Top 10 ଓଡିଆ ସିରିୟଲ ଅଭିନେତ୍ରୀ ମାନଙ୍କର Real Life ସ୍ଵାମୀ- Ollywood News

ବନ୍ଧୁଗଣ, ଓଡିଆ ଚଳଚ୍ଚିତ୍ର ତଥା ସିଲିୟଲ କୁ ସମସ୍ତେ ଦେଖିବାକୁ ଭଲପାଇଥାନ୍ତି । ସମସ୍ତଙ୍କ ପସନ୍ଦ ଅନୁଯାୟୀ ଅଭିନେତା ତଥା ଅଭିନେତ୍ରୀ ମଧ୍ୟ ଅଲଗା ଅଲଗା ହୋଇଥାନ୍ତି । ନିଜ ମନପସନ୍ଦ ର କଳାକାର ଙ୍କୁ ଟିଭି ପରଦାରେ ଦେଖିବାକୁ ଦର୍ଶକେ ସର୍ବଦା ଚାହିଁ ବସିଥାନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ ଓଡିଆ ସିରିୟଲ ର ଅଭିନେତ୍ରୀଙ୍କ ରିୟଲ ଲାଇଫ

ହସବ୍ୟାଣ୍ଡ ଙ୍କ ସମ୍ବନ୍ଧରେ ବିବରଣୀ ଦେବାକୁ ଯାଉଅଛୁ ଯାହାକୁ ଆପଣ ଆଦୌ ଦେଖି ନଥିବେ । ଆସନ୍ତୁ ତେବେ ଜାଣିବା ସେମାନଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ୧- “ଗାର୍ଗୀ ମହାନ୍ତି”;- ବନ୍ଧୁଗଣ ଆପଣ ମାନେ ଗାର୍ଗୀ ଙ୍କୁ ବେସ ଭଲ ଭାବରେ ଜାଣନ୍ତି । ବନ୍ଧୁଗଣ ଗାର୍ଗୀ ୨୦୨୦ ମସିହାରେ “ରବୀନ୍ଦ୍ର ପାଣି”ଙ୍କୁ ପ୍ରେମ ବିବାହ କରିଥିଲେ ।

୨- “ଜାକଲିନ ପରିଡା”;- ବନ୍ଧୁଗଣ ଜାକଲିନ ହେ’ ପ୍ରଭୁ ସିରିୟଲ ରେ ବହୁତ ସୁନ୍ଦର ଅଭିନୟ କରିଛନ୍ତି । ବନ୍ଧୁଗଣ ଜାକଲିନ ଙ୍କ ସ୍ଵାମୀଙ୍କ ନାମ “ଅରବିନ୍ଦ ମହାରଣା” । ସେ ଚଳିତ ବର୍ଷ ୨୦୨୧ ରେ ବିବାହ କରିଛନ୍ତି ।

୩- “ଅନିଶା ଶର୍ମା”;- ବନ୍ଧୁଗଣ ଆପଣ ମାନେ ଅନିଶା ଙ୍କୁ ଖୁବ ଭଲ ଭାବରେ ଜାଣିଥିବେ । ତାଙ୍କ ସ୍ଵାମୀଙ୍କ ନାମ ହେଉଛି “ସୁବାଶିଷ ଶର୍ମା” । ଉଭୟ ୨୦୧୭ ମସିହାରେ ବିବାହ କରିଥିଲେ ।

୪- “ଅର୍ପିତା କର”;- ବନ୍ଧୁଗଣ ଆପଣ ମାନେ ଅର୍ପିତା ଙ୍କୁ ଖୁବ ସୁନ୍ଦର ଅଭିନୟ କରିଥିବାର ଦେଖିଥିବେ । ଦର୍ଶକବନ୍ଧୁ ତାଙ୍କ ସ୍ଵାମୀଙ୍କ ନାମ ବିରେନ୍ଦ୍ର ପ୍ରତାବ ଅଟେ । ଉଭୟଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଅଛି ।

୫- “ବିଦ୍ୟାଜ୍ୟୋତି ପାତ୍ର”;- ଦର୍ଶକ ବନ୍ଧୁ ବିଦ୍ୟା ୨୦୨୦ ରେ “ବିକ୍ରମ ମହାନ୍ତି” ଙ୍କୁ ବିବାହ କରିଥିଲେ ।

୬- “ନିତୁ ମିଶ୍ର”;- ବନ୍ଧୁଗଣ ଏହି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ସିରିୟଲ ରେ ଅଭିନୟ କରିସାରିଲେଣି । ଦର୍ଶକ ବନ୍ଧୁ ତାଙ୍କ ସ୍ଵାମୀଙ୍କ ନାମ “ଶିବାନନ୍ଦ ମିଶ୍ର” ଅଟେ । ଉଭୟଙ୍କର ଏକ ଝିଅ ମଧ୍ୟ ରହିଅଛି ।

୭- “ଶୈଳଜା ରାଓ”;- ବନ୍ଧୁଗଣ ଆପଣ ମାନେ ସମସ୍ତେ ଶୈଳଜା ଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସେ ତାଙ୍କ ସ୍ଵାମୀ ଙ୍କ ସାହିତ ବର୍ତ୍ତମାନ ହସଖୁସି ରେ ଜୀବନ ଜାପାନ କରୁଛନ୍ତି ।

୮- “ଲୀନା ସାମଲ”;- ଆଶା ଭୂମିକାରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ସେ ନିଜ ସ୍ଵାମୀ ଙ୍କ ସହିତ ହସଖୁସି ରେ ଜୀବନ ବିତାଉଛନ୍ତି ।

୯- “ମାହି ମିଶ୍ର”;- ଦର୍ଶକ ବନ୍ଧୁ ତାଙ୍କ ସ୍ଵାମୀ ଙ୍କ ନାମ ଚନ୍ଦନ ବନ୍ଧୁଗଣ ମାହି ଏବଂ ଚନ୍ଦନ ୨୦୨୦ ମସୀହାଆଡ଼େ ବିବାହ କରିଥିଲେ ।

୧୦- “ଷୋନାଲୀ ଓଝା”;- ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ କବିତା ଅପା ନାମରେ ଖୁବ ପରିଚିତ ଅଟନ୍ତି । ବନ୍ଧୁଗଣ ତାଙ୍କର ସ୍ଵାମୀ ଙ୍କ ନାମ “ପ୍ରଜ୍ଞାନ ସାଗର ଦାସ” ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *