Special Report: ମହାନ ହେଇଗଲେ କାମିନୀ, ନିଜ ଜୀବନ ବଦଳରେ ୭ ଜଣଙ୍କୁ ଦେଲେ ଜୀବନ, ଶୁଣିଲେ ଆପଣଙ୍କ ଛାତି ବି ଗର୍ବରେ ଫୁଲି ଉଠିବ

ଅ-ଙ୍ଗ-ଦା-ନ ଏକ ମହାନ କାମ ଅଟେ । କାରାଣ ଆପଣ ଯଦି ଆପଣଙ୍କ ଅ-ଙ୍ଗ-ଦା-ନ କରିବାର ନିଷ୍ପତି ନେଉଛନ୍ତି ତେବେ ଆପଣଙ୍କ ବ୍ରେ-ନ-ଡେ-ଡ୍ୟୁ ପରେ ଆପଣ କେତେକ ବ୍ୟକ୍ତିଙ୍କୁ ଜୀବନଦାନ ଦେଉଛନ୍ତି । କହିଦେଉଛୁ କି ଅ-ଙ୍ଗ-ଦା-ନ ମାମଲାରେ ଗୁଜୁରାଟର ସୁରତ ସହର ଦେଶର ପ୍ରଥମ ସ୍ଥାନରେ ଅଛି ଓ ଏହି କ୍ରମରେ ଆଜି ଗୋଟିଏ ନୂଆଁ ନାଁ ଏଥିରେ ସାମିଲ ହୋଇଯାଇଛି ।

ଏହି ସହରର ଜଣେ ମହିଲାଙ୍କ ବ୍ରେ-ନ-ଡେ-ଡ ପରେ ତାଙ୍କର ପରିଜନ ଲୋକମାନେ ସେହି ମହିଳାମାନଙ୍କ ଅ-ଙ୍ଗ-ଦା-ନ କରି ଦେଶର ୭ ଜଣଙ୍କୁ ନୂତନ ଜୀବନଦାନ ଦେଇଛନ୍ତି । କହିବାକୁ ଗଲେ ସୁରତର କୋସାଡ ଗାଁର କୋଡ଼ୀୱାଡ଼ରେ ରହୁଥିବା ୪୧ ବର୍ଷୀୟ ଈଲା ବେନ ନିତିନ ଭାଈ ପଟେଲ ଘରେ ହଠାତ ମୁଣ୍ଡ ବୁଲେଇ ପଡିଗଲେ ଓ ଏହା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଏକ ପ୍ରାଇବେଟ ହସ୍ପିଟାଲରେ ଭର୍ତ୍ତି କରାଗଲା, ଯେଉଁଠି ତାଙ୍କୁ ଡାକ୍ତରମାନେ ମୃ-ତ ବୋଲି ଘୋଷଣା କରିଲେ ।

ବ୍ରେ-ନ-ଡେ-ଡ କାରଣରୁ ତାଙ୍କର ବ୍ରେ-ନ-ଡେ-ଡ୍ୟୁ ହୋଇଛି ବୋଲି ଡାକ୍ତରଙ୍କ ରିପୋର୍ଟରେ କୁହାଯାଇଛି । ଏହା ପରେ ଅ-ଙ୍ଗ-ଦା-ନ କରିବା ପାଇଁ ଲୋକମାନଙ୍କୁ ପ୍ରୋତ୍ସାହିତ କରୁଥିବା ସୁରତର ଏକ ସଂସ୍ଥା ସେହି ମହିଳାଙ୍କର ପରିବାରକୁ ଭେଟି ମହିଳାଙ୍କ ଅଙ୍ଗକୁ ଦାନ କରିବା ପାଇଁ କହିଲେ ଓ ବହୁତ ବୁଝାଇବା ପରେ ଶେଷରେ ମହିଳାଙ୍କ ପରିବାର ଲୋକମାନେ ତାଙ୍କର ଅ-ଙ୍ଗ-ଦା-ନ କରିବା ପାଇଁ ପ୍ରସ୍ତୁତ ହେଲେ । ଏହା ପରେ ଶରୀରର ୭ ଟି ଅଙ୍ଗକୁ ଦାନ କରିବା ପାଇଁ ସେମାନେ ନିଷ୍ପତି ନେଲେ । ଯେଉଁଥିରେ ୨ ଟି କିଡନୀ, ୨ ଟି ଆଖି, ଲିଭର, ଫୁସଫୁସ ଓ ହୃଦୟ ବି ସାମିଲ ଅଛି ।

ଚେନ୍ନାଇରେ ୧୫ ବର୍ଷର ଛାତ୍ରୀର ଶରୀରରେ ଲାଗିଲା ହୃଦୟ

ମହିଳାଙ୍କ ଦ୍ଵାରା ହାର୍ଟ ଦାନ କରିବା ପରେ ସୁରତରୁ ଚେନ୍ନାଇ ୧୬୧୦ କିଲୋମିଟରର ରାସ୍ତା ଅତିକ୍ରମ କରି ମାତ୍ର ୧୮୦ ମିନିଟରେ ୧୫ ବର୍ଷୀୟ ଛାତ୍ରୀର ଶରୀରରେ ହାର୍ଟ ଟ୍ରାନ୍ସପ୍ଳାଣ୍ଟ କରାଗଲା । ଯାହାକି ବହୁତ ବଡ କଥା ଅଟେ । କାରଣ ଏତେ କମ ସମୟ ମଧ୍ୟରେ ଦେଶର ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଆମ୍ବୁଲାନ୍ସ ସାହାର୍ଯ୍ୟରେ ଅଙ୍ଗ ନେଇ ଯିବା ବହୁତ ବଡ ବିଷୟ ଅଟେ । ଏହା ପରେ ମହିଳାଙ୍କ ଫୁସଫୁସକୁ ମୁମ୍ବାଇର ଜଣେ ୬୧ ବର୍ଷୀୟ ମହିଳାଙ୍କ ଶରୀରରେ ଦିଲ୍ଲୀରେ ଟ୍ରାନ୍ସପ୍ଳାଣ୍ଟ କରାଗଲା ।

କୁହାଯାଉଛୁ କି ଏହି ମହିଳା ଜଣକଙ୍କର ଫୁସଫୁସ କୋ-ବି-ଡ କାରଣରୁ ସଂ-କ୍ର-ମି-ତ ହୋଇଯାଇଥିଲା । ଏମିତିରେ ଫୁସଫୁସ ଟ୍ରାନ୍ସପ୍ଳାଣ୍ଟ କରି ଏହି ମହିଳା ଜଣକ ପୁଣି ଥରେ ନିଜର ଜୀବନ ଫେରି ପାଇଛନ୍ତି । ଏହା ଛଡା ଅନ୍ୟ ସମସ୍ତ ଅଙ୍ଗକୁ ଆବଶ୍ୟକୀୟ ଲୋକମାନଙ୍କୁ ଦେଇ ସେମାନଙ୍କୁ ନୂତନ ଜୀବନ ଦିଆଯାଇଛି । ସଠିକ ସମୟରେ ହାର୍ଟକୁ ଚେନ୍ନାଇରେ ଗୋଟିଏ ପହଞ୍ଚାଇବା ପାଇଁ ଗ୍ରୀନ କରିଡୋର ବି କରାଯାଇଥିଲା । ଗୁଜୁରାଟର ସୁରତରୁ ଏହା ୨୮ ତମ ହାର୍ଟ ଦାନ କରାଗଲା ।

ପରିଜନଙ୍କ ସୀକୃତି ପରେ ଚେନ୍ନାଇର ଗୋଟିଏ ହସ୍ପିଟାଲରେ ଡାକ୍ତରଙ୍କ ଗୋଟିଏ ଟିମ ସୁରତ ଆସି ହୃଦୟ ଓ ଫୁସଫୁସକୁ ସ୍ଵୀକାର କରି ନେଲେ । ଏହା ପରେ ଅହମଦାବାଦର ଇଂଟୀଟ୍ଯୂଟ ଅଫ କିଡନୀ ଡିସୀସ ଏଂଡ ରିସର୍ଚ ସେଂଟରର ଡାକ୍ତରମାନେ ଆସି କିଡନୀ ଓ ଲିଭରର ଦାନକୁ ସ୍ଵୀକାର କରିଲେ ଓ ଆଖିକୁ ଲୋକଦୃଷ୍ଟି ଚକ୍ଷୁବୈଂକକୁ ସ୍ଵୀକାର କରିଛନ୍ତି । ଏହିଭଳି ଭାବରେ ଜଣେ ୪୧ ବର୍ଷୀୟ ମହିଳା ନିଜର ବ୍ରେ-ନ-ଡେ-ଡ୍ୟୁ ପରେ ବି ଅନ୍ୟ ୭ ଜଣଙ୍କୁ ଏକ ନୂଆ ଜୀବନ ଦେଲେ । ସେଥିପାଇଁ ଆପଣ ବି ନିଜର ଅ-ଙ୍ଗ-ଦା-ନ କରି ପାରିବେ କରାଣ ଆପଣଙ୍କ ଅ-ଙ୍ଗ-ଦା-ନ କରିବା ଦ୍ଵାରା କାହାକୁ ନୂତନ ଜୀବନ ମିଳିପାରେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । କାମିନୀଙ୍କ ଏହି ମହତ ପଣିଆ ପାଇଁ ଗୋଟେ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *