ବୋହୁ ହେବ ତ ଏମିତି- କୋଭିଡ ସଂକ୍ରମିତ ନିଜ ଶ୍ଵଶୁରଙ୍କୁ ପିଠିରେ ବୋହିନେଲେ Hospital, ଭାଇରାଲ ହେଉଛି Video… ଦେଖିଲେ ଆପଣ ବି କାନ୍ଦି ପକାଇବେ

କୋଭିଡ ମ-ହା-ମା-ରୀ ମଧ୍ୟରେ ବର୍ତ୍ତମାନ ଗୋଟିଏ ଫଟୋ ବହୁତ ଭା-ଇ-ରା-ଲ ହେଉଛି । ଏହି ଫଟୋରେ ଜଣେ ମହିଳା ଏକ ବୁଦ୍ଧ ବ୍ୟକ୍ତିଙ୍କୁ ନିଜ ପିଠିରେ ବୋହି ନେଇଯାଉଥିବାର ନଜର ଆସୁଛନ୍ତି । କୁହାଯାଉଛି କି ମହିଳା ଜଣକ ନିଜର ଶଶୁର ଯିଏକି କୋବିଡରେ ଆ-କ୍ରା-ନ୍ତ ହୋଇଛନ୍ତି ତାଙ୍କୁ ନିଜ ପିଠିରେ ବୋହି ନେଇ ମେଡିକାଲ ଯାଉଛନ୍ତି ।

ଏହି ଫଟୋ ଭା-ଇ-ରା-ଲ ହେବା ପରେ ସମସ୍ତେ ଏହି ମହିଳା ଜଣକଙ୍କର ପ୍ରଶଂସା କରୁଛନ୍ତି । ଏହି ଘଟଣା ଆସାମାର ନ ଗାଁର ଅଟେ । କିନ୍ତୁ ଏହା ସତ୍ବେ ଏହା ବର୍ତ୍ତମାନ ପୁରା ଭାରତରେ ଏହି ଫଟୋ ଘୁରି ବୁଲୁଛି । କହିବାକୁ ଗଲେ ଏହିଭଳି ନିଜର ଶଶୁରକୁ କାନ୍ଧରେ ନେଇ ଯାଉଥଇବା ଦୃଶ୍ୟକୁ ସମସ୍ତେ ନିଶ୍ଵାର୍ଥପର ଭାବନାକୁ ଦର୍ଶାଉଛି । ଯଦି ଏହି ମହିଳାଙ୍କ ବିଷୟରେ କହିବା ତେବେ ଏହି ମହିଳାଙ୍କ ନାଁ ହେଉଛି ନିହାରିକା ଦାସ ।

ଜୁନ ୨ ତାରିଖରେ ତାଙ୍କର ଶଶୁର ଥାଳେଶ୍ଵର ଦାସଙ୍କ ଶରୀରରେ କରୋନାର କିଛି ଲକ୍ଷଣ ନଜର ଆସିଥିଲା । ଏହା ପରେ ନିଜ ଶଶୁରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ବୋହୁ ନିହାରିକା ଦାସ ଗୋଟିଏ ଅଟୋକୁ ଡ଼ାକିଥିଲେ । ଘର ଠାରୁ ମାତ୍ର ୨ କିମି ଦୂରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥିତ । କିନ୍ତୁ ରାସ୍ତା ଏତେ ଖରାପ ଥିଲା କି ଅଟୋ ରିକ୍ସା ତାଙ୍କର ଘର ପର୍ଯ୍ୟନ୍ତ ପହଞ୍ଚି ପାରି ନ ଥିଲା ।

ଅନ୍ୟ ପଟେ ନିହାରିକାଙ୍କ ଶଶୁର ବହୁତ ଦୁର୍ବଳ ଥିଲେ ଓ ଅସୁସ୍ଥ ଥିବା କାରଣରୁ ସେ ଛିଡା ହୋଇ ପାରୁ ନ ଥିଲେ ଚାଲିବା ତ ଦୂରର କଥା । ସେହି ସମୟରେ ନିହାରିକାଙ୍କ ସ୍ଵାମୀ ବି ଘରେ ନ ଥିଲେ । ତାଙ୍କ ସ୍ଵାମୀ ସିଲିଗୁଡିରେ ନିଜ କାମ ଉପରେ ଥିଲେ । ତାଙ୍କ ପାଖରେ କେହି ବି ସାହାର୍ଯ୍ୟ କରିବା ପାଇଁ ନ ଥିଲେ । ଏମିତିରେ ସେ ଉପାୟ ଶୂନ୍ୟ ହୋଇ ବାଧ୍ୟରେ ନିଜର ଶଶୁରକୁ ପିଠିରେ ବୋହି ନେଇଥିଲେ । ଅଟୋ ତାଙ୍କ ଘରର କିଛି ଦୂରରେ ଛିଡା ହୋଇଥିଲା ।

ଯେତେବେଳେ ଏହି ଘଟଣା ସମ୍ପର୍କରେ ନିହାରିକାଙ୍କୁ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜ ଶଶୁରକୁ ଆଡମିସନ କରିବା ପରେ ସେଠି ତାଙ୍କର କୋବିଡ ପରୀକ୍ଷା କରାଗଲା ଓ ଯେତେବେଳ ସେ ପଜିଟିବ ଚିହ୍ନଟ ହେଲେ ତେବେ ଡାକ୍ତର ତାଙ୍କୁ ନ ଗାଁ ରୁ ୨୧ କିମି ଦୂରରେ ଥିବା କୋବିଡ ଡାକ୍ତରଖାନାକୁ ନେଇ ଯିବା ପାଇଁ କହିଲେ । କାରଣ ଥାଳେଶ୍ଵରଙ୍କ ଅବସ୍ଥା ଗୁରୁତ୍ଵର ଥିଲା ।

କିନ୍ତୁ ଏହି ସମୟରେ ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ଏହି ସମୟରେ ତାଙ୍କୁ କୌଣସି ବି ପ୍ରକାରର ଆମ୍ବୁଲାନ୍ସ କିମ୍ବା ଷ୍ଟ୍ରେଚରର ସୁବିଧା ଦିଆଗଲା ନାହିଁ । କିନ୍ତୁ ସେ ଏଥିରେ ଭାଙ୍ଗି ନ ଯାଇ ଗୋଟିଏ ପ୍ରାଇବେଟ ଗାଡି ଡାକିଲେ ଓ ପୁଣି ଥରେ ନିଜ ଶଶୁରକୁ ପିଠିରେ ଲଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବେଡରୁ ଗାଡି ପର୍ଯ୍ୟନ୍ତ ନେଇଗଲେ । ନିହାରିକା କହିଲେ କି ଫଟୋ ଭା-ଇ-ରା-ଲ ହେବା ପରେ ବହୁତ ଲୋକ ବହୁତ କଥା କହୁଛନ୍ତି ।

କିନ୍ତୁ ସେହି ସମୟରେ କେହି ବି ସାହାର୍ଯ୍ୟର ହାତ ବଢାଇ ନ ଥିଲେ । କହିଦେଉଛୁ କି ନିହାରିକାଙ୍କ ଚେତା ନ ଥିଲା । ଏମିତିରେ ସେ ନିଜର ଶଶୁରଙ୍କୁ ତୁରନ୍ତ ବୋହି ନେବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ । କିନ୍ତୁ ସେହି କୋବିଡ ହସ୍ପିଟାଲରେ ତାଙ୍କର ଶଶୁରକୁ ବେଡ ମିଳି ନ ଥିଲା ଓ ସେ ପୁଣି ଥରେ ସେ ମେଡିକାଲକୁ ଫେରି ଆସିଲେ । ସେହି ଦିନ ସେ ପାଖାପାଖି ନିଜର ଶଶୁରଙ୍କୁ ୨ କିମି ପର୍ଯ୍ୟନ୍ତ ପିଠିରେ ବୋହିଛନ୍ତି ବୋଲି କହିଲେ ।

ଏହି ସମୟରେ ନିହାରିକା ବହୁତ ଲୋକମାନଙ୍କୁ ସାହାର୍ଯ୍ୟ ମାଗି ଥିଲେ କିନ୍ତୁ କେହି ବି ତାଙ୍କ ପାଖକୁ ଆସି ନ ଥିଲେ । କିଛି ସମୟ ପରେ ପୁଣି ଜଣା ପଡିଲା କି ନିହାରିକା ନିଜେ ବି କୋବିଡ ପଜିଟିବ ଚିହ୍ନଟ ହୋଇଛନ୍ତି । ନିହାରିକାଙ୍କ ଏହି କାମ କହିଦେଲା କି ମହିଳା ଚାହିଁଲେ ସବୁକିଛି କରି ପାରେ ।

ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ନିହାରିକାଙ୍କ ଏହି ମହତ କାମ ପାଇଁ ଗୋଟେ ଶେୟାର ଓ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *