Special Report: ମହାନ ହେଇଗଲେ କାମିନୀ, ନିଜ ଜୀବନ ବଦଳରେ ୭ ଜଣଙ୍କୁ ଦେଲେ ଜୀବନ, ଶୁଣିଲେ ଆପଣଙ୍କ ଛାତି ବି ଗର୍ବରେ ଫୁଲି ଉଠିବ

ଅ-ଙ୍ଗ-ଦା-ନ ଏକ ମହାନ କାମ ଅଟେ । କାରାଣ ଆପଣ ଯଦି ଆପଣଙ୍କ ଅ-ଙ୍ଗ-ଦା-ନ କରିବାର ନିଷ୍ପତି ନେଉଛନ୍ତି ତେବେ ଆପଣଙ୍କ ବ୍ରେ-ନ-ଡେ-ଡ୍ୟୁ ପରେ ଆପଣ କେତେକ ବ୍ୟକ୍ତିଙ୍କୁ ଜୀବନଦାନ ଦେଉଛନ୍ତି । କହିଦେଉଛୁ କି ଅ-ଙ୍ଗ-ଦା-ନ ମାମଲାରେ ଗୁଜୁରାଟର ସୁରତ ସହର ଦେଶର ପ୍ରଥମ ସ୍ଥାନରେ ଅଛି ଓ ଏହି କ୍ରମରେ ଆଜି ଗୋଟିଏ ନୂଆଁ ନାଁ ଏଥିରେ ସାମିଲ ହୋଇଯାଇଛି ।

ଏହି ସହରର ଜଣେ ମହିଲାଙ୍କ ବ୍ରେ-ନ-ଡେ-ଡ ପରେ ତାଙ୍କର ପରିଜନ ଲୋକମାନେ ସେହି ମହିଳାମାନଙ୍କ ଅ-ଙ୍ଗ-ଦା-ନ କରି ଦେଶର ୭ ଜଣଙ୍କୁ ନୂତନ ଜୀବନଦାନ ଦେଇଛନ୍ତି । କହିବାକୁ ଗଲେ ସୁରତର କୋସାଡ ଗାଁର କୋଡ଼ୀୱାଡ଼ରେ ରହୁଥିବା ୪୧ ବର୍ଷୀୟ ଈଲା ବେନ ନିତିନ ଭାଈ ପଟେଲ ଘରେ ହଠାତ ମୁଣ୍ଡ ବୁଲେଇ ପଡିଗଲେ ଓ ଏହା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଏକ ପ୍ରାଇବେଟ ହସ୍ପିଟାଲରେ ଭର୍ତ୍ତି କରାଗଲା, ଯେଉଁଠି ତାଙ୍କୁ ଡାକ୍ତରମାନେ ମୃ-ତ ବୋଲି ଘୋଷଣା କରିଲେ ।

ବ୍ରେ-ନ-ଡେ-ଡ କାରଣରୁ ତାଙ୍କର ବ୍ରେ-ନ-ଡେ-ଡ୍ୟୁ ହୋଇଛି ବୋଲି ଡାକ୍ତରଙ୍କ ରିପୋର୍ଟରେ କୁହାଯାଇଛି । ଏହା ପରେ ଅ-ଙ୍ଗ-ଦା-ନ କରିବା ପାଇଁ ଲୋକମାନଙ୍କୁ ପ୍ରୋତ୍ସାହିତ କରୁଥିବା ସୁରତର ଏକ ସଂସ୍ଥା ସେହି ମହିଳାଙ୍କର ପରିବାରକୁ ଭେଟି ମହିଳାଙ୍କ ଅଙ୍ଗକୁ ଦାନ କରିବା ପାଇଁ କହିଲେ ଓ ବହୁତ ବୁଝାଇବା ପରେ ଶେଷରେ ମହିଳାଙ୍କ ପରିବାର ଲୋକମାନେ ତାଙ୍କର ଅ-ଙ୍ଗ-ଦା-ନ କରିବା ପାଇଁ ପ୍ରସ୍ତୁତ ହେଲେ । ଏହା ପରେ ଶରୀରର ୭ ଟି ଅଙ୍ଗକୁ ଦାନ କରିବା ପାଇଁ ସେମାନେ ନିଷ୍ପତି ନେଲେ । ଯେଉଁଥିରେ ୨ ଟି କିଡନୀ, ୨ ଟି ଆଖି, ଲିଭର, ଫୁସଫୁସ ଓ ହୃଦୟ ବି ସାମିଲ ଅଛି ।

ଚେନ୍ନାଇରେ ୧୫ ବର୍ଷର ଛାତ୍ରୀର ଶରୀରରେ ଲାଗିଲା ହୃଦୟ

Loading...

ମହିଳାଙ୍କ ଦ୍ଵାରା ହାର୍ଟ ଦାନ କରିବା ପରେ ସୁରତରୁ ଚେନ୍ନାଇ ୧୬୧୦ କିଲୋମିଟରର ରାସ୍ତା ଅତିକ୍ରମ କରି ମାତ୍ର ୧୮୦ ମିନିଟରେ ୧୫ ବର୍ଷୀୟ ଛାତ୍ରୀର ଶରୀରରେ ହାର୍ଟ ଟ୍ରାନ୍ସପ୍ଳାଣ୍ଟ କରାଗଲା । ଯାହାକି ବହୁତ ବଡ କଥା ଅଟେ । କାରଣ ଏତେ କମ ସମୟ ମଧ୍ୟରେ ଦେଶର ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଆମ୍ବୁଲାନ୍ସ ସାହାର୍ଯ୍ୟରେ ଅଙ୍ଗ ନେଇ ଯିବା ବହୁତ ବଡ ବିଷୟ ଅଟେ । ଏହା ପରେ ମହିଳାଙ୍କ ଫୁସଫୁସକୁ ମୁମ୍ବାଇର ଜଣେ ୬୧ ବର୍ଷୀୟ ମହିଳାଙ୍କ ଶରୀରରେ ଦିଲ୍ଲୀରେ ଟ୍ରାନ୍ସପ୍ଳାଣ୍ଟ କରାଗଲା ।

କୁହାଯାଉଛୁ କି ଏହି ମହିଳା ଜଣକଙ୍କର ଫୁସଫୁସ କୋ-ବି-ଡ କାରଣରୁ ସଂ-କ୍ର-ମି-ତ ହୋଇଯାଇଥିଲା । ଏମିତିରେ ଫୁସଫୁସ ଟ୍ରାନ୍ସପ୍ଳାଣ୍ଟ କରି ଏହି ମହିଳା ଜଣକ ପୁଣି ଥରେ ନିଜର ଜୀବନ ଫେରି ପାଇଛନ୍ତି । ଏହା ଛଡା ଅନ୍ୟ ସମସ୍ତ ଅଙ୍ଗକୁ ଆବଶ୍ୟକୀୟ ଲୋକମାନଙ୍କୁ ଦେଇ ସେମାନଙ୍କୁ ନୂତନ ଜୀବନ ଦିଆଯାଇଛି । ସଠିକ ସମୟରେ ହାର୍ଟକୁ ଚେନ୍ନାଇରେ ଗୋଟିଏ ପହଞ୍ଚାଇବା ପାଇଁ ଗ୍ରୀନ କରିଡୋର ବି କରାଯାଇଥିଲା । ଗୁଜୁରାଟର ସୁରତରୁ ଏହା ୨୮ ତମ ହାର୍ଟ ଦାନ କରାଗଲା ।

ପରିଜନଙ୍କ ସୀକୃତି ପରେ ଚେନ୍ନାଇର ଗୋଟିଏ ହସ୍ପିଟାଲରେ ଡାକ୍ତରଙ୍କ ଗୋଟିଏ ଟିମ ସୁରତ ଆସି ହୃଦୟ ଓ ଫୁସଫୁସକୁ ସ୍ଵୀକାର କରି ନେଲେ । ଏହା ପରେ ଅହମଦାବାଦର ଇଂଟୀଟ୍ଯୂଟ ଅଫ କିଡନୀ ଡିସୀସ ଏଂଡ ରିସର୍ଚ ସେଂଟରର ଡାକ୍ତରମାନେ ଆସି କିଡନୀ ଓ ଲିଭରର ଦାନକୁ ସ୍ଵୀକାର କରିଲେ ଓ ଆଖିକୁ ଲୋକଦୃଷ୍ଟି ଚକ୍ଷୁବୈଂକକୁ ସ୍ଵୀକାର କରିଛନ୍ତି । ଏହିଭଳି ଭାବରେ ଜଣେ ୪୧ ବର୍ଷୀୟ ମହିଳା ନିଜର ବ୍ରେ-ନ-ଡେ-ଡ୍ୟୁ ପରେ ବି ଅନ୍ୟ ୭ ଜଣଙ୍କୁ ଏକ ନୂଆ ଜୀବନ ଦେଲେ । ସେଥିପାଇଁ ଆପଣ ବି ନିଜର ଅ-ଙ୍ଗ-ଦା-ନ କରି ପାରିବେ କରାଣ ଆପଣଙ୍କ ଅ-ଙ୍ଗ-ଦା-ନ କରିବା ଦ୍ଵାରା କାହାକୁ ନୂତନ ଜୀବନ ମିଳିପାରେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । କାମିନୀଙ୍କ ଏହି ମହତ ପଣିଆ ପାଇଁ ଗୋଟେ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *