ହଠାତ Live ଆସି କାହିଁକି ଏମିତି କହିଲେ (Archita Sahu), ଦେଖନ୍ତୁ ଭାଇରାଲ Video

କରୋନା ଯୋଗୁ ସମସ୍ତଙ୍କ ଜୀବନ ଅସ୍ତ ବ୍ୟସ୍ତ ହୋଇ ଯାଇଛି । ଏମିତିରେ ପ୍ରାୟତଃ ଷ୍ଟାର ମିଡିଆରେ ଆସି କରୋନାଙ୍କୁ ନେଇ ନିଜର ମତ ପ୍ରକାଶ କରୁଛନ୍ତି । ଏହି କ୍ରମରେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ବି ମିଡିଆ ସାମ୍ନାକୁ ଆସି ନିଜର ମତ ପ୍ରକାଶ କରିଛନ୍ତି ।

କହିଦେଉଛୁ କି ଅର୍ଚ୍ଚିତା ଓଲିଉଡ ଜଗତର ସବୁଠୁ ଚର୍ଚିତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଯିଏକି କିଛି ଦିନ ତଳେ ହିଁ ଓଲିଉଡର ଅଭିନେତା ସବ୍ୟସଚୀଙ୍କୁ ବିବାହ କରିଛନ୍ତି । ସେହି ସମୟରେ ଏହାକୁ ନେଇ ସେ ବହୁତ ଚର୍ଚିତ ମଧ୍ୟ ରହିଥିଲେ । ଏମିତିରେ ସେ ବର୍ତ୍ତମାନ କରୋନାକୁ ନେଇ କିଛି ବୟାନ ଜାରି କରିଛନ୍ତି । ଅର୍ଚ୍ଚିତାଙ୍କ ଅନୁସାରେ ଆର ବର୍ଷ ସମସ୍ତେ ଏହି ଆଶାରେ ବଞ୍ଚି ଯାଇଥିଲେ କି ଏହା ଅଳ୍ପ ଦିନ ଚାଲିବ । ସମସ୍ତେ ନିଜର ଅଳ୍ପ ଅଳ୍ପ ସେଭିଙ୍ଗରେ ଅଳ୍ପ ବହୁତ ଦିନ ବଞ୍ଚି ଗଲେ ।

କିନ୍ତୁ ଦ୍ଵିତୀୟ ଲହର ଯୋଗୁ ଏହି ବର୍ଷ ଯେଉଁ ଲ-କ-ଡା-ଉ-ନ ଚାଲିଛି ସେହି କାରଣରୁ ଲୋକମାନେ ଆହୁରି ଭାଙ୍ଗି ଯାଇଛି । ଏହି କାରଣରୁ ବର୍ତ୍ତମାନ ସିରିଏଲ ଓ ଫିଲ୍ମର ଶୁଟିଙ୍ଗ ବନ୍ଦ ଅଛି । କହିବାକୁ ଗଲେ ପ୍ରାୟତଃ ଲୋକମାନଙ୍କର ମେରୁଦଣ୍ଡ ଭାଙ୍ଗିବାକୁ ବସିଲାଣି । ଯାହାକି ଅତ୍ୟନ୍ତ ଦୁଃଖର କଥା । ଅର୍ଚ୍ଚିତା ଆଗକୁ କହିଲେ କି ଏହା ଯଦି ମୋ ଉପରେ ପ୍ରଭାବ ପକାଉଛି ତେବେ ମୋ ଭଳି ଅନ୍ୟ ବହୁତ କଳାକାର ଅଛନ୍ତି ଯେଉଁମାନଙ୍କର କି ଆର୍ଥିକ ସ୍ଥିତି ସେହିଭଳି ଭଲ ନୁହେଁ ତାଙ୍କ ଉପରେ କେତେ ପ୍ରଭାବ ପକାଉଥିବ ।

ମୁଁ ଚାହୁଁଛି କି ବହୁତ ଜଲ୍ଦି ଆମର ଭଲ ଦିନ ଚାଲି ଆସୁ । ଯେଉଁମାନେ ସବୁଦିନ କାମ କରୁଥିଲେ ଅର୍ଥାତ ସ୍ଟେଜ ଶୋ କରୁଥିଲେ ସେମାନେ ଚଳି ଯାଉଥିଲେ । କିନ୍ତୁ ବର୍ତ୍ତମାନ ଏହି ସବୁ ବନ୍ଦ ହୋଇ ପଡିଛି । ଏବେ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଥିବ ।

ଗୋଟିଏ ପରିବା ଦୋକାନୀ କିମ୍ବା ଅନ୍ୟ କୌଣସି ପ୍ରୋଫେସନରେ କାମ କରୁଥିବା ବ୍ୟକ୍ତି, ଚାକିରି କରୁଥିବା ଲୋକ, ଦାଦାନ ଖଟୁଥିବା ସେମାନଙ୍କର ଯେଉଁଭଳି ପରିସ୍ଥିତି ଆମର ସବୁ ଷ୍ଟାରଙ୍କର ପରିସ୍ଥିତି ବି ସମାନ ଅଟେ ।

ଅର୍ଚ୍ଚିତା କହିଲେ କି ଯେଉଁ ଲୋକମାନଙ୍କର ଘରେ ଚାଲେ କେବଳ ଅଭିନୟ ଯୋଗୁ ସେମାନଙ୍କର ଅବସ୍ଥା ବର୍ତ୍ତମାନ ଅଭୁତ ହିଁ ଶୋଚନୀୟ । ଯେଉଁମାନଙ୍କର ପାରିବାରିକ ବିଜନେସ ଅଛି, କିମ୍ବା ଚାକିର କରିଛନ୍ତି ସେମାନେ ଅଳ୍ପ ବହୁତ ବଞ୍ଚି ଯାଇଛନ୍ତି । କିନ୍ତୁ ଯେଉଁମାନେ ପୁରା ଅଭିନୟ ଉପରେ ନିର୍ଭର କରୁଥିଲେ ସେମାନଙ୍କର ଅବସ୍ଥା ବହୁତ ହିଁ ଶୋଚନୀୟ ଅଟେ ।

କିନ୍ତୁ ସବୁଠୁ ମହତ୍ଵ ପୂର୍ଣ କଥା ହେଉଛି କି ବର୍ତ୍ତମାନ ସମୟରେ ନିଶ୍ଵାସ ନେଇ ବଞ୍ଚିବା ଜରୁରୀ ଅଟେ । ସେଥିପାଇଁ ସରକାର ଲ-କ-ଡା-ଉ-ନ ସ-ଟ-ଡା-ଉ-ନର ଗାଇଡଲାଇନ ଜାରି କରଛନ୍ତି । ଯଦି ସମସ୍ତେ ମିଶି ଗାଇଡଲାଇନକୁ ଫଲୋ କରିବେ କିମ୍ବା ଲଡାଉନ ଖୋଲିବା ପରେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବେ ତେବେ ଏହି ସମସ୍ୟା ଦୂର ହୋଇପାରେ । ସମସ୍ତେ ଯଦି ସଜାଗ ହୋଇ ଯିବେ ତେବେ ଲ-କ-ଡା-ଉ-ନ ଓ ସ-ଟ-ଡା-ଉ-ନ ନିୟମ ଉଠିଯିବ । ଏହା ଦ୍ଵାରା ବହୁତ ଲୋକମାନଙ୍କର ଲାଇଫ ଠିକ ହୋଇଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *