ମା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ମହିଳା ମାନକୁ ଦିଅନ୍ତି ଏହି 6ଟି ଗୁପ୍ତ ସଙ୍କେତ

ଶାସ୍ତ୍ରରେ ମା ଲକ୍ଷ୍ମୀଙ୍କୁ ସ୍ଥାୟୀ ରଖିବା ପାଇଁ ବହୁତ ପ୍ରକାର ଉପାୟ କୁହାଯାଇଛି । ନିତ୍ୟ ଯଦି ଏହି ଉପାୟ କରିବେ ତେବେ ମା ଆପଣଙ୍କ ଘର କେବେବି ଛାଡିକି ଯିବେ ନହିଁ । କିନ୍ତୁ ବହୁତ ବାର ମନୁଷ୍ୟ ଏମିତି କିଛି ଭୁଲ କରି ବସିଥାଏ ମା ଲକ୍ଷ୍ମୀ ତାଙ୍କ ଘର ତ୍ୟାଗ କରିଥାଏ । ଏହାଛଡା ଆମ ଶାସ୍ତ୍ରରେ ବହୁତ ସୂକ୍ଷ୍ମ ସଙ୍କେତ ବିଷୟରେ କୁହାଯାଇଛି ।

ଯେବେ ମା ଲକ୍ଷ୍ମୀ କାହା ଘରେ ପ୍ରବେଶ କରିବାକୁ ହୋଇଥାଏ ସେଇ ମନୁଷ୍ୟକୁ କିଛି ସଙ୍କେତ ମିଳିଥାଏ । ଏହି ସଙ୍କେତକୁ ବୁଝିକି ଯଦି ସେହି ଜିନିଷ ପାଇଁ ପ୍ରସ୍ତୁତି କରିବେ ତେବେ ମା ଅପାର କୃପା ବର୍ଶାଇ ଥାନ୍ତି । ଆଉ ସେହି ଘରକୁ ଧନ ଧନ୍ୟରେ ଭରିଦେଇଥାନ୍ତି । ଆଜି ଏହି ଲେଖାରେ ଆମେ ସେହି ସଙ୍କେତ ବିଷୟରେ ବତାଇବୁ । ଯେବେ ଏମିତି ସଙ୍କେତ ମିଳିବ ତେବେ ଅବଶ୍ୟ ତା ଉପରେ ଧ୍ୟାନ ଦିଅନ୍ତୁ ।


ଆଉ ମା ଲକ୍ଷ୍ମୀଙ୍କ ଆବାହନ କରନ୍ତୁ । ଆପଣ ଏମିତି କିଛି ଅନୁଚିତ କାର୍ଯ୍ୟ କରନ୍ତୁ ନହିଁ ଯାହା ଦ୍ଵାରା ମାତା ଲକ୍ଷ୍ମୀ ରାଗିକି ପଳାଇ ଯିବେ । ଘରକୁ ସବୁବେଳେ ସ୍ବଚ୍ଛ ରଖନ୍ତୁ, ଘର ଅଗଣା ସବୁବେଳେ ସଫା ରଖନ୍ତୁ । ପେଚାକୁ ମା ଲକ୍ଷ୍ମୀଙ୍କର ବାହାନ ବୋଲି କୁହାଯାଇଥାଏ । ଏହାର ଦେଖିବା ଓ ଘରକୁ ଆସିବା ବହୁତ ଶୁଭ ହୋଇଥାଏ ।

ସାମାନ୍ଯ ଭାବରେ ପେଚା କେବେ ଦେଖାଯାଇ ନଥାଏ କିନ୍ତୁ ଉତ୍ତର ପୂର୍ବ ଦିଗରୁ ପେଚା ଆସୁଥିବାର ଦେଖାଯାଇଥାଏ ତେବେ ଏହା ବହୁତ ହିଁ ଶୁଭ ସଙ୍କେତ ହୋଇଥାଏ । ଏହା ମା ଲକ୍ଷ୍ମୀଙ୍କର ଆସୁଥିବାର ସଙ୍କେତ ହୋଇଥାଏ । ଆଉ ମା ଲକ୍ଷ୍ମୀ ଆପଣଙ୍କ ଭକ୍ତି ଦ୍ଵାରା ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଯଦି ଚଢେଇ ଘରେ ବସା କରିଥାଏ ତେବେ ଏହା ବହୁତ ଶୁଭ ସଙ୍କେତ ବୋଲି କୁହାଯାଇଥାଏ । ଯେବେ ଘରେ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ସେବେ ଜାଣିବେଯେ ମା ଲକ୍ଷ୍ମୀଙ୍କର ଆଗମ ହୋଇଛି ବୋଲି କାରଣ ଅଳ୍ପ ଭୋଜନ ଦ୍ଵାରା ହିଁ ମନ ଭରିଯାଇଥାଏ ।

ଯେଉଁ ଘର ଲୋକଙ୍କୁ ଯେତେ ଖାଦ୍ଯ ମିଳିବା ଦ୍ଵାରା ମଧ୍ୟ ପେଟ ଭରି ନଥାଏ ଆଉ ବହୁତ ପ୍ରକାର ଭୋଜନ ହେବା ଦ୍ଵାରା ମଧ୍ୟ ତାଙ୍କର ମନ ଭରି ନଥାଏ । ତେବେ ଏମିତି ଘରେ ଦରିଦ୍ରତା ଆସିଥାଏ । ଆପଣ ନିଜ ଘରେ ମାଂସ ଓ ମଦର ସେବନ କରନ୍ତୁ ନହିଁ । ଏହି ତାମସିକ ଜିନିଷ କାରଣରୁ ମା ଲକ୍ଷ୍ମୀ ଘରେ ପ୍ରବେଶ କରିନଥାଏ । ଯେବେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ତେବେ ବ୍ୟବହାରରେ ବହୁତ ଚେଞ୍ଜେସ ଦେଖାଯାଇଥାଏ । ଘରେ ଝଗଡା ଝାଟି ଆଉ ମନମାଳିନ୍ୟ କମ ହେବାକୁ ଲାଗିଥାଏ । ଆଉ ପରିବାର ସଦସ୍ୟଙ୍କ ଭିତରେ ପ୍ରେମ ସଦ୍ଭାବ ବଢିଥାଏ ।

ଯଦି ଘରୁ ବାହାରିବା ସମୟରେ ବାର ବାର ଝାଡୁ ଲଗାଉଥିବାର କିଏ ଦେଖା ଦିଏ ଏହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ । ଝାଡୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଇଥାଏ । ଏହାକୁ ବାର ବାର ଦେଖିବା ଶୁଭତାର ନିଶାନି ହୋଇଥାଏ । ଯଦି ସକାଳୁ ଉଠିବା ସମୟରେ ଶଙ୍ଖର ଧ୍ୱନି ଶୁଣା ଯାଇଥାଏ , ତେବେ ଏହା ବହୁତ ଶୁଭ ସଙ୍କେତ ହୋଇଥାଏ । ଶଙ୍ଖ ଭଗବାନ ବିଷ୍ଣୁ ଆଉ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *