କାନ୍ଥରେ ଝୁଲୁଛି 4 ସ୍ୱାମୀ ଙ୍କ ଫଟୋ, ଶୁଣନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ଏହି ମହିଳା, ଆପଣଙ୍କ ଆଖିରେ ବି ଆସିଯିବ ଲୁହ, ଦେଖନ୍ତୁ Video

କ-ରୋ-ନା ଲକ୍ଷ ଲକ୍ଷ ଲୋକମାନଙ୍କର ଜୀବନ ନେଇ ସାରିଛି । ଏତିକି ନୁହେଁ କ-ରୋ-ନା ଯୋଗୁ କେତେକ ପରିବାର ମଧ୍ୟ ଉଜୁଡି ହୋଇଛି । କ-ରୋ-ନା କାହାର ପୁଅକୁ ତ କାହାର ସ୍ଵାମୀ ଓ କାହାର ଝିଅକୁ ନିଜର ଶିକାର କରିଛି ।

ସବୁଠୁ ଦୁଃଖର କଥା ହେଉଛି କି କ-ରୋ-ନା ଯୋଗୁ କେତେକ ପରିବାରର ରୋଜଗାରିଆ ପୁଅ ଓ ଝିଅ ମୃ-ତ୍ୟୁ ବରଣ କରିଛନ୍ତି । ଏହି ପରିବାର ବର୍ତ୍ତମାନ ବେସାହାରା ହୋଇ ଯାଇଛନ୍ତି ଓ ସରକାରଙ୍କ ସାହାର୍ଯ୍ୟକୁ ଅନାଇ ବସିଛନ୍ତି । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ପରିବାର ବିଷୟରେ କହିବକୁ ଯେଉଁଠି କ-ରୋ-ନା ନିଜର ସବୁଠୁ ଭୟଙ୍କର ରୂପ ଦେଖାଇଛି । ଅର୍ଥାତ କ-ରୋ-ନା ଯୋଗୁ ଏହି ପରିବାରର ବର୍ତ୍ତମାନ ପୁରୁଷ ଶୂନ୍ୟ ହୋଇ ଯାଇଛି ।

୪ – ୪ ରୋଜଗାରିଆ ପୁଅ ବର୍ତ୍ତମାନ ଆର ପାରିରେ । ଏହିଭଳି ସ୍ଥିତିରେ ତାଙ୍କର ପତ୍ନୀ ଓ ପିଲାମାନେ ଏକୁଟିଆ ହୋଇ ଯାଇଛନ୍ତି । ଗଞ୍ଜାମ ଜିଲ୍ଲାର ବେଗୁଣିଆପଡା ବ୍ଲକର ଅଙ୍ଗାର ଗାଁର ସାହୁ ପରିବାରର ୪ ବୋହୁଙ୍କ ମଥାରୁ କ-ରୋ-ନା ସିନ୍ଦୁର ପୋଛି ଦେଇଛି । ଏହି ୪ ବୋହୁଙ୍କର ୪ ରୋଜଗାରିଆ ସ୍ଵାମୀଙ୍କ ଫଟୋ ବର୍ତ୍ତମାନ କାନ୍ଥରେ ଝୁଲୁଛି । ସ୍ଵାମୀର ମୃ-ତ୍ୟୁ କଥା ଓ ଦିନ ମନେ ପଡିଗଲେ ଆଖିରୁ ଲୁହ ସମାପ୍ତ ହେଉ ନାହିଁ ସ୍ତ୍ରୀମାନଙ୍କର ।

ସ୍ତ୍ରୀମାନଙ୍କର ସାଥ ଦେବା ପାଇଁ ବର୍ତ୍ତମାନ ସ୍ଵାମୀମାନେ ଆଉ ନାହାନ୍ତି । ଯଦି ସ୍ଵାମୀମାନଙ୍କ କଥା ମନେ ପଡି ଯାଉଛି ତେବେ ପରସ୍ପରକୁ ଧରି କାନ୍ଦି ପାକାଉଛନ୍ତି କାରଣ କେହି ବି ତାଙ୍କର ସାଥ ଦେବା ପାଇଁ ନାହାନ୍ତି । କହିବାକୁ ଗଲେ ଏହି ପରିବାରର ୪ ରୋଜଗାରିଆ ଭାଇ ଆଗ ପଛ ହୋଇ ସବୁ କ-ରୋ-ନାରେ ଆ-କ୍ରା-ନ୍ତ ହୋଇ ଚାଲି ଯାଇଛନ୍ତି । ଏହି ସାହୁ ପରିବାରର ବର୍ତ୍ତମାନ ପୁରା ପୁରୁଷ ଶୂନ୍ୟ । ସ୍ମୃ-ତିରେ କେବଳ ଘର କାନ୍ଥରେ ଚାରି ଭାଇଙ୍କ ଫଟୋ ଝୁଲୁଛି ।

କ-ରୋ-ନାରେ ଏହି ପରିବାରର ୪ ଜଣ ଭାଇ କିଛି ଦିନ ମଧ୍ୟରେ ହିଁ ଚାଲିଗଲେ । ସବୁଠୁ ଦୁଃଖର କଥା ଏହା ଅଟେ କି ବର୍ତ୍ତମାନ ୮ ଜଣ ପିଲାମାନେ ଓ ତାଙ୍କର ମା ମାନେ ବାପା ଓ ସ୍ଵାମୀ ଶୂନ୍ୟ ହୋଇ ଯାଇଛନ୍ତି । ବର୍ତ୍ତମାନ ଏମାନଙ୍କ ମୁଣ୍ଡ ଉପରୁ କହିବାକୁ ଗଲେ କୌଣସି ବି ପ୍ରକାରର କାହାର ହାତ ନାହିଁ ।

ସବୁଠୁ ଦୁଃଖର କଥା ହେଉଛି ସରକାର ଏହି ସବୁ ଜାଣିବା ସତ୍ବେ ବି ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରକାରର ସୁବିଧା ମିଳି ନାହିଁ । ସ୍ଵାମୀମାନଙ୍କର ମୃ-ତ୍ୟୁ ପରେ ଏହି ପରିବାରର ୧୨ ଜଣ ପ୍ରାଣୀ ଅଭାବ ଓ ଦୁଃଖ ଓ କଷ୍ଟ ମଧ୍ୟରେ ବହୁତ କଷ୍ଟରେ ଚଲି ଯାଉଛନ୍ତି ।

ସ୍ଵାମୀମାନଙ୍କର ମୃ-ତ୍ୟୁ ପରେ ବର୍ତ୍ତମାନ ପିଲାମାନଙ୍କର ଭବିଷ୍ୟତ କଣ ହେବ କେବଳ ଏହି ଚିନ୍ତା ଘାରିଛି ଏହି ପରିବାରର ମହିଳାମାନଙ୍କ ଉପରେ । ସୂଚନା ଅନୁସାରେ ଏହି ପରିବାର ବର୍ତ୍ତମାନ ଗୋଟିଏ ଦୋକାନ ଉପରେ ନିର୍ଭର କରି ଚଲୁଛନ୍ତି । ଏହା ଛଡା ଏମାନଙ୍କ ପାଖରେ ଅନ୍ୟ କିଛି ବି ରୋଜଗାରର ରାସ୍ତା ନାହିଁ ।

ଏହି ପରିବାର ସବୁ ସଦସ୍ୟ ବର୍ତ୍ତମାନ ସରକାରଙ୍କ ସାହାର୍ଯ୍ୟକୁ ଅପେକ୍ଷା କରିଛନ୍ତି । କହିଦେଉଛୁ କି ଏହି ପରିବାରର ୫ ଜଣ ପୁଅ ଥିଲେ । କିନ୍ତୁ ଦୁଇ ବର୍ଷ ତଳେ ଦୁର୍ଘଟଣାରେ ଜଣଙ୍କର ମୃ-ତ୍ୟୁ ହୋଇଯାଇଛି ଓ ଏଥର କାରୋନାରେ ୪ ଭାଇଙ୍କର ଦେ-ହା-ନ୍ତ ହୋଇଗଲା । କହିବାକୁ ଗଲେ ଏହି ପରିବାର ଦୁଃଖ ଯେମିତି ଘର କରି ବସି ଯାଇଛି ।

Leave a Reply

Your email address will not be published. Required fields are marked *