ଆଲବମ ଅଭିନେତ୍ରୀ Ameli Pandaଙ୍କ ଜୀବନୀ ଓ ପରିବାର ବିଷୟରେ କିଛି ଏମିତି କଥା ଯାହା ଆଗରୁ ଆପଣ ଜାଣି ନଥିବେ

ବନ୍ଧୁଗଣ, ଓଡିଆ ଅଭିନେତ୍ରୀ “ଆମେଲି ପଣ୍ଡା” ଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ । ଆମେଲି ନିଜ କ୍ୟାରିୟର ର ଆରମ୍ଭ ଓଡିଆ ଆଲବମ ଠାରୁ କରିଥିଲେ । ବନ୍ଧୁଗଣ ଆମେଲି ବହୁତ ହି-ଟ ଆଲବମ ରେ ପ୍ରଦର୍ଶନ କରି ବହୁତ ପ୍ରସିଦ୍ଧ ହୋଇଥିଲେ । ବନ୍ଧୁଗଣ ବର୍ତ୍ତମାନ ସମୟରେ ଆମେଲି ପଣ୍ଡା କଣ କରୁଛନ୍ତି କେଉଁଠି ଅଛନ୍ତି ? ଏ ସ-ମ୍ବ-ନ୍ଧ-ରେ ପ୍ରାଏ ଆପଣଙ୍କୁ ଜଣା ନଥିବ ।

ବନ୍ଧୁଗଣ ଆସନ୍ତୁ ଆଜି ଆମ୍ଭେ ଆଲବମ କ୍ଵିଇନ ଆମେଲି ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା ଜାଣିନେବା । ବନ୍ଧୁଗଣ, ଓଲିଉଡ ର ଜବରଦସ୍ତ ଆକ୍ଟର ଅଥବା ଆଲବମ କ୍ଵିନ “ଆମେଲିପଣ୍ଡା” ଙ୍କ ଅଭିନୟ କୁ ଆପଣ ମାନେ ବହୁଳ ଭାବରେ ପସନ୍ଦ କରିଛନ୍ତି । ବନ୍ଧୁଗଣ ଆମେଲି ବହୁତ ସାରା ଆଲବମ ରେ ଅଭିନୟ କରିଛନ୍ତି । ବନ୍ଧୁଗଣ ଆମେଲି ସମୁଦାୟ ୪୦୦ ରୁ ଅଧିକ ଆଲବମ ରେ ନିଜର ଅଭିନୟ କରି ନିଜର ଜଲ୍ବା ଦେଖାଇ ସାରିଛନ୍ତି ।

ବନ୍ଧୁଗଣ ଏହା ବ୍ୟତୀତ ଆମେଲି ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରି ସାରିଛନ୍ତି । ବନ୍ଧୁଗଣ ଆମେଲି ୧୯୮୪ ମସିହା ସେପ୍ଟେମ୍ବର ୧୪ ରେ ଜନ୍ମଗ୍ରହଣ କରିଥିଲେ । ବନ୍ଧୁଗଣ ୨୦୧୧ ମସିହାରେ ଆମେଲି ନୀଲହୋତା ଙ୍କୁ ବିବାହ କରିଥିଲେ । ବନ୍ଧୁଗଣ ବର୍ତ୍ତମାନ ସମୟରେ ତାଙ୍କର ଗୋଟିଏ ୪ ବର୍ଷ ର ଝିଅ ମଧ୍ୟ ରହିଅଛି ।

ବନ୍ଧୁଗଣ ଆମେଲି ଙ୍କ ଶିକ୍ଷାକ୍ଷେତ୍ର ଉପରେ ଯଦି ଆମ୍ଭେ ନଜର ପକାଇବା ତେବେ ଆମେଲି ମହର୍ଷି କଲେଜ ରେ ଶିକ୍ଷା ଗ୍ରହଣ କରିଥିଲେ । ବନ୍ଧୁଗଣ ଆମେଲି ଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା “ଜୀବନ ମୃ-ତ୍ୟୁ” । ଏହାପରେ ସେ “ତୁମକୁ ତ ପାରୁନି ଭୁଲି” ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ । ବନ୍ଧୁଗଣ ଆମେଲି ଙ୍କ ସ୍ଵାମୀ ହେଉଛନ୍ତି ଜଣେ ବ୍ୟବସାୟୀ ।

ବନ୍ଧୁଗଣ ୨୦୧୧ ମସିହାର ବିବାହ ପରେ ଆମେଲି ଓଲିଉଡ ଇଣ୍ଡଷ୍ଟ୍ରୀ ରୁ ଦୂରେଇ ଯାଇଛନ୍ତି । ବନ୍ଧୁଗଣ ଆମେଲି ଅଭିନୟ କରୁଥିବା ସମୟରେ ଅନ୍ୟ ହିରୋଇନ ମାନେ ବର୍ତ୍ତମାନ ବହୁତସାରା ଓଡିଆ ଧାରାବାହିକ ରେ ଅଭିନୟ କରିଛନ୍ତି । ମାତ୍ର ଆମେଲି ୨୦୧୧ ପରଠାରୁ କୌଣସି ସିରିୟଲ ରେ ନଜର ଆସି ନାହାନ୍ତି । ବନ୍ଧୁଗଣ ବର୍ତ୍ତମାନ ସମୟରେ ସେ ଘରେ ରହି ନିଜର ପରିବାର ସମ୍ଭାଳୁ ଥିବାର ନଜର ଆସିଛନ୍ତି । ମାତ୍ର ବର୍ତ୍ତମାନ ସେ ସୋ-ସି-ଆ-ଲ ମି-ଡି-ଆ ନିଜ ଆ-କା-ଉ-ଣ୍ଟ ରେ ଫଟୋମାନ ସେ-ୟା-ର କରିଥିବାର ନଜର ଆସିଛନ୍ତି ।

ବନ୍ଧୁଗଣ ଆମେଲି ଜଣେ ଅଭିନେତ୍ରୀ ହେବା ସଙ୍ଗେ ସଙ୍ଗେ ସେ ଜଣେ ଭଲ ମଣିଷ ମଧ୍ୟ ଅଟନ୍ତି । ଦର୍ଶକବନ୍ଧୁ ଆମେଲିଙ୍କୁ ପୁନର୍ବାର ଟିଭି ପରଦାରେ ଦେଖିବାକୁ ଚାହିଁ ବସିଛନ୍ତି । ୪୦୦ ଆଲବମ ରେ ଅଭିନୟ କରି ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କ ହୃଦୟରେ ଘର କରି ବସିଥିବାବେଳେ, ଦର୍ଶକେ ଏଭଳି ଇଛାଶକ୍ତି ରଖିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *