସମୟକୁ ଆମ୍ଭେ ଇଙ୍କ୍ୟୁବେଶନ ପିରିଅଡ କହିଥାଉ । ବନ୍ଧୁଗଣ ଯଦି ଶରୀରରେ ରେଜିଷ୍ଟନ ପାୱାର ଅଧିକ ଥିବା ତେବେ ୧ ରୁ ୧୪ ଦିନ ମଧ୍ୟହରେ ଏହି ସଂକ୍ରମଣ ହୋଇ ଭଲ ହୋଇଯିବ ମାତ୍ର ଯଦି ଶରୀରର ରୋଗପ୍ରତିରୋଧକ କ୍ଷମତା କମ ରହିଥିବା ତେବେ, ଏହା ଆମ୍ଭକୁ ନାନା ପ୍ରକାରର ପରିସ୍ଥିତିରେ ପକାଇଥାଏ, ଯଥା ନିମୋନିଆ ହୋଇଯିବା, ହାର୍ଟ, କିଡ୍ନି ଇତ୍ୟାଦି ରେ ସମସ୍ୟା ଦେଖାଯିବା ଭଳି ଲକ୍ଷଣ ମାନ ପରିଲକ୍ଷିତ ହେବ । ବନ୍ଧୁଗଣ ଏହିଭଳି ଅନେକ ସିମଟମ୍ସ ରହିଅଛି ଯାହା ଶରୀରକୁ ଇଫେକ୍ଟ କରିଥାଏ ।
ବନ୍ଧୁଗଣ ବହୁତ ଗୁଡିଏ ରୋଗୀ ଅଛନ୍ତି ଯାହାଙ୍କୁ ଗତବର୍ଷ ଅତ୍ୟଧିକ କାଶ ହୋଇଥାଏ ଅଥବା ନିଶ୍ଵାସ ପ୍ରଶ୍ଵାସ ରେ କଷ୍ଟ ଅନୁଭବ କରିବା ଭଳି ଲକ୍ଷଣ ଥକାନ ଲାଗିବା ଇତ୍ୟାଦି ଭଳି ନାନା ସମସ୍ୟା ମାନ ହୋଇଥିଲା । ବନ୍ଧୁଗଣ ଏହିଭଳି ପେସେଣ୍ଟ ମଧ୍ୟରେ କୋଭିଡ ର ମାଇଲ୍ଡ ଶିମଟନ ଦେଖାଯାଇଥାଏ । ବନ୍ଧୁଗଣ ଯଦି ଏହିସବୁ ଶିମଟନ ଗତବର୍ଷ ଆପଣ ମାନଙ୍କ ମଧ୍ୟରୁ କାହାକୁ ହୋଇସାରିଛି ଏହାର ଅର୍ଥ ଆପଣ ମାନଙ୍କ ମଧ୍ୟରୁ ଏହି ସଂକ୍ରମଣ ଟି ହୋଇ ଚାଲି ଯାଇଛି । ବନ୍ଧୁଗଣ ଏଭଳି କୌଣସି ରୋଗୀ ନାହାଁନ୍ତି ଯାହାଙ୍କୁ କୋଭିଡ ସମୟରେ ଜ୍ୱୋର ନ ଆସିଛି ।
ବନ୍ଧୁଗଣ ଅକ୍ସିଜେନ ସ୍ତର କମ ରହିବା ଅର୍ଥାତ ୯୪ ତଳକୁ ରହିବା ମଧ୍ୟ ଏକ ସିମଟମ ଅଟେ । ବନ୍ଧୁଗଣ ୯୪ ରୁ ୯୯ ପ୍ରତିଶତ ଅକ୍ସିଜେନ ସ୍ତର ଆମ ଶରୀରରେ ନରମାଲ ସ୍ଥିତି ଅଟେ । ଯଦି ଆମ ଶରୀରରେ ଅମ୍ଳଜାନ ର ସ୍ତର ୯୦ ରୁ କମ ଆସୁଅଛି ତେବେ ଆମ୍ଭକୁ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ଯାଇ ଚିକିସ୍ୟା କରାଇବା ଆବଶ୍ୟକ । ବନ୍ଧୁଗଣ ଆମ ଶରୀରରେ କୌଣସି ପ୍ରକାରର ବ୍ୟାକ୍ଟେରିଆ ତଥା ଭାଇରସ ଆସିଲେ ତାହା ଆମ ଶରୀରର ରକ୍ଷାତନ୍ତ୍ର ଅର୍ଥାତ ଇମ୍ୟୁନିଟି ସିଷ୍ଟମ ର ଆଣ୍ଟିବଡି କୁ ବିସ୍ତାର କରିଦେଇଥାଏ ।
ବନ୍ଧୁଗଣ ଯଦି କୋରୋନା ସଂକ୍ରମଣ ହୋଇ ଯାଇ ସାରିଛି ମାତ୍ର ଶରୀରରେ ଆଣ୍ଟିବଡି ଦେଖିବାକୁ ମିଳୁ ନାହିଁ ତେବେ ଏହିଭଳି ରୋଗୀଙ୍କ ଠାରେ କନଫ୍ୟୁସନ ରହିଥାଏ । କାରଣ ବିନା ଆଣ୍ଟିବଡ଼ି ରେ ରୋଗୀ ରିକୋଭର କରିପାରେ ନାହିଁ । ଏହିଭଳି ସ୍ଥିତିରେ ହେଇପାରେ ଯେ ବ୍ଲଡ଼-ରିପୋର୍ଟ ଭୁଲ ଅଛି ଅଥବା ରୋଗୀ ଭୁଲ କହୁଛନ୍ତି ଯେ, ତାଙ୍କୁ କୋରୋନା ହୋଇ ଯାଇସାରିଛି । ବନ୍ଧୁଗଣ ଯଦି କୋରୋନା ହୋଇ ଯାଇସାରିଛି ତେବେ, ଏହିଭଳି ସ୍ଥିତିରେ ରୋଗୀଙ୍କ ଶରୀରରେ ଆଣ୍ଟିବଡ଼ି ଡେଭଲପ ହୋଇଯିବ । ବନ୍ଧୁଗଣ ବର୍ତ୍ତମାନ କୋଭିଡ଼ ଠାରୁ ବଞ୍ଚିବା ପାଇଁ ଭ୍ୟାକ୍ସିନ ବାହାରିସାରିଲାଣି ।
ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ଭଲ ନାହିଁ ଏଣୁ ଆପଣ ମାନଙ୍କୁ ବିନୀତ ଅନୁରୋଧ ଯେ ଆପଣ ମାନେ ସମସ୍ତେ ଯଥା ସମ୍ଭବ ଭ୍ୟାକ୍ସିନ ଲଗାନ୍ତୁ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ସେବନ କରି ସେନିଟାଇଜ ତଥା ମାସ୍କ ର ବ୍ୟବହାର କରନ୍ତୁ । ଟିକିଏ ସତର୍କ ଅବଲମ୍ବନ କରିଲେ ଆମ୍ଭେ ଏହି ମହାମାରୀ ଠାରୁ ବଞ୍ଚିତ ରହିପାରିବା । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।