ଏହି ଫଟୋରେ ଅଛି ଏକ କୁକୁର, ଯାହାକୁ କେହି ଦେଖି ପାରୁ ନାହାଁନ୍ତି, କଣ ଆପଣ ଦେଖି ପରୁଛନ୍ତି କି ?

ବନ୍ଧୁଗଣ, ଏହି ଦୁନିଆ ଜ୍ଞାନୀ ମାନଙ୍କ ଦ୍ଵାରା ପରିପୂର୍ଣ୍ଣ ହୋଇ ରହିଅଛି । ଅର୍ଥାତ ଏହି ବିଶାଳ ଦୁନିଆରେ କୋଣ କୋଣ ରେ ଜ୍ଞାନି ମାନେ ପରିପୂର୍ଣ୍ଣ ହୋଇ ରହିଅଛନ୍ତି । ବନ୍ଧୁଗଣ ଏହି ଦୁନିଆରେ ସମସ୍ତେ ନିଜକୁ ବହୁତ ବୁଦ୍ଧିମାନ ତଥା ଜ୍ଞାନୀ ଭାବୁଛନ୍ତି । ଏହା ମଧ୍ୟ ସତ୍ୟ ଅଟେ ଯେ, ପ୍ରତିଟି ମନୁଷ୍ୟ ଙ୍କ ପାଖରେ ନିଜର ଚିନ୍ତାଧାରା ରହିଥାଏ ।

ମାତ୍ର ଏହା ମଧ୍ୟ ସତ୍ୟ ଅଟେ ଯେ, ପ୍ରତ୍ୟକ ବ୍ୟକ୍ତି ବିଶେଷ ସବୁ କାର୍ଯ୍ୟ କରିପାରନ୍ତି ନାହିଁ । ବନ୍ଧୁଗଣ ସମସ୍ତଙ୍କର ମସ୍ତିଷ୍କ ଏକାଭଳି କାର୍ଯ୍ୟ କରିନଥାଏ । ପ୍ରତ୍ୟକ ବ୍ୟକ୍ତି ଅଲଗା ଅଲଗା କାର୍ଯ୍ୟ ରେ ପାରଙ୍ଗମ ହୋଇଥାନ୍ତି । ବନ୍ଧୁଗଣ ସମସ୍ତେ ଗୋଟିଏ କାର୍ଯ୍ୟ କୁ କରିପାରନ୍ତି ନାହିଁ । ଯଦିଓ କରିଥାନ୍ତି ତେବେ ପ୍ରତ୍ୟକ ବ୍ୟକ୍ତିଙ୍କର କାର୍ଯ୍ୟ କରିବାର କୌଶଳ ଭିନ୍ନ ହୋଇଥାଏ ।

ବନ୍ଧୁଗଣ ଏଭଳି ଅନେକିଆ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ କଠିନ ରୁ କଠିନ ପ୍ରଶ୍ନ ତଥା କାର୍ଯ୍ୟ ର ସାମାଧାନ କରିବାକୁ ବହୁତ ଆନନ୍ଦ ଲାଗିଥାଏ । ବନ୍ଧୁଗଣ ଭଗବାନ ସମସ୍ତଙ୍କୁ ଏକାଭଳି ମସ୍ତିଷ୍କ ଦେଇଅଛନ୍ତି । ମାତ୍ର ତାହାର କେହି କେହି ଉଚିତ ବ୍ୟବହାର କରୁଥିବା ସମୟରେ ଆଉ କେହି ସଠିକ ସମୟରେ ନିଜ ମସ୍ତିଷ୍କ କୁ ପ୍ରୟୋଗ କରିନଥାନ୍ତି ।

ବନ୍ଧୁଗଣ ଯେଉଁ ବ୍ୟକ୍ତି ନିଜ ମସ୍ତିଷ୍କ ର ଅତ୍ୟାଧିକ ଉପଯୋଗ କରିଥାଏ ତାହାର ମସ୍ତିଷ୍କ ବହୁତ ତୀବ୍ର ହୋଇଥାଏ । ବନ୍ଧୁଗଣ ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋଚିତ୍ର ଭାଇରାଲ ହେବାରେ ଲାଗିଛି । ସେହି ଫଟୋଚିତ୍ର ରେ ଏଭଳି କିଛି ଦୃଶ୍ୟ ରହିଅଛି ଯାହାକୁ କେହି ବୁଝିପାରୁ ନାହାଁନ୍ତି । ବନ୍ଧୁଗଣ ଏହି ଫଟୋଚିତ୍ର ଟି ଦେଖିବାକୁ ବହୁତ ସରଳ ଲାଗୁଥିଲେ ମଧ୍ୟ ତାହା ମଧ୍ୟରୁ ସଠିକ ଉତ୍ତର ଟି ବାଛିବା ଏତେ ସରଳ ନୁହେଁ ।

ବନ୍ଧୁଗଣ, ଏହି ଫଟୋଚିତ୍ରରେ ଏକ କୁକୁର ଟି ଲୁଚି ରହିଅଛି । ଯାହାକୁ କେହି ମଧ୍ୟ ଖୋଜିପାରୁ ନାହାଁନ୍ତି । ବନ୍ଧୁଗଣ ଆପଣ ଏହି ଫଟୋଚିତ୍ରଟିକୁ ଧ୍ୟାନ ରେ ଦେଖନ୍ତୁ । କେଉଁଠାରେ କୁକୁର ଟି ଲୁଚି ରହିଛି ତାହା ମଧ୍ୟ ଭଲ ଭାବରେ ଖୋଜନ୍ତୁ । ଆପଣ ମାନଙ୍କୁ ଏହା ବହୁତ ଉତ୍କଣ୍ଠା ଲାଗୁଥିବା ଖୋଜିବାକୁ । ବନ୍ଧୁଗଣ କୁକୁର ଟି ମିଳିଲା କି ? ଯେଉଁ ମାନଙ୍କୁ ମିଳିଗଲା ସେମାନେ ସତରେ ବହୁତ ବୁଦ୍ଧିମାନ ଅଟନ୍ତି ।

ବନ୍ଧୁଗଣ କିଛି ଲୋକ ଯଦି ଖୋଜି ଖୋଜି ହାଲିଆ ହୋଇ ଗଲେଣି ଆପଣଙ୍କୁ କୁକୁର ଟି ମିଳୁନାହିଁ । ତେବେ ବନ୍ଧୁଗଣ ଆପଣ ଦେଖିପାରୁଥିବେ ଏହା ଏକ ବରଫ ର ଇଲାକା ଅଟେ । ଏହି ଇଲାକାରେ କୁକୁର ଜଙ୍ଗଲ ରେ ରୁହନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ଫଟୋଚିତ୍ର ରେ ଏକ ବୃକ୍ଷ ଦେଖାଯାଉଅଛି ? କୁକୁର ଟି ସେହି ବୃକ୍ଷ ପାଖରେ ପଥର ଖଣ୍ଡ ଆଗକୁ ବସିଅଛି । ବନ୍ଧୁଗଣ ଆପଣଙ୍କୁ ଏହି ମନୋରୋମାଞ୍ଚକ ଖେଳ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଲେଖାଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *