ଚନ୍ଦ୍ର ସୁନ୍ଦରତା ସମସ୍ତେ ଦେଖିବାକୁ ପାଇଥିବେ ତେବେ ଚନ୍ଦ୍ର ନାଲି ହବା ପଛରେ ବହୁତ କାରଣ ଅଛି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଏହାର କଣ କଣ କାରଣ ହୋଇପାରେ । ଚନ୍ଦ୍ର ଧଳା ସବୁବେଳେ ରହିଥାଏ କିନ୍ତୁ ନାଲି ବହୁତ କମ ସମୟରେ ହୋଇଥାଏ ତେବେ ଆଜି ରାତିରୁ ଚନ୍ଦ୍ର ନାଲି ହବାକୁ ଯାଉଛି ।
ଆଜି ପୁର୍ଣିମା ହବାରୁ ଚନ୍ଦ୍ର ପୂର୍ଣ ହୋଇ ରହିବ ବୋଲି କୁହା ଯାଇଛି ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଚନ୍ଦ୍ର ଆମ ଜୀବନ ସବୁ ସ୍ଥିତିରେ ଆମ ସହ ରହିଥାଏ । ଶାସ୍ତ୍ର ଅନୁଯାଇ ଚନ୍ଦ୍ର ଏତେ ସୁନ୍ଦର ଲାଗିଥିଲା ଯେ ଭଗବାନ ମହାଦେବ ତାକୁ ନିଜ ମୁକୁଟ ଉପରେ ଧାରଣ କରିଥିଲେ । ତେବେ ଆଜି ଆମେ ନାଲି ଚନ୍ଦ୍ର ବିଷୟରେ କହିବାକୁ ଯାଉଛୁ ଯାହା ୨୬ ମେକୁ ହବାକୁ ଯାଉଛି ।

ତେବେ ଆସନ୍ତା ୨୬ ତାରିଖ ଦିନ ଚନ୍ଦ୍ର ର ତିନୋଟି ରୂପ ଆପଣଙ୍କୁ ଦେଖିବାକୁ ମିଳିବ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ପାରେ । ଏହି ତିନୋଟି ସ୍ଥିତି ହେଲା ସୁପର ମୁନ, ରେଡ ବ୍ଲଡ ମୁନ ଆଉ ଚନ୍ଦ୍ର ଗ୍ରହଣ । ତେବେ ସୁପର ମୁନ ସେତେବେଳେ ଦେଖା ଯାଇଥାଏ ଯେତେବେଳେ ଚନ୍ଦ୍ର ପୃଥିବୀ ବହୁତ ପାଖକୁ ଆସିଥାଏ ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଚନ୍ଦ୍ର ପୃଥିବୀ ଚାକର ଲଗାଇଥାଏ ଆଉ ଗୋଟେ ସମୟ ଏମିତି ଆସିଥାଏ ଯେତେବେଳେ ଏହା ପୁରିବି ବହୁତ ପାଖକୁ ଆସିଥାଏ ସେହି ସମୟରେ ଚନ୍ଦ୍ର ବହୁତ ବଡ ଦେଖା ଯାଇଥାଏ ।

ଏହାକୁ ସୁପର ମୁନ କୁହା ଯାଇଥାଏ । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ସାମାନ୍ୟତଃ ମୁନ ପୃଥିବୀ ଠାରୁ ୪ ଲକ୍ଷ୍ୟ ୬ ହଜାର ୩୦୦ କିଲୋମିଟର ଦୂରରେ ରହିଥାଏ । କିନ୍ତୁ ସୁପର ମୁନ ସମୟରେ ଏହା ପୃଥିବୀ ଠାରୁ ମାତ୍ର ୩ ଲକ୍ଷ୍ୟ ୫୬,୭୦୦ କିଲୋମିଟର ରହି ଯାଇଥାଏ । ପୃଥିବୀ ଯେତେବେଳେ ସୂର୍ଯ୍ୟ ଆଉ ସିଏଚଏନଡ଼ିଆର ମଧ୍ୟରେ ଆସିଥାଏ ସେତେବେଳେ ପୃଥିବୀ

ଛାଯା ଚନ୍ଦ୍ର ଉପରେ ପଡିଥାଏ ଆଉ ଏହି ସମୟ ଚନ୍ଦ୍ର ଦେଖା ଯାଇ ନଥାଏ ସେଥିପାଇଁ ଏହାକୁ ଗ୍ରହଣ ସମୟ କୁହା ଯାଇଥାଏ ତେବେ ଏହି କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଚନ୍ଦ୍ରର ନିଜର କିଛି ଲାଇଟ ନଥାଏ ଏହା ସୂର୍ଯ୍ୟ କିରଣ ଦ୍ଵାରା ଚମକି ଥାଏ କିନ୍ତୁ ପୃଥିବୀ ମଝିରେ ଆସିବା ଦ୍ଵାରା ଏହା ଲୁଚି ଯାଇଥାଏ ।

ତେବେ ଯେତେବେଳେ ପୃଥିବୀ ଚନ୍ଦ୍ର ଉପରୁ ନିଜ ଛାଯା ସାଇଡ କରିଥାଏ ସେହି ସମୟରେ ସୂର୍ଯ୍ୟ କିରଣ ଅଳପ ଚନ୍ଦ୍ର ଉପରେ ପୃଥିବୀ ଦ୍ଵାରା ଋଫଲେକ୍ଟ ହୋଇ ଦେଖ ଯାଇଥାଏ ଯାହା ଦ୍ଵାରା ଲାଇଟ ସ୍କାତର ହୋଇ କେବଳ ନାଲି ରଙ୍ଗ ଚନ୍ଦ୍ର ଉପରେ ପଡିଥାଏ ଆଉ ଚନ୍ଦ୍ର ନାଲି ରଙ୍ଗର ଦେଖା ଯାଇଥାଏ ଏହି ଭଳି ପରିସ୍ଥିତି ସବୁ ଗ୍ରହଣରେ ହୋଇନଥାଏ ତେବେ ଭାରତରେ ଏହି ନାଲି ଚନ୍ଦ୍ର ସନ୍ଧ୍ୟା ସମୟରେ ଦେଖିବାକୁ ମିଳିବ କିନ୍ତୁ ଗ୍ରହଣ ଦେଖିବା କଷ୍ଟ କାହିଁକିନା ଗ୍ରହଣ ଦିନ ବେଳ ଲାଗିବାକୁ ଯାଉଛି ।
